ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଅନୁଭବ ମହାନ୍ତି ଏବଂ ବର୍ଷାଙ୍କର ପାରିବାରିକ ହିଂସାକୁ ନେଇ ଆଜି କୋର୍ଟ କରିଛନ୍ତି ଶୁଣାଣି ତ ଏହି ଶୁଣାଣିରେ କଣ ରାଏ ଦେଇଛନ୍ତି ସୁପ୍ରିମକୋର୍ଟ ଆସନ୍ତୁ ଜାଣିବା ଏହି ବିଷୟରେ। କଟକ କୋର୍ଟରେ ପାରିବାରିକ ହିଂସାକୁ ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ହୋଇଛି ଶୁଣାଣି ନିଜ ଓକିଲ ଜରିଆରେ କୋର୍ଟରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି ଜବାବ ଦାଖଲ କରିବା ପାଇଁ କିଛିଦିନ ସମୟ ପାଇଁ ଅନୁଭବ ଆବେଦନ କରିଛନ୍ତି ଆସନ୍ତା ଡିସେମ୍ବର ୧୮ରେ ମାମାଲା ର ପରବର୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି।
ପୂର୍ବରୁ କଟକ କୋର୍ଟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ରିପୋର୍ଟ ଦାଖଲ ହୋଇଥିଲା ଏହାପରେ ପ୍ରତିପକ୍ଷ ଅନୁଭବଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ କଟକ ଅଦଲାତରେ ବର୍ଷା ପ୍ରିୟଦର୍ଶିନୀଙ୍କର ଭରଣ ପୋଷଣ ଓ ପାରିବାରିକ ହିଂସାର ଅଭିଯୋଗ ଆଣିଛନ୍ତି। ଆସନ୍ତା ଡିସେମ୍ବର ୧୮ରେ ଏହାର ପରବର୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି ପୂବରୁ କଟକ ସଦର କୋର୍ଟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ରିପୋର୍ଟ ଦାଖଲ ହୋଇଥିଲା ଏହାପରେ ପ୍ରତିପକ୍ଷ ଅନୁଭବଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ କଟକ ସଦର ଅଦାଲତରେ ବର୍ଷା ପ୍ରିୟଦର୍ଶିନିଙ୍କର ଭରଣ ପୋଷଣ ଓ ପାରିବାରିକ ହିଂସାର ଅଭିଯୋଗ ଆଣିଛନ୍ତି।
ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯ୍ୟାତନାର ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ ପ୍ରୋଟେକ୍ଟର ୨୦୫ ଧାରା ଅନୁଯାଇ ୧୧,୧୭,୧୮,୧୯,୨୦ ଓ ୨୨ ଅନୁସାରେ ମକଦମା କରିଛନ୍ତି ଅନୁଭବଙ୍କ ପକ୍ଷରୁ ଦିଲ୍ଲୀ ଫ୍ୟାମିଲି ହାଉସ କୋର୍ଟରେ ବିବାହ ବିଛେଦ ମାମଲା ଡାଏଲ କରାଯାଇଥିଲା କିନ୍ତୁ ମାମଲାକୁ କଟକ ସ୍ଥାନାନ୍ତରଣ କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ପିଟିସନ ଦାଏଲ କରିଥିଲେ। ଟ୍ରାନ୍ସଫର ପିଟିସନର ଶୁଣାଣୀ ଉଭୟଙ୍କ ମଧ୍ୟରେ ସୁପ୍ରିମକୋର୍ଟର ପରିବାର ମଧ୍ୟସ୍ଥତା କେନ୍ଦ୍ରରେ ଆପସ ସମାଧାନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି ସେପଟେ ବର୍ଷା ପ୍ରିୟଦର୍ଶିନୀଙ୍କର ପରିବାର ଅନ୍ୟ ଏକ ଅଭିଯୋଗ ଦାଏଲ କରିଛନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।