ଆମେ ନିଜର ତ୍ଵଚାର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀର ବ୍ୟବହାର କରିଥାଉ।ମାତ୍ର ଏହା ଆମ ତ୍ୱଚା ପାଇଁ ସେତିକି ଲାଭ ଦେଇ ନଥାଏ।ଏହା ସହିତ ଆମର ତ୍ବଚା ଏପରି କୃତୀମ ପଦାର୍ଥର ସଂସ୍ପର୍ଶରେ ଆସି ଖରାପ ହେବାର ସମ୍ଭାବନା ମଧ୍ୟ ରହିଥାଏ।ତେଣୁ ଆମେ ବର୍ତ୍ତମାନ ନିଜର ତ୍ବଚାକୁ ସୁନ୍ଦର କରିବାର ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।ହଳଦୀ ଆମ ଘରେ ପ୍ରତିଦିନ ବ୍ୟବହାର ହେଉଥିବା ଏକ ଖାଦ୍ୟ ସାମଗ୍ରୀ ଅଟେ।ଆମେ ନିଜର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଏହାକୁ ବ୍ୟବହାର କରିଥାଉ।
ଏହା ସହିତ ଏହା ଏପରି ଏକ ପଦାର୍ଥ ଯାହାକୁ ଆମେ ବ୍ୟବହାର କରିବା ଫଳରେ ଏହା ଆମ ପାଇଁ ଅଧିକ କିଛି କ୍ଷତିକାରକ ମଧ୍ୟ ସାବ୍ୟସ୍ତ ହେବାର କୌଣସି ସମ୍ଭାବନା ନଥାଏ।ଏହା ସହିତ ଏହାକୁ ବ୍ୟବହାର କରିବା ଆମ ପାଇଁ ଅନେକ ମାତ୍ରାରେ ଲାଭଦାୟକ ହୋଇପାରେ।କାରଣ ଏହାର କୌଣସି ପର୍ଶ୍ୱପ୍ରତିକ୍ରୀୟ ମଧ୍ୟ ନାହିଁ।ଏହା ସହିତ ହଳଦୀ ଏପରି ଏକ ପଦାର୍ଥ ଯାହାକୁ ବ୍ୟବହାର କରି ଆମେ ନିଜର ତ୍ୱଚ଼ା ସମ୍ପର୍କିତ ସମସ୍ତ ପ୍ରକାରର ଅସୁବିଧାର ଏକ ସରଳ ଓ ସହଜ ସମାଧାନ କରି ପାରିବା।
ଏହା ସହିତ ଏହି ସମସ୍ୟାର ସମାଧାନ କରିବା ପାଇଁ ଏଥିରେ ଥିବା ଅନେକ ପ୍ରକାରର ପୋଷକ କାର୍ଯ୍ୟ କରି ଥାଆନ୍ତି।ଏହା ସହିତ ଏହି ସମସ୍ୟାର ସମାଧାନ ଆମେ ଚାହିଁଲେ ସହଜରେ କରି ପାରିବା।ଏହା ବ୍ୟତୀତ ଆମ ତ୍ୱଚା ସହିତ ଜଡିତ ଅନେକ ସମସ୍ୟା ଶୀତ ଦିନେ ଦେଖା ଯାଇଥାଏ।ତେବେ ଏହି ସମସ୍ତ ସମସ୍ୟାର ସମାଧାନ ଆମେ ସହଜରେ ଏହି ହଳଦୀକୁ ବ୍ୟବହାର କରି କରି ପାରିବା।ଏହା ସହିତ ଏହାକୁ ଉଭୟ ତେଲିଆ ଓ ଶୁଖିଲା ତ୍ଵଚ଼ା ଉପରେ ପ୍ରୟୋଗ କରା ଯାଇ ପାରିବ।
ତେବେ ଏହାକୁ ତେଲିଆ ଚେହେରା ଉପରେ କିପରି ଭାବରେ ପ୍ରୟୋଗ କରାଯିବ ଆମେ ବର୍ତ୍ତମାନ ଆଲୋଚନା କରିବା।ପ୍ରଥମେ ଏକ ପାତ୍ରରେ କିଛି ହଳଦୀ ନିଅନ୍ତୁ।ଏହାପରେ ଏଥିରେ କିଛି ଗୋଲାପ ଜଳ ଓ କିଛି ବେସନ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଦେବା।ଏହାପରେ ଏହାକୁ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ଛାଡ଼ିଦେବା।ଏହାପରେ ଏହାକୁ ପାଣିରେ ଭଲ ଭାବରେ ଧୋଇଦେବା।ତେବେ ଏହାକୁ ସପ୍ତାହରେ ଦୁଇ ରୁ ତିନିଥର କରିବା ଫଳରେ ତ୍ଵଚା ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇ ଯାଇଥାଏ।
ଏହା ସହିତ ଶୁଖିଲା ତ୍ଵଚାର ଲୋକମାନେ ମଧ୍ୟ ଏହାକୁ ନିଜର ତ୍ଵଚା ଉପରେ ବ୍ୟବହାର କରି ପାରିବେ।ଏହାକୁ ଆପଣ ନିଜର ତ୍ଵଚା ଉପରେ ଦହି ସହିତ ମିଶାଇ ଏହାକୁ ଲଗାଇବା ଆବଶ୍ୟକ।ଏହା ସହିତ ଆପଣ ଏହାକୁ ପ୍ରତି ସପ୍ତାହରେ ପ୍ରାୟ ୩-୪ ଥର ଲଗାଇ ପାରିବେ।ଏହାକୁ ନିଜର ତ୍ଵଚା ଉପରେ ଲଗାଇବା ଫଳରେ ଆପଣଙ୍କ ଶୁଖିଲା ତ୍ଵଚା ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇ ଯାଇଥାଏ।ଏହା ସହିତ ଏହାର କୌଣସି ପର୍ଶ୍ଵପ୍ରତିକ୍ରୀୟ ନଥିବାରୁ ଏହା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ହୋଇ ଥାଏ।