ଆଜି ଆମେ ଆଉ ଏକ ଖାଦ୍ୟ ସମ୍ବନ୍ଧୀୟ ବିଷୟରେ ଆପଣଙ୍କ ପାଖରେ କହିବାକୁ ଯାଉଛୁ। ଆମେ କହିବୁ ଆପଣଙ୍କ ପାଖରେ ଏକ ଏପରି ଖାଦ୍ୟ ବାବଦରେ ଯାହାର ଫାଇଦା ବାବଦରେ ଆପଣ ହୁଏତ ଅଜଣା ଥିବେ। ତେବେ ଆପଣଙ୍କ ଚତୁର୍ପାଶ୍ୱରେ ଅନେକ ଏପରି ଖାଦ୍ୟ ଥାଏ ଯାହାଙ୍କର ଫାଇଦା ବାବଦରେ ଆପଣଙ୍କୁ ହୁଏତ ଜଣା ନଥାଏ। ଆଉ ଏହାର ଫାଇଦା ବାବଦରେ ଆପଣ ଅଜଣା ଥାଆନ୍ତି। ତାହା ଭିତରୁ ମହୁ ଅନ୍ୟତ୍ତମ ଅଟେ। ତେବେ ଏହା ଆମକୁ ସହଜରେ ମିଳି ପାରୁଥାଏ ଆଉ ତାହା ଖାଇବାରେ ବହୁତ ଅଧିକ ସ୍ୱାଦିଷ୍ଟ ମଧ୍ୟ ହେଇଥାଏ ମାତ୍ର ତାହା ବାବଦରେ ଆମେ ଜାଣି ହି ନଥାଉ କି ତାହା କେତେ ଅଧିକ ଫାଇଦା ପହଞ୍ଚାଇ ଥାଏ। ଆଜି ଆମେ ଆପଣଙ୍କ ପାଖରେ ଏହା ବାବଦରେ ହି କହିବୁ।
ଆପଣଙ୍କ ଶରୀରରେ ସୁଗାର ସ୍ତର ଏହା ବୃଦ୍ଧି କରି ନଥାଏ ମାତ୍ର ତଥାପି ଏହା ଆପଣଙ୍କୁ ମିଠା ସ୍ୱାଦ ପହଞ୍ଚାଇ ଥାଏ। ଏହାକୁ ଅନେକ କାଳରୁ ରୋଷେଇ ଭିତରେ ବ୍ୟବହାର କରା ଯାଉଥିବା ଏକ ବହୁତ ସ୍ୱାଦିଷ୍ଟ ଖାଦ୍ୟ ଭାବେ ମାନା ଯାଇଥାଏ। ଏହା ଭିତରେ ଭିଟାମିନ ମାତ୍ରା ଅଧିକ ଥାଏ ଆଉ ପ୍ରୋଟିନ ମାତ୍ରା କମ ଥାଏ କାରଣ ଏହାକୁ ଉତ୍ତମ କରିବା ପାଇଁ ତଥା ଏହାର ରଙ୍ଗ ଭଲ କରିବା ପାଇଁ ଏହାକୁ ଅନେକ ଥର ଫିଲଟର କରା ଯାଇଥାଏ।
ଏହାର ରଙ୍ଗ ମହୁମାଛି ମାନଙ୍କର ସଂଗୃହିତ ଖାଦ୍ୟ ମାନଙ୍କ ଉପରେ ନିର୍ଭର କରିଥାଏ। ତେବେ ଏହାର ଅନ୍ୟତ୍ତମ ଫାଇଦା ମାନଙ୍କ ବାବଦରେ ଆଜି ଆମେ ଚର୍ଚା କରିବାକୁ ଯାଉଛୁ। ଆପଣଂକ ପାଇଁ ପ୍ରଥମ ଫାଇଦା ଯାହା କି ତାହା ଆପଣଙ୍କର ପାଚନ କ୍ରିୟା ଠିକ କରିଥାଏ କାରଣ ଏହାକୁ ଆପଣ କ୍ଷୀର ସହ ମିଶାଇ ପିଇବା ଦ୍ୱାରା ତାହା ଆପଣଙ୍କ ପେଟ ଭଲ ରଖେ ଆଉ ତାହାଦ୍ୱାରା ଆପଣଙ୍କ କବ୍ଜ ଭଳି ସମସ୍ୟା ଠିକ ହେଇଯାଏ।
ଏହା ଭିତରେ ଭିଟାମିନ ଇ, ଭିଟାମିନ ସି ତଥା ମ୍ୟାଗ୍ନେସିଆମ ଭଳି ପଦାର୍ଥ ମାନଙ୍କର ମାତ୍ରା ବହୁତ ଅଧିକ ଥାଏ ଯାହା କି ଆପଣଙ୍କ ଶରୀରକୁ ଅନ୍ୟତ୍ତମ ଫାଇଦା ପହଂଚାଇଥାଏ। ଏହାର ସେବନ ଆପଣଙ୍କ ପାଇଁ ସ୍ବାସ୍ଥ୍ୟକର ହେଇଥାଏ।ଏହାକୁ ନିଜର ଦାନ୍ତ ମାଡ଼ି ଉପରେ ରଖିବା ଦ୍ୱାରା ତାହା ଆପଣଙ୍କ ଦାନ୍ତ ଦରଜ ଠିକ କରିଥାଏ।ଏହାର ଭିଟାମିନ ଭାଗ ତାହା ଦୂର କରିବାରେ ସହାୟକ ହେଇଥାଏ।
ସକାଳୁ ଉଷୁମ ପାଣି ସହ ମହୁ ମିଶାଇ ପିଇବା ଦ୍ୱାରା ଆପଣଙ୍କ ଚର୍ବିଆ ତରଳି ଯାଇଥାଏ ଆଉ ଆପଣଙ୍କର ମୋଟାପା କମ ହେଇଥାଏ। ଯାହାଙ୍କୁ ନିଦ ନ ଆସିବାର ସମସ୍ୟା ଅଛି ସେମାନେ ରାତିରେ ଶୋଇବା ଆଗରୁ ମହୁ କିଛି ଉଷୁମ ପାଣିରେ ମିଶାଇ ପିଇବାକୁ ଚେଷ୍ଟା କରନ୍ତୁ।ତାହା ଆପଣଙ୍କ ସମସ୍ୟା ଦୂର କରିବ।