hakuti

ହେକୁଡିରୁ ରକ୍ଷା ପାଇବାର ଘରୋଇ ଉପଚାର – ନିଶ୍ଚିତ ଜାଣନ୍ତୁ |

NEWS

ସାଙ୍ଗମାନେ ଆଜି ଆମେ ଜାଣିବା ଆପଣଙ୍କ ହେକୁଡି ଭଲ କରିବା ପାଇଁ କିଛି ଉପଚାର।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆଜି ଆମେ କଥା ହେବା ହେକୁଡି ବିଷୟରେ।ଦୁନିଆରେ ଏହିପରି କେହି ବ୍ୟକ୍ତି ନାହାନ୍ତି ଯାହାଙ୍କୁ ହେକୁଡି ଆସେ ନାହିଁ।

ଏହା କୁହାଯାଇଥାଏ ଯେ ଯେତେବେଳେ ହେକୁଡି ଆସେ ସେତେବେଳେ କେହି ତୁମକୁ ମନେ ପକାଇଥାନ୍ତି।କିନ୍ତୁ ଏହି କଥାର କିଛି ମହାତ୍ୱ ନଥାଏ।ଚିକିତ୍ସକଙ୍କ କହିବା ଅନୁସାରେ ହେକୁଡି ଆସିବା କୌଣସି ପ୍ରକାର ରୋଗ ନୁହେଁ।କିନ୍ତୁ ଏହା ବାରମ୍ବାର ଆସିବା ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଆସିବା ଏକ ରୋଗ ମନା ଯାଇଥାଏ।

ଶରୀରରେ ଡ଼ାୟାଫ୍ରାମ ନାମକ ମାଂସପେଶୀ ହୃଦୟ ଓ ଫୁସଫୁସକୁ ପେଟରୁ ଅଲଗା କରିଥାଏ।ଯାହାର ଶ୍ୱସନରେ ମଧ୍ୟ ପ୍ରଭାବ ପକାଇଥାଏଡାୟାଫ୍ରାମରେ ସଙ୍କୋଚନ ହେବା କାରଣରୁ ଫୁସଫୁସରେ ପବନ ପାଇଁ ଜାଗା ହୋଇଥାଏ।ଯେତେବେଳେ ଫୁସଫୁସରେ ଡାୟାଫ୍ରାମର ସଙ୍କୋଚନ ଅଧିକ ଥର ହେବାକୁ ଲାଗିଥାଏ।ଯେଉଁଥିରୁ ହିକ ହିକ ଶବ୍ଦ ଆସିଥାଏ।

heart 2

ତାହାକୁ ହେକୁଡି କୁହାଯାଇଥାଏ ହେକୁଡି ଆସିବାର ଅନେକ କାରଣ ରହିଥାଇପାରେ।ହେକୁଡି ଆସିବାର ଅନେକ କାରଣ ରହିପାରେ।ଯକୃତରେ ଥିବା କୌଣସି ରୋଗ କାରଣରୁ ନିଶାର ଅତ୍ୟଧିକ ସେବନ କାରଣରୁ ଅଧିକ ମସଲାଜାତୀୟ କାରଣରୁ ଏବଂ କୋଲେରା ଭଳି ରୋଗର ସମ୍ଭୀର ରୋଗ କାରଣରୁ ଏହା ହୋଇଥାଏ।

ଏହି ସବୁ କାରଣ ବ୍ୟତୀତ ଟାଇଫଏଡ଼ର ଅନ୍ତିମ ଅବସ୍ଥାରେ ମଧ୍ୟ ହେକୁଡି ଆସିଥାଏ।ସେପରି ଦେଖିବାକୁ ଗଲେ କିଛି ସମୟ ମଧ୍ୟରେ ହେକୁଡି ଆପେ ଆପେ ଭଲ ହୋଇଜାଇଥାଏ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ଏହା ନରହିବା କାରଣରୁ ଆପଣ କିଛି ଘରୋଇ ଉପଚାର ଦ୍ୱାରା ହେକୁଡିକୁ ଦୂର କରୋପରିବେ।ଅଦାର ଚୁର୍ଣ ନେଇ ସେଥିରେ ଗରମ କ୍ଷୀର ପକାଇବା ଦ୍ୱାରା ହେକୁଡି ବନ୍ଦ ହୋଇଜାଇଥାଏ।ଦ୍ୱିତୀୟ ଉପାୟରେ ପାଣିରେ ଲୁଣ ଓ ଚିନିକୁ ବନାଇ ପିଇବା ଦ୍ୱାରା ହେକୁଡି ଆସିବା ବନ୍ଦ ହୋଇଜାଇଥାଏ।

ନିଶାର ଅତ୍ୟଧିକ କାରଣରୁ ହୋଇଥିବା ହେକୁଡିକୁ ରଖିବାପାଇଁ ଲେମ୍ବୁ ସବୁଠାରୁ ଅଧିକ ଅସରଦାର ହୋଇଥାଏ।ଲେମ୍ବୁର ଏକ ଚାତୁର୍ଥାଂଶ ଅଂଶକୁ ପାଟିରେ ରଖି ଚୋବାଇବା ଦ୍ୱାରା ହେକୁଡି ଆସିବା ବନ୍ଦ ହୋଇଜାଇଥାଏ।ସାଧାରଣ ହେକୁଡି ହେଉଥିବେ ବରଫ ଖଣ୍ଡ ପାଟିରେ ରଖିବା ଦ୍ୱାରା ହେକୁଡି ବନ୍ଦ ହୋଇଜାଇଥାଏ।ହେକୁଡି ହେବା ଦ୍ୱାରା ଦାଇତ୍ୱହୀନତା କରିବା ଉଚିତ ନୁହେଁ।ଏହାର ପ୍ରାରମ୍ଭିକ ଅବସ୍ଥାରେ ଉପଚାର କରେଇନେବା ଉଚିତ।ହେକୁଡି ଆସିଲେ ଏହି ସବୁ ଘରୋଇ ଇପଚାର ନିଶ୍ଚିତ କରନ୍ତୁ।

Leave a Reply

Your email address will not be published. Required fields are marked *