ଆଜି ଆମେ ଆପଣଙ୍କ ସୌନ୍ଦର୍ଯ୍ୟ ବାବଦରେ ଆଉ ଏକ ବଡ଼ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ଯାହା ଆପଣଙ୍କୁ ଆପଣଙ୍କ ଚେହେରା ସଜାଡ଼ିବା ପାଇଁ ନିହାତି ଆବଶ୍ୟକ ହେଇପାରେ। ଆଜି ଆମେ କହିବୁ ଆପଣଙ୍କ ଚେହେରା ଉପରେ ଲାଗିଥିବା ସବୁ ଦାଗ ତଥା କଳା ଚିହ୍ନ ହଟାଇବାର ଏକ ବହୁତ ଭଲ ଉପାୟ ବାବଦରେ ଯାହା ହୁଏତ ଆପଣ ଆଗରୁ ଅଜଣା ଥିବେ। ଆମେ କହିବୁ ଗୋଲାପଜଳ ବାବଦରେ ଯାହାର ବ୍ୟବହାର ଆପଣଙ୍କୁ ଜଣା ନଥିବ।
ଆପଣଙ୍କ ଚେହେରା ଆପଣଙ୍କ ଶରୀରର ସବୁଠୁ ବଡ଼ ସୌନ୍ଦର୍ଯ୍ୟର ଉତ୍ସ ହେଇଥାଏ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର।
ଆଜି ଆମେ ଆପଣଙ୍କ ପାଖରେ ଗୋଲାପ ଜଳର ଫାଇଦା କହିବୁ ଯାହା କି ଅଧିକାଂଶ ଲୋକ ଅଜଣା ଥାଆନ୍ତି। ତେବେ ଗୋଲାପ ଜଳରେ ଆଣ୍ଟି ଅକ୍ସିଡ଼ାନ୍ଟ ଆଉ ଆଣ୍ଟି ଇନ୍ଫ୍ଲଆମେଟ୍ରି ଗୁଣ ବହୁତ ଅଧିକ ଥାଏ ଆଉ ଏହା ଆମ ଚେହେରା ଉପରେ ଲଗାଇବା ଦ୍ୱାରା ତାହା ସବୁ ଇନଫେକ୍ସନ ବହୁତ ଜଲଦି ହି ଦୂର କରି ଦେଇଥାଏ। ତେବେ ଏହି ଗୋଲାପ ଜଳର ବ୍ୟବହାର ଆପଣଙ୍କ ପାଇଁ ବହୁତ ଅଧିକ ଆବଶ୍ୟକୀୟ ଅଟେ। ଆସନ୍ତୁ ଜାଣିବା ଏହା ବାବଦରେ।
ଗୋଲାପଜଳରେ ମୁଲତାନି ମାଟି ମିଶାଇ ଏକ ଫେସ ପ୍ୟାକ ବନାଇ ତାହାକୁ ନିଜର ଚେହେରା ଉପରେ ଲଗାଇବା ଦ୍ୱାରା ତାହା ଆପଣଙ୍କ ଚେହେରାକୁ ଅଧିକ ଗୋରା କରିବା ସହ ଆପଣଙ୍କ ଚେହେରା ଉପରେ ଥିବା ସବୁ ଦାଗ ତଥା ଅନ୍ୟାନ୍ୟ ଚିହ୍ନ ବର୍ଣ ଦୂର କରି ଦେଇଥାଏ।ଗୋଲାପ ଜଳକୁ ଆପଣ ଗ୍ଲସେରିନ ସହ ମିଶାଇ ଲଗାଇବା ଦ୍ୱାରା ତାହା ଆପଣଙ୍କ ଚେହେରାର ଗ୍ଲୋ ଦୁଇଗୁଣ କରି ଦେଇଥାଏ ଆଉ ଆପଣଙ୍କ ଚେହେରା ବହୁତ ଭଲ ଭାବେ ଚମକିଥାଏ।
ଗୋଲାପ ଜଳକୁ ଆପଣ ଦୁଇ କି ତିନି ବୁନ୍ଦା ଅଲିଭ ଅଏଲ ସହ ମିଶାଇ ଏକ କଟନ ବାଉଲରେ ବୁଡାଇ ଲଗାଇବା ଦ୍ୱାରା ତାହା ଆପଣଙ୍କ ଚେହେରା ଉପରେ ନ୍ୟାଚୁରାଲ ଅଏଲ ଫେରାଇ ଆଣିବାରେ ସହାୟକ ହେଇଥାଏ।ଯଦି ଆପଣଙ୍କ ତ୍ୱଚା ଦ୍ରାଏ ରହିଥାଏ ତାହେଲେ ଆପଣ ପ୍ରତିଦିନ ଗୋଲାପ ଜଳ ସହ ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଆଉ ଏହାକୁ ନିଜ ଚେହେରା ଉପରେ ମାଲିସ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହେଇଯିବ।