oil

ନଡିଆ ତେଲର ଆଶ୍ଚର୍ଯ୍ୟକର ଫାଇଦା ଯାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହେଇଯିବେ।

HEALTH

ଆଜି ଆଉ ଏକ ସ୍ୱାସ୍ଥ୍ୟ ତଥା ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ବିଷୟରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। ଆଜି ଆମେ କହିବୁ ନଡ଼ିଆ ତେଲ ବାବଦରେ ଯାହାର ଫାଇଦା ମାନଙ୍କ ବାବଦରେ ହୁଏତ ଆପଣ ଅବଗତ ନଥିବେ। କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଅନେକ ଏପରି ପଦାର୍ଥ ଥାଏ ଯାହାଙ୍କର ଫାଇଦା ବାବଦରେ ଆପଣଙ୍କୁ ହୁଏତ ଜଣା ନଥାଏ। ଆଉ ଏହାର ଫାଇଦା ବାବଦରେ ଆପଣ ଅଜଣା ଥାଆନ୍ତି। ତାହା ଭିତରୁ ନଡିଆ ତେଲ ଅନ୍ୟତ୍ତମ ଅଟେ।

ତେବେ ଏହା ଆମକୁ ସହଜରେ ମିଳି ପାରୁଥାଏ ଆଉ ତାହା ବହୁତ ମାତ୍ରାରେ ତେଲ ଲଗାଇବା ଭାବେ ବ୍ୟବହାର କରାଯାଏ।ମାତ୍ର ତାହା ବାବଦରେ ଆମେ ଜାଣି ହି ନଥାଉ କି ତାହା କେତେ ଅଧିକ ଫାଇଦା ପହଞ୍ଚାଇ ଥାଏ। ଏହାକୁ ଆମେ ନିଜର ଚୁଟିରେ ଲଗାଇବା ସହ ନିଜର ସ୍କିନ ସୁଧାରିବା ପାଇଁ ବ୍ୟବହାର କରିଥାଉ ଆଉ ତାହାର ବ୍ୟବହାର ଆମ ଚୁଟିକୁ ଠିକ କରିବାରେ ହେଇଥାଏ ମାତ୍ର ତାହାର ଆହୁରି ଅନେକ ଫାଇଦା ଅଛି ଯାହା ଆମକୁ ଅଜଣା ଥାଏ। ଆଜି ଆମେ ଆପଣଙ୍କ ପାଖରେ ଏହା ବାବଦରେ ହି କହିବୁ।

coconut oil
ନଡିଆ ତେଲକୁ ଆପଣ ନିଜର ଶେଭିଂ କ୍ରିମ ଭାବେ ବ୍ୟବହାର କରିପାରିବେ। ଏହାକୁ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନ ପୁରା ସ୍ମୁଥ ହେଇଯାଏ ଆଉ ତାହାପରେ ଆପଣ ତାହାକୁ ଶେଭ କରିବା ଦ୍ୱାରା ତାହା ଆପଣଙ୍କ ସ୍କିନ ଉପରେ କିଛି ବି ପ୍ରଭାବ ପକାଇ ନଥାଏ। ଆଉ ଏହାକୁ ଆପଣ ଲଗାଇ ସାରିବା ପରେ ଆପଣଙ୍କ ସ୍କିନ ଭଲ ରହିଥାଏ ଆଉ ଆପଣଙ୍କ ଡ୍ରାଏ ସ୍କିନ ଅଥବା ଅନ୍ୟାନ୍ୟ ସବୁକିଛି ଠିକ ରହିଥାଏ।

ତେବେ ଏହାକୁ ଆପଣ ସନ୍ସକ୍ରିମ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଏହା ଭିତରେ ଆଣ୍ଟି ଅକ୍ସିଡ଼ାନ୍ଟ ଭରା ରହିଥାଏ ଯାହା କି ସ୍କିନକୁ ମଏଶ୍ଚରାଇଜ କରିଥାଏ ଆଉ ତାହାକୁ ଲଗାଇ ଆପଣ ସୂର୍ଯ୍ୟକିରଣ ଠାରୁ ଛାଡ ପାଇପାରିବେ।ଯେଉଁ ପିଲାମାନେ ଅଧିକ ଡାଏପର ପିନ୍ଧନ୍ତି ତାଙ୍କ ସ୍କିନ ଉପରେ ଲାଲ ପଡ଼ି ଯାଇଥାଏ ତେଣୁ ତାହା ଦୂର କରିବା ପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ ଯାହା କି ଏହି ସମସ୍ୟାକୁ ଦୂର କରିଦେବ।

ଏହା ଆପଣଙ୍କ ଶରୀର ପାଇଁ ଏକ ନ୍ୟାଚୁରାଳ ଡିଓ ଭାବେ କାମ କରିଥାଏ। ଏହା ଭିତରେ ଏକ କି ଦୁଇ ଚାମଚ ବେକିଂ ସୋଢ଼ା ମିଶାଇ ଆପଣ ନିଜ ଶରୀର ଉପରେ ଲଗାଇବା ଦ୍ୱାରା ତାହା ଆପଣଙ୍କ ଶରୀରରୁ ଝାଳ ବାହାରିବା କମ କରି ଦେଇଥାଏ ଆଉ ତାହାଦ୍ୱାରା ଆପଣଙ୍କ ଶରୀର ବେସି ସ୍ମେଲ ମଧ୍ୟ କରି ନଥାଏ। ତେଣୁ ଆପଣ ନ୍ୟାଚୁରାଳ ଡିଓ ଭାବେ ଏହାକୁ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *