run

ସକାଳୁ ସକାଳୁ ଦୌଡ଼ିବାର ଅଭ୍ୟାସ ଅଛି କି ? ଏହାର ଫାଇଦା ଜାଣିବା ପରେ ଆପଣଙ୍କର ହୋସ୍ ଉଡିଯିବ – ନିଶ୍ଚୟ ପଢନ୍ତୁ |

HEALTH

ଆଜି ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟରେ ଆମେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଜାଣିବା ନିହାତି ଦରକାର। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର ଅଟେ। ତେବେ ଆପଣଙ୍କ ପାଖରେ ଆମେ ସକାଳୁ ଉଠି ବ୍ୟାୟାମ କରିବାର କିଛି ଟିପ୍ପଣୀ ଦେବାକୁ ଯାଉଛୁ। ତେବେ ଆସନ୍ତୁ ଆମେ ଜାଣିବା ଏହା ବାବଦରେ। ଆପଣ ଜାଣି ରଖନ୍ତୁ କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ।

ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆଜି ଆମେ କହିବୁ କି ଯଦି ଆପଣ ପ୍ରତିଦିନ ସକାଳୁ ଉଠି ଦୌଡ଼ିବା ଆରମ୍ଭ କରିବେ ତାହେଲେ ତାହା ଆପଣଙ୍କ ଶରୀରକୁ କି କି ଫାଇଦା ପହଂଚାଇବ। ତେବେ ଆସନ୍ତୁ ଆମେ ଏହା ବାବଦରେ ଆରମ୍ଭ କରିବା।

walk 2
ଦୌଡ଼ିବା ଆମ ଶରୀର ପାଇଁ ବହୁତ ଅଧିକ ସ୍ବାସ୍ଥ୍ୟକର ହେଇଥାଏ। ଏହା ଆମର ସବୁଠୁ ଭଲ ଫିଟନେଶ ଏକ୍ସରସାଇଜ ମାନା ଯାଇଥାଏ ଆଉ ଏହା କରିବା ଦ୍ୱାରା ଆପଣଙ୍କ ଶରୀର ବହୁତ ଜଲଦି ଫିଟ ରହିବା ସହ ଆକ୍ଟିଭ ମଧ୍ୟ ରହିଥାଏ। ଏହାଦ୍ୱାରା ଆପଣଙ୍କ ଓଜନ ବହୁତ ଜଲଦି କମ ହେବା ସହ ଆପଣଙ୍କ ହୃଦୟ ତଥା ଅନ୍ୟାନ୍ୟ ମାଂସପେଶୀ ମାନଙ୍କର ଓଜନ କମ ହେଇଥାଏ ଆଉ ତାହା ଫିଟ ରହିଥାଏ।

walk 1
ଆପଣ ଯଦି ନିଜର ଓଜନ ଜଲଦି କମ କରିବାକୁ ଚାହାନ୍ତି ତାହେଲେ ଆପଣ ଆଜି ଠାରୁ ହି ଦୌଡ଼ିବା ଆରମ୍ଭ କରି ଦିଅନ୍ତୁ କାରଣ ଏହାଦ୍ୱାରା ଆପଣଙ୍କ ଶରୀର ଏତେ ଅଧିକ ଫିଟ ରହିଥାଏ କି ତାହା ଆପଣଙ୍କ ଧାରଣା ବାହାରେ ଥାଏ। ଆପଣ ଦୌଡ଼ିବା ସହ ଅନ୍ୟାନ୍ୟ ବ୍ୟାୟମ କରିବା ମଧ୍ୟ ଆରମ୍ଭ କରି ଦିଅନ୍ତୁ। ଦୌଡ଼ିବା ଆପଣଙ୍କ ପାଇଁ ସବୁଠୁ ଅଧିକ ଫାଇଦା ପ୍ରଦାନ କରିଥାଏ।

ଦୌଡ଼ିବା ଦ୍ୱାରା ଆପଣଙ୍କ ଶରୀରରେ ଭଲ କଲେଷ୍ଟେରୋଲର ମାତ୍ରା ଅଧିକ ହୁଏ ଆଉ ତାହାଦ୍ୱାରା ଆପଣ ଛୋଟ ରୋଗ ମାନଙ୍କର ଗହଣରେ ଆସିବା ଠାରୁ ବଂଚନ୍ତି। ଏହା ଏକ ବହୁତ ଭଲ ବ୍ୟାୟାମ ଅଟେ। ଦୌଡ଼ିବା ଦ୍ୱାରା ଆପଣଙ୍କ ଶରୀରର ଧମନୀ ଶଙ୍କୁଚିତ ଆଉ ପ୍ରସାରିତ ହୁଏ ଯାହାଦ୍ୱାରା କି ଆପଣଙ୍କ ରକ୍ତ ସଞ୍ଚାଳନ ଠିକ ରହିଥାଏ।

ଦୌଡ଼ିବା ଆପଣଙ୍କ ପାଇଁ ବହୁତ ଅଧିକ ଫାଇଦା ପ୍ରଦାନ କରିଥାଏ। ଯଦି ଆପଣ ଫିଟ ରହିବାକୁ ଚାହାନ୍ତି ଆଉ କିଛି ବି ଭାରି ବ୍ୟାୟାମ କରିବାକୁ ଚାହାନ୍ତି ନାହିଁ ତାହେଲେ ଆପଣ ଆଜିଠୁ ହି ଦୌଡ଼ିବା ଆରମ୍ଭ କରନ୍ତୁ ଯାହା କି ଆପଣଙ୍କୁ ଅନ୍ୟାନ୍ୟ ସବୁ ଅନଫିଟ ବ୍ୟାୟମ ମାନଙ୍କ ଠାରୁ ରକ୍ଷା କରିବ।

Leave a Reply

Your email address will not be published. Required fields are marked *