ତେବେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ହେଇପାରେ। ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଆପଣ ପ୍ରାକୃତିକ ଭାବେ ଘୁଙ୍ଗୁଡ଼ି ମାରିବା କିପରି ଅଟକାଇବେ। ଘୁଙ୍ଗୁଡ଼ି ଏକ ସାଧାରଣ କଥା ଭାବେ ମାନା ଯାଇଥାଏ ମାତ୍ର ଏହା ସାଧାରଣ ବିଲକୁଲ ବି ହେଇ ନଥାଏ। କାରଣ ଏହା ସମାଜରେ ଅନେକ ପ୍ରଭାବ ପକାଇଥାଏ। ଘୁଙ୍ଗୁଡ଼ି ମାରିବା ଦ୍ୱାରା କେବଳ ମାରୁଥିବା ଲୋକ ବ୍ୟତୀତ ତାହାର ଆଖ ପାଖର ସବୁ ଲୋକଙ୍କ ନିଦ ଖରାପ ହେଇ ଯାଇଥାଏ। ଏହାକୁ ବହୁତ ସମୟରେ ଏକ ହସର ମାଧ୍ୟମ ଭାବେ କରି ଦିଆ ଯାଇଥାଏ।
କିଛି ବୈଜ୍ଞାନିକ ମାନଙ୍କର କହିବା କଥା କି ଘୁଙ୍ଗୁଡ଼ି ମାରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ। ଏହାଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଯାଇଥାଏ। ଆଉ ଏକ ରିପୋର୍ଟ ଅନୁସାରେ ଦୁନିଆର ୧୫% ଲୋକ ଘୁଙ୍ଗୁଡ଼ି ମାରିଥାନ୍ତି। ଏହାଦ୍ୱାରା ଏହା ହୁଏ କି ତାହା ଭିତରୁ ୧୦% ଲୋକଙ୍କର କିଛି ସମସ୍ୟା ଥାଏ। ଏହା ବିଭିନ୍ନ କାରଣରୁ ହେଇଥାଏ ଯାହା କି ଆପଣଙ୍କୁ ଆଜି ଆମେ କହିବୁ।
ଏହା ଆପଣଙ୍କ ଓଜନ ବଢିବା କାରଣରୁ ମଧ୍ୟ ହେଇଥାଏ, ଆପଣଙ୍କ ତନ୍ସିଲ ବଢିବା କାରଣରୁ ମଧ୍ୟ ଆପଣଙ୍କୁ ଘୁଙ୍ଗୁଡ଼ି ହେଇଥାଏ ଆଉ ବେଳେବେଳେ ଥଣ୍ଡା କି ଜ୍ୱର କାରଣରୁ ଆପଣଙ୍କ ନାକ ବ୍ଲକ ହେଇ ଯାଇଥାଏ ଆଉ ପାଟି ଦ୍ୱାରା ନିଶ୍ୱାସ ନିଆ ଯାଉଥାଏ ଯାହାଦ୍ୱାରା କି ଆପଣଙ୍କୁ ଘୁଙ୍ଗୁଡ଼ି ହେଇଥାଏ। ଆହୁରି ବହୁତ ସମୟରେ ଆପଣଙ୍କ ଓଜନ ଅଧିକ ହେବା କାରଣରୁ ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ନାଳୀ ଦାବି ଯାଇଥାଏ ଯାହା କାରଣରୁ ଆପଣଙ୍କୁ ଘୁଙ୍ଗୁଡ଼ି ହେଇଥାଏ।
ଏହାର ଅନେକ ଖରାପ ପ୍ରଭାବ ଆପଣଙ୍କ ଶରୀର ଉପରେ ଥାଏ ଆଉ ଏହାଦ୍ୱାରା ଆପଣଙ୍କୁ ନିଶ୍ୱାସ ନେବାରେ ତକଲିଫ ହେଇଥାଏ। ଯାହାଦ୍ୱାରା କି ଆପଣଙ୍କ ଶରୀରରେ କାର୍ବନ ଡାଇ ଅକ୍ସାଇଡ଼ ମାତ୍ରା ଅଧିକ ହେଇଯାଏ ଆଉ ଅକ୍ସୀଜେନ ମାତ୍ରା କମିଯାଏ। ଆପଣଙ୍କ ବ୍ଲଡ଼ ପ୍ରେସର ଅଧିକ ହେଇପାରେ ଆଉ ତାହା ଆପଣଙ୍କୁ ହୃଦ୍ଘାତ ଭଲ ସମସ୍ୟା ଦେଇପାରେ। ତେଣୁ ଏହାକୁ ଅଟକାଇବା ଜରୁରୀ ହେଇଥାଏ।
ଆପଣ ଘୁଙ୍ଗୁଡ଼ି ଅଟକାଇବା ପାଇଁ ଆପଣ ରାତିକୁ ଉଷୁମ ପାଣି ପିଇକି ସୁଅନ୍ତୁ ଆଉ ଏହାଦ୍ୱାରା ଆପଣଙ୍କ ନିଶ୍ୱାସ ନଳୀ ଆଉ ଆପଣଙ୍କ ମୁହଁ ଖୋଲା ରହେ ଜାହାଦ୍ୱେଆ କି ଘୁଙ୍ଗୁଡ଼ି ହୁଏ ନାହିଁ।ଆପଣ ନିଜର ଶୋଇବା ପୋଜରେ ବଦଳ କରନ୍ତୁ ଯାହାଦ୍ୱାରା କି ଆପଣଙ୍କ ଘୁଙ୍ଗୁଡ଼ି ମାତ୍ରା କମ ହେଇଯିବ। ଏହାଦ୍ୱାରା ଆପଣଙ୍କ ନିଶ୍ୱାସ ଆଉ ପ୍ରସ୍ବାଶ ଭଲ ସେ ହେବ। ଏହାଦ୍ୱାରା ଘୁଙ୍ଗୁଡ଼ି କମ ହେବ।ରାତିରେ ଶୋଇବା ସମୟରେ ଗାଈ ଘିଅ ହାଲକା ଗରମ କରି ଦୁଇଟି ଯାକ ନାକରେ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କୁ ଘୁଙ୍ଗୁଡ଼ି ଠାରୁ ଛାଡ଼ ମିଳିବ।