pijuli

ସକାଳୁ ସକାଳୁ ପିଜୁଳି ପତ୍ର ଖାଇବାର କିଛି ଫାଇଦା – ଶୀଘ୍ର ଜାଣନ୍ତୁ |

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛି। ଆମେ କହିବୁ ଆପଣଙ୍କ ପାଖରେ ଏକ ଏପରି ଖାଦ୍ୟ ବାବଦରେ ଯାହାର ଫାଇଦା ବାବଦରେ ଆପଣ ହୁଏତ ଅଜଣା ଥିବେ। ତେବେ ଆପଣଙ୍କ ଚତୁର୍ପାଶ୍ୱରେ ଅନେକ ଏପରି ଖାଦ୍ୟ ଥାଏ ଯାହାଙ୍କର ଫାଇଦା ବବରରେ ଆପଣଙ୍କୁ ହୁଏତ ଜଣା ନଥାଏ। ଆଉ ଏହାର ଫାଇଦା ବାବଦରେ ଆପଣ ଅଜଣା ଥାଆନ୍ତି। ତାହା ଭିତରୁ ପିଜୁଳି ପତ୍ର ଅନ୍ୟତ୍ତମ ଅଟେ। ତେବେ ଏହା ଆମ ମାନଙ୍କ ପାଇଁ ବହୁତ ଅଧିକ ଫାଇଦା ଦେଇଥାଏ।

ଏହା କେତେ ଅଧିକ ଫାଇଦା ଦେଇଥାଏ ତାହା ବାବଦରେ ହୁଏତ ଆପଣ ଅଜଣା ଥାଆନ୍ତି। ଆଜି ଆମେ ଆପଣଙ୍କ ପାଖରେ ଏହା ବାବଦରେ ହି କହିବୁ। ଆପଣଙ୍କ ଶରୀରର ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ତଥା ଆପଣଙ୍କ ଶରୀରରୁ ସବୁ ପ୍ରକାର ରୋଗ ବାହାର କରିବା ପାଇଁ ଏହା ଏକ ବହୁତ ବଡ଼ ଫାଇଦା ଦାୟକ ଜିନିଷ ହେଇଥାଏ। ତେବେ ଏହାର ଅନ୍ୟତ୍ତମ ଫାଇଦା ମାନଙ୍କ ବାବଦରେ ଆଜି ଆମେ ଚର୍ଚା କରିବାକୁ ଯାଉଛୁ।

pijuli 2
ପିଜୁଳି ବାବଦରେ କାହାକୁ ଅବା ଅଜଣା ନଥାଏ। ଏହା ଆଣ୍ଟି ଅକ୍ସିଡ଼ାଣ୍ଟ ଆଉ ଆନ୍ତି ଇନଫ୍ଲାମେଟ୍ରି ଗୁଣ ମାନଙ୍କରେ ଭରା ହେଇଥାଏ ଆଉ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଅନେକ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେଇଥାଏ। ମାତ୍ର କଣ ଆପଣ ଜାଣନ୍ତି କି ଏହାର ପତ୍ର ମଧ୍ୟ ସମାନ ପ୍ରକାରର ଗୁଣ ମାନଙ୍କରେ ଭରା ହେଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେଇଯିବେ କି ଏହି ପତ୍ର ମାନଙ୍କୁ ମଧ୍ୟ ଖିଆ ଯାଇଥାଏ ଆଉ ତାହାର ଅନେକ ଫାଇଦା ଥାଏ। ତେବେ ଆସନ୍ତୁ ଏହାର ଫାଇଦା ମାନଙ୍କ ବାବଦରେ ଆମେ କଥା ହେବା।

pijuli 1
ଏହି ପିଜୁଳି ପତ୍ର ଆଣ୍ଟି ଏଲର୍ଜିକ ଗୁଣରେ ଭରପୁର ହେଇଥାଏ। ଏହାକୁ ଅଧିକ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଚର୍ମ ଜନିତ ସବୁ ଏଲର୍ଜି ଦୂର ହେଇଥାଏ। ଏହାର ପତ୍ର ଅଧିକ ମାତ୍ରାରେ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଏଲର୍ଜି ଦୂର ହେଇଯାଏ।ଏହାକୁ ଶୁଖାଇ ଏହାର ଚା କରି ପିଇବା ଦ୍ୱାରା ତାହା ଆମ ଶରୀରରେ କାଶ ଜନିତ ସବୁ ସମସ୍ୟା ଦୂର କରିଥାଏ। ଏହାର ପତ୍ର ମାନଙ୍କୁ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତ ଜନିତ ସବୁ ସମସ୍ୟା ଦୂର ହେଇଯାଏ।

ପିଜୁଳି ପତ୍ର ଡେଙ୍ଗୁ ପାଇଁ ମଧ୍ୟ ଲାଭଦାୟକ ମାନା ଯାଇଥାଏ। ଏହା ଆପଣଙ୍କ ଶରୀରରେ ପ୍ଲେଟଲେଟସ୍ ବୃଦ୍ଧି କରିଥାଏ। ଏହାକୁ ଏକ ପାତ୍ରରେ ଫୁଟାଇ ତାହାର ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା ଆପଣଙ୍କ ଶରୀରର ଡେଙ୍ଗୁ ସମସ୍ୟା ଦୂର ହେଇଯାଏ। ସକାଳୁ ସକାଳୁ ଏହାର ପତ୍ର ଚୋବାଇ ଖାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ।

Leave a Reply

Your email address will not be published. Required fields are marked *