roga

ସକାଳ ଖାଇବା ସ୍କିପ କରୁଥିଲେ – ଜାଣି ରଖନ୍ତୁ ଏହି ବିଶେଷ କଥା |

HEALTH

ତେବେ ଅନେକ ଲୋକ ସକାଳ ହେବା ପରେ ଖାଦ୍ୟ ଖାଇବାକୁ ଭୁଲି ଯାଇ ଥାଆନ୍ତି।ମାତ୍ର ଏପରି କରିବା ସେମାନଙ୍କ ସ୍ଵାସ୍ଥ୍ୟ ପାଇଁ ଅନେକ ଭାବରେ କ୍ଷତିକାରକ ହୋଇ ପାରେ।ଏହା ସହିତ ସକାଳୁ ସଠିକ ଭାବରେ ଖାଦ୍ୟ ନ ଖାଇବା ଫଳରେ ସେମାନଙ୍କ ଶରୀରରେ ପୋଷକ ତତ୍ତ୍ଵର ଅଭାବ ଦେଖାଯିବାର ମଧ୍ୟ ସମ୍ଭାବନା ରହିଛି।ଏହା ସହିତ ସକାଳୁ ଖାଦ୍ୟ ନ ଖାଇବା ଫଳରେ ଏହାର ପ୍ରଭାବ ଆମ ମସ୍ତିଷ୍କ ଉପରେ ମଧ୍ୟ ପଡ଼ିଥାଏ।ସକାଳ ହେବା ପରେ ଆମ ଶରୀରକୁ ଖାଦ୍ୟର ଆବଶ୍ୟକତା ସବୁଠାରୁ ଅଧିକ ମାତ୍ରାରେ ରହିଥାଏ।

କାରଣ ଆମେ ସକାଳ ହେବାର ପ୍ରାୟ ୧୦ ଘଣ୍ଟା ଆଗରୁ ଖାଦ୍ୟ ଖାଇ ସୋଇ ଥାଉ।ସେହି କାରଣରୁ ଆମକୁ ଏହି ପ୍ରଣାଳୀକୁ ଭାଙ୍ଗିବା ପାଇଁ ସକାଳର ଖାଇବା ଖାଇବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ସକାଳର ଖାଇବା ଖାଇବା ଫଳରେ ଅନେକ ପ୍ରକାରର ପରିବର୍ତ୍ତନ ଆମ ଶରୀରରେ ଦେଖିବାକୁ ମିଳିଥାଏ।ଯେପରିକି ସକାଳର ଖାଇବା ଖାଇବା ଫଳରେ ଆମର ଶରୀରର ରକ୍ତଚାପ ହେବାର ସମ୍ଭାବନା ବହୁତ କମ ରହିଥାଏ।ଏହା ସହିତ ସକାଳର ଖାଇବା ଆମ ଶରୀର ପାଇଁ ନିହାତି ଭାବରେ ଆବଶ୍ୟକ ହୋଇଥାଏ।

foot 2
ତେବେ ଆଜିକାଲି ଏହି ବ୍ୟସ୍ତ ବହୁଳ ଜୀବନ ଭିତରେ ଅନେକ ଲୋକ ସକାଳର ଖାଇବା ଖାଇବା ପାଇଁ ସମୟ ପାଉ ନାହାନ୍ତି।ତେବେ ଆମେ ବର୍ତ୍ତମାନ ଏପରି କିଛି ଖାଦ୍ୟ ସମ୍ପର୍କରେ ଆଲୋଚନା କରିବା ଯାହାକୁ ସକାଳୁ ଖାଇବା ପରେ ଆପଣଙ୍କୁ ତୁରନ୍ତ ଶକ୍ତି ମିଳିଥାଏ।ତେବେ ପ୍ରଥମେ ହେଉଛି କ୍ଷୀର ଓ କଦଳୀ।ଏହାକୁ ଖାଇବା ଫଳରେ ଆପଣଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ।ଏହା ସହିତ ଆପଣଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଏହା ବହୁତ ଭଲ ଭାବରେ ଶକ୍ତି ଯୋଗାଇ ଥାଏ।

food
ଏହା ପରେ ହେଉଛି ଚୂଡା,ଦହି ଓ ଗୁଡ।ଏହାକୁ ଖାଇବା ଫଳରେ ଅନେକ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ପେଟ ମଧ୍ୟ ଥଣ୍ଡା ରହିଥାଏ।ଏହା ସହିତ ଅନ୍ୟ ଏକ ଖାଇବା ହେଉଛି ପୋହା।ଏହାକୁ ଖାଇବା ଫଳରେ ଏହା ଆମ ଶରୀରରେ ସହଜରେ ହଜମ ହୋଇ ଯାଇଥାଏ।ଯେଉଁ କାରଣରୁ ଆମ ଶରୀରର ପାଚନ ତନ୍ତ୍ର ଉପରେ ଅଧିକ ଚାପ ମଧ୍ୟ ପଡ଼ି ନଥାଏ।ଏହା ସହିତ ଆମକୁ ସକାଳୁ ଏହାକୁ ଖାଇବା ପାଇଁ ଅଧିକ ସମୟ ମଧ୍ୟ ଲାଗି ନଥାଏ।

ଏହା ସହିତ ସକାଳର ଖାଇବା ଖାଇବା ଆମ ଶରୀରର ପାଇଁ ବହୁତ ଅଧିକ ମାତ୍ରାରେ ଆବଶ୍ୟକ ହୋଇଥାଏ।ଏହା ବ୍ୟତୀତ ଆମକୁ ସକାଳର ଖାଇବା ଖାଇବା ସହିତ ଏହା ମଧ୍ୟ ଜାଣିବା ଆବଶ୍ୟକ ଅଟେ କି ଆମେ ଯେପରି ଅଧିକ ଖାଦ୍ୟ ନ ଖାଇବା।ସକାଳୁ ଅଳ୍ପ ଓ ହାଲୁକା ଖାଦ୍ୟ ଖାଇବା ଆମ ଶରୀର ପାଇଁ ସଠିକ ହୋଇଥାଏ।ନଚେତ ଆମେ ଅଧିକ ଖାଦ୍ୟ ଖାଇବା ଫଳରେ ଆମେ ସମ୍ପୂର୍ଣ୍ଣ ଦିନ ସଠିକ ଭାବରେ କୌଣସି କାର୍ଯ୍ୟ କରି ପାରି ନଥାଉ।ଓ ଖାଦ୍ୟ ହଜମ ହେବା ପାଇଁ ଅନେକ ସମୟ ମଧ୍ୟ ଲାଗିଥାଏ।ତେଣୁ ସକାଳୁ ଅଳ୍ପ ଓ ହାଲୁକା ଖାଦ୍ୟ ଖାଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *