ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିର ପପୁଲାର ଯୋଡି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଡିଭର୍ସ କିଛିଦିନ ବିତିଗଲାଣି ଏବଂ ଏହା ଭିତରେ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି ଅନୁଭବ ମହାନ୍ତି ଏପରି କିଛି ପୋଷ୍ଟ କରିଛନ୍ତି ଯାହା ଆପଣଙ୍କୁ ଚମକେଇ ଦେବ।

ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପ୍ରାୟ ଚାଳିଶ ପୁଷ୍ଠା ର ସ୍କ୍ରିନ ସର୍ଟ ପୋଷ୍ଟ କରିଛନ୍ତି ଯେଉଁଥିରେକି ବର୍ଷା ଏବଂ ଅନୁଭବ କଥାବାର୍ତ୍ତା ହୋଇଛନ୍ତି ଯାହାକି ଖୁଲାସା କରିଛନ୍ତି ଅନୁଭଵ ମହାନ୍ତି ସେ ତାଙ୍କର ଫ୍ୟାନ ପେଜରେ ପୋଷ୍ଟ କରିଛନ୍ତି ଯେ ଯେଉଁଥିରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ କଥା ହଉଛନ୍ତି ମାର୍ଚ୍ଚ ଏପ୍ରିଲର କଥାବାର୍ତ୍ତା ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ ଅନୁଭବ ମହାନ୍ତି ବର୍ଷାକୁ ବହୁତ ଅନୁରୋଧ କରୁଛନ୍ତି ଯେ ନିଜ ଘରକୁ ଫେରି ଆସିବା ପାଇଁ ଏବଂ ବର୍ଷା କିନ୍ତୁ ଏଥିରେ ରାଜି ହଉନାହାନ୍ତି ବର୍ଷାଙ୍କୁ ତାଙ୍କ ସମ୍ପର୍କକୁ ନେଇ ବୁଝେଇବା ପରେ ମଧ୍ୟ ବର୍ଷା ରାଜି ହେବାକୁ ନାରାଜ ବୋଲି ପୋଷ୍ଟରେ ଦେଖିବାକୁ ମିଳୁଛି ଏବଂ ଏହି ଚାର୍ଟ ଭିତରେ ଅନୁଭବ ଏବଂ ବର୍ଷାଙ୍କ ଭିତରେ ଥିବା ବହୁତ କଥା ସାମ୍ନାକୁ ଏବେ ଆସିଛି। ତେବେ ଏହି କଥାର ସତ୍ୟତା ଏପର୍ଯ୍ୟନ୍ତ ଜଣା ନପଡିଥିଲେ ମଧ୍ୟ ବର୍ଷା ଏବଂ ଅନୁଭବ ଭିତରେ ଥିବା ଚାର୍ଟ ଯେତେବେଳେ ଅନୁଭବ ପୋଷ୍ଟ କରୁଛନ୍ତି କିଛି ପରିମାଣରେ ସତ୍ୟସତା ଥିବ ବୋଲି ଲୋକମାନେ କହୁଛନ୍ତି ତେବେ ଲୋକ ଅନୁଭବଙ୍କର ଏହି ପଦେଖେପକୁ ନିନ୍ଦା କରିଥିବାବେଳେ କିଛି ଲୋକ ଏହାକୁ ପ୍ରଶଂସା ମଧ୍ୟ କରିଛନ୍ତି। କହିଛନ୍ତି ବର୍ଷା ମ୍ୟାଡାମ ଏପରି କରିବାର ଉଚିତ ନଥିଲା ଏବଂ କିଛି ଲୋକ ଅନୁଭବଙ୍କର ଏଭଳି ସ୍ୱାମୀ ସ୍ତ୍ରୀଙ୍କର ଭିତରେ କଥାବାର୍ତ୍ତାକୁ ବାହାରେ ପକେଇବା କେତେଦୂର ଠିକ ବୋଲି କରିଛନ୍ତି।

ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଭିତରେ ହୋଇଥିବା ପ୍ରାୟ କେତେ କଥାବାର୍ତ୍ତାକୁ ଅନୁଭବ ସ୍କ୍ରିନ ସର୍ଟ ମାରି କେମିତି ଫ୍ୟାନସ ପେଜକୁ ଆସିଲା ପଛରେ ଏହାକୁ ସେୟାର କଲେ ବୋଲି ଏହା ମଧ୍ୟ କିଛି ପ୍ରଶ୍ନ ଉଠୁଛି ତେବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କର ଭିତରେ ହେଇଥିବା କଥାବାର୍ତ୍ତାରୁ ସ୍ପଷ୍ଟ ଜଣାପଡୁଛି ସେ ତାଙ୍କୁ ମନେଇବାକୁ ବହୁତ ଚେଷ୍ଟା କରୁଛନ୍ତି ତାଙ୍କୁ ସୁଧାର ଆଣିବାକୁ ଏବଂ ଘରକୁ ଫେରେଇ ଆଣିବାକୁ କିନ୍ତୁ ବର୍ଷା କିଛିଦିନ ହେବ ତାଙ୍କ ବାପ ଘରେ ଥିଲେ ଏହି କଥାଟି ଏହି ଚାର୍ଟରୁ ସ୍ପଷ୍ଟ ଜଣାପଡୁଛି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।
Post Views:
872