badam

ଜାଣନ୍ତୁ ପ୍ରତିଦିନ ବାଦାମ ଖାଇବାର ଫାଇଦା।

HEALTH

ଆଜି ଆଉ ଏକ ଖାଦ୍ୟ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ଏକ ଏପରି ଖାଦ୍ୟ ବାବଦରେ ଯାହାକୁ ସେବନ କରିବା ଆପଣଙ୍କ ପକ୍ଷେ ବହୁତ ଲାଭଦାୟକ ସାବ୍ୟସ୍ତ ହେଇପାରେ। ଆମେ କହିବୁ ଆପଣଙ୍କ ପାଖରେ ଏକ ଏପରି ଖାଦ୍ୟ ବାବଦରେ ଯାହାର ଫାଇଦା ବାବଦରେ ଆପଣ ହୁଏତ ଅଜଣା ଥିବେ। ତେବେ ଆପଣଙ୍କ ଚତୁର୍ପାଶ୍ୱରେ ଅନେକ ଏପରି ଖାଦ୍ୟ ଥାଏ ଯାହାଙ୍କର ଫାଇଦା ବାବଦରେ ଆପଣଙ୍କୁ ହୁଏତ ଜଣା ନଥାଏ। ଆଉ ଏହାର ଫାଇଦା ବାବଦରେ ଆପଣ ଅଜଣା ଥାଆନ୍ତି।

ତାହା ଭିତରୁ ବାଦାମ ଅନ୍ୟତ୍ତମ ଅଟେ। ଆପଣ ଜାଣନ୍ତି କି ଏହା ଆପଣଙ୍କୁ ଦୈନନ୍ଦିନ ଜୀବନରେ ବହୁତ ସହଜରେ ମିଳି ଯାଇଥାଏ ଆଉ ତାହା ଖାଇବା ଦ୍ବାରା ଆମ ଶରୀରକୁ ପ୍ରୋଟିନ ତଥା କାର୍ବୋହାଇଡ୍ରେଟର ଅଭାବ ହି ହୁଏ ନାହିଁ। ତେବେ ଏହା ଆମକୁ ସହଜରେ ମିଳି ପାରୁଥାଏ ଆଉ ତାହା ଖାଇବାରେ ବହୁତ ଅଧିକ ସ୍ୱାଦିଷ୍ଟ ମଧ୍ୟ ହେଇଥାଏ ମାତ୍ର ତାହା ବାବଦରେ ଆମେ ଜାଣି ହି ନଥାଉ କି ତାହା କେତେ ଅଧିକ ଫାଇଦା ପହଞ୍ଚାଇ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଏହାର ଅନେକ ଫାଇଦା ବାବଦରେ କହିବୁ।

badamm
ଏହାକୁ ସାରା ଭାରତର ଅନେକ ଜାଗା ମାନଙ୍କରେ ଚିନାବାଦାମ ତଥା ଚିନ୍ନା ଭାବେ ଜଣା ଯାଇଥାଏ। ଏହାର ସ୍ୱାଦ ସାମାନ୍ୟ ରୂପେ ମିଠା ଥାଏ ଆଉ ତାହା ପୁଷ୍ଟିକର ତଥା ବହୁତ ସହଜରେ ହଜମ ହେବା ଆଉ ଗରମ ଖାଦ୍ୟ ହେଇଥାଏ। ଏହାର ସେବନ ଆପଣଙ୍କ ଶରୀରରେ ଅନେକ କିଛି ତତ୍ତ୍ୱ ମାନଙ୍କର ଭରଣ କରିଥାଏ। ତେବେ ଏହା ଭିତରେ ଅନେକ ମାତ୍ରାରେ ପ୍ରୋଟିନ, ଭିଟାମିନ, ଏ, ଭିଟାମିନ ବି ୧ ତଥା ମ୍ୟାଗ୍ନେସିଆମ ଭଳି ପଦାର୍ଥ ରହିଥାଏ।

ଏହାକୁ ଭାଜିକି ଅଥବା ଗରମ କରି ଖିଆ ଯାଇଥାଏ ଆଉ ଗରମ କରି ଖାଇବା ଠାରୁ ଭିଯାଇ ଖାଇବା ଆହୁରି ଲାଭଦାୟକ ହେଇଥାଏ। ଏହାକୁ ପାଣିରେ ଭିଯାଇ ଖାଇବା ଦ୍ୱାରା ତାହା ଗଜା ହେଇଯାଏ ଆଉ ତାହାକୁ ଗ୍ରହଣ କରିବା ବହୁତ ଲାଭଦାୟକ ହେଇଥାଏ। ଏହାକୁ ସକାଳୁ ଗଜା ମୁଗ ସହ ମିଶାଇ ଗଜା କରି ଖାଇବା ବହୁତ ଅଧିକ ଲାଭପ୍ରଦ ହେଇଥାଏ। ଏହାଦ୍ୱାରା ଆପଣଙ୍କ ଶରୀରରେ ପ୍ରୋଟିନର ଅଭାବ ହି ଦେଖା ଯାଇ ନଥାଏ। ଏହାର ଅନେକ ଫାଇଦା ଆପଣଙ୍କ ଶରୀରରେ ଥାଏ।

ଶୀତଦିନରେ ଏହାକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଆପଣଙ୍କ ମୁହଁ ଫାଟିବା ଅଥବା ଆପଣଙ୍କ ଓଠ ଫାଟିବା କମ ହେଇଥାଏ। ଆପଣଙ୍କ ଗୋଡ଼ରେ ଫାଟି ହେଉଥିବା ସବୁ ଫଟା ଅଂଶ ବି ଦୂର ହେଇ ଯାଇଥାଏ।ଏହାକୁ ପ୍ଲେଗ ଭଳି ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରା ଯାଇପାରେ। ଏହାର ସେବନ ପ୍ଲେଗ ରୋଗ ପାଇଁ ଆଣ୍ଟି ବଡୀ ତିଆରି କରିବାରେ ସହାୟକ ହୁଏ।

Leave a Reply

Your email address will not be published. Required fields are marked *