small

ମୁହଁର ଦୁର୍ଗନ୍ଧ ହେଉଥିଲେ ଜାଣନ୍ତୁ କାରଣ ଏବଂ ପ୍ରତିକାର କେବଳ ଗୋଟିଏ କ୍ଲିକରେ |

HEALTH

ତେବେ ଆମେ ପ୍ରତିଦିନ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ।ଏହା ସହିତ ଏହି ଖାଦ୍ୟ ଆମ ମୁହଁରେ ଜମି ରହିବା ପରେ ଆମେ ଯଦି ଏହାକୁ ଭଲ ଭାବରେ ସଫା ନ କରୁ ତେବେ ଏହା ଆମ ଶରୀର ପାଇଁ ଅନେକ କ୍ଷତିକାରକ ହୋଇ ପାରେ।ଯେପରିକି ଆମେ ଯଦି କୌଣସି ବନ୍ଧୁଙ୍କ ସହିତ କଥା ହେଉଥିବା ତେବେ ଏହା ଆମ ପାଇଁ ଲଜ୍ୟା ଜନକ ହୋଇପାରେ।ଏହା ସହିତ ଏହା ହେବାର କାରଣ ଓ ନିରାକରଣ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ଏହା ସହିତ ଏହି ଦୁର୍ଗନ୍ଧ ହେବାର ମୁଖ୍ୟ କାରଣ ହେଉଛି ଆମ ମୁହଁରେ ଜମି ରହିଥିବା ଖାଦ୍ୟ।

ଏହା ସହିତ ମୁହଁରୁ ଦୁର୍ଗନ୍ଧ ଆସିବାର ଅନେକ କାରଣ ରହିଛି।ଯେପରିକି ଅଧିକ ମଦ ପିଇବା,ଧୂମପାନ କରିବା,ଗଞ୍ଜେଇ ଖାଇବା।ଏହିପରି ଅନେକ ନିଶା ଦ୍ରବ୍ୟ ସେବନ କରୁଥିବା ଲୋକମାନଙ୍କ ମୁହଁରୁ ଦୁର୍ଗନ୍ଧ ଆସିଥାଏ।ତେବେ ଏହି ଦୁର୍ଗନ୍ଧ ଆସିବା ଫଳରେ ଆପଣ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି।ଯେପରି ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସିବା କାରଣରୁ ଆପଣ ନିଜର ବନ୍ଧୁ କି କୌଣସି ଆପଣାର ଲୋକ ସହିତ ପାଖରେ ଛିଡ଼ା ହୋଇ କଥା ହେବାକୁ ଲଜ୍ୟା ଅନୁଭବ କରନ୍ତି।

small 2
ଏହା ସହିତ ଉପଯୁକ୍ତ ପରିମାଣର ପାଣି ନ ପିଇବା ଫଳରେ ମଧ୍ୟ ମୁହଁରୁ ଦୁର୍ଗନ୍ଧ ଆସିଥାଏ।ଏହା ସହିତ ଆମକୁ ଏହା ଧ୍ୟାନ ରଖିବା ଆବଶ୍ୟକ କି ଆମେ ଆମର ମୁହଁକୁ ନିରନ୍ତର ଭାବରେ ସଫା କରୁଛେ।ନଚେତ ଆମ ମୁହଁରୁ ଏହିପରି ଭାବରେ ଦୁର୍ଗନ୍ଧ ବାହାରିବାକୁ ଲାଗିବ।ଏହା ସହିତ ଏହା ଧ୍ୟାନ ରଖିବା ଆବଶ୍ୟକ ଯେପରି ଆମେ ଆମର ମୁଖର ସଠିକ ଯତ୍ନ ନେବା ଆବଶ୍ୟକ।ଏହା ସହିତ ଆମେ ଖାଦ୍ୟ ଖାଇବା ପରେ ସଠିକ ଭାବରେ ମୁହଁ ଧୋଇ ନଥାଉ।ମାତ୍ର ଏପରି କରିବା ଫଳରେ ଖାଦ୍ୟ ଆମର ମୁହଁରେ ଲାଗି ରହିଥାଏ।

small 1
ଫଳରେ ଆମର ପାଟି ଦୁର୍ଗନ୍ଧ କରିବା ଆରମ୍ଭ କରିଥାଏ।ତେବେ ଏହା ଧ୍ୟାନ ରଖିବା ଆବଶ୍ୟକ କି ଆମେ ଖାଦ୍ୟ ଖାଇବା ପରେ କିମ୍ବା ରାତିରେ ସୋଇ ସକାଳୁ ଉଠିବା ପରେ ସ୍ୱଚ୍ଛ ଜଳରେ ନିଜର ମୁହଁକୁ ଭଲ ଭାବରେ ସଫା କରିବା ଆବଶ୍ୟକ।ଏହା ସହିତ ମୁହଁର ଦୁର୍ଗନ୍ଧକୁ ଦୂର କରିବା ପାଇଁ ଏହା ଧ୍ୟାନ ରଖିବା ଆବଶ୍ୟକ କି ଆମେ ସଠିକ ଭାବରେ ନିଜର ମୁହଁକୁ ସଫା କରୁଛେ।ଯେପରିକି ଆମେ ଭଲ ପେଷ୍ଟ ସାହାଯ୍ୟରେ ନିଜର ମୁହଁକୁ ଭଲ ଭାବରେ ସଫା କରିବା।ଏହା ସହିତ ନିଜର ଆଙ୍ଗୁଠି ସାହାଯ୍ୟରେ ଆମର ମାଢିକୁ ଭଲ ଭାବରେ ସଫା କରିବା ଆବଶ୍ୟକ।

ଏହା ସହିତ ଏହା ଧ୍ୟାନ ରଖିବା ଆବଶ୍ୟକ କି ଆମେ ଯେଉଁ ସମୟରେ ଆମିଷ ଖାଦ୍ୟ ଯେପରି ମାଂସ ଅଣ୍ଡା ଓ ମାଛ ଖାଇ ଥାଉ ସେହି ସମୟରେ ଏହା ଧ୍ୟାନ ରଖିବା ଆବଶ୍ୟକ କି ଖାଦ୍ୟ ଖାଇବା ପରେ ଆମେ ଆମର ମୁହଁକୁ ଯେପରି ଭଲ ଭାବରେ ସଫା କରିବା।ନଚେତ ଏହାକୁ ଖାଇବା ପରେ ଅନେକ ସମୟରେ ଆମର ବଦ ହଜମି ହେବା କାରଣରୁ ଆମର ପାଟି ମଧ୍ୟ ଗନ୍ଧ କରିଥାଏ।ତେଣୁ ଆମେ ଆମର ଶରୀର ସହଜରେ ହଜମ କରି ପାରୁଥିବା ଖାଦ୍ୟ ଖାଇବା ନିହାତି ଭାବରେ ଆବଶ୍ୟକ।ଯାହା ଫଳରେ ଆମର ବଦହଜମି ହେବ ନାହିଁ।

Leave a Reply

Your email address will not be published. Required fields are marked *