thanda

ଜ୍ୱରକୁ ଶେଷ କରିଦେବ ଏହି ଦୁଇ ଟଙ୍କାର ଜିନିଷ – ଶୀଘ୍ର ଜାଣନ୍ତୁ |

HEALTH

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଜ୍ଵର ବିଷୟରେ ଏକ ଏମିତି ଉପାୟ କହିବି ଯାହାକୁ ଆପଣ ମାନେ ପ୍ରୟୋଗ କରିବା ଦ୍ୱାରା ବହୁତ କମ ସମୟ ଭିତରେ ଆପଣଙ୍କୁ ଆରାମ ମିଳି ପାରିବ।ତେବେ ଏହି ବିଷୟରେ ଆଉ ଅଧିକ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।ଆପଣଙ୍କ ଜ୍ଵର ବହୁତ ଶୀଘ୍ର ଠିକ ହୋଇଯିବ।

ତେବେ ସାଙ୍ଗମାନେ ବର୍ତ୍ତମାନ ପାଗ ବଦଳିବା କାରଣରୁ ପ୍ରାୟ ଲୋକ ମାନଙ୍କୁ ଥଣ୍ଡା ଜ୍ବର,ସର୍ଦ୍ଦି ହେଉଛି।ତେବେ ଏହା ଛୋଟ ସମସ୍ୟା ହେଲେ ମଧ୍ୟ ଆମକୁ ଏହା ଅସ୍ତ ବ୍ୟସ୍ତ କରି ଦେଇଥାଏ।ତେବେ ଆଜି ମୁଁ ଆପଣ ମାନଙ୍କୁ ଏହି ବିଷୟରେ ଜଣେଇବି।ଏଥିପାଇଁ ଆପଣ ମାନଙ୍କୁ କିଛି ଛୋଟ ଜିନିଷର ଦରକାର ପଡିବ।

ତେବେ ଏଥିପାଇଁ ପ୍ରଥମ ଜିନିଷ ହେଉଛି ରାଇ।ଆପଣ ଏକ ଚାମଚ ରାଇକୁ ଭଲ ଭାବରେ କୁଟି ଦିଅନ୍ତୁ।ରାଇର ଏହି ପାଉଡର ସାଥିରେ ଆପଣ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ।ପ୍ରଥମେ ଆପଣ ଏହାକୁ ସୁଙ୍ଘନ୍ତୁ।ସାଙ୍ଗମାନେ ରାଇର ବାସ୍ନାରେ ଏକ ଅଲଗା ପ୍ରକାର ଶକ୍ତି ରହିଛି ଯାହା ଜାମ ନାକକୁ ଖୋଲିବାରେ ସହାୟକ ହୁଏ।୫ ରୁ ୭ ଥର ଆପଣ ଏହାକୁ ଗହରା ନିଶ୍ବାସ ନେଇ ସୁଙ୍ଘିବେ।ଏହା ଜ୍ୱର ପାଇଁ ଏକ ବହୁତ ବଢିଆ ଥେରାପି ହୋଇଯିବ।ଏହାପରେ ଆପଣ ଏହାକୁ ଖାଇ ପାରିବେ।

cold 2

ଆପଣ ମାନେ ଏହାକୁ ଦିନରେ ୨ ରୁ ୩ ଥର ପର୍ଯ୍ୟନ୍ତ ଖାଇ ପାରିବେ।ସାଙ୍ଗମାନେ ରାଇ ଓ ମହୁ ଦୁଇଟି ଯାକ ଆଲାର୍ଜୀ,ଜ୍ୱର,କଫ ଆଦିକୁ ବହୁତ ଜଲଦି କମ କରିଦିଏ।ଏହି କାରଣରୁ ଏହାକୁ ଶୁଙ୍ଘିବା ଓ ଖାଇବା ଦ୍ବାରା ଆପଣଙ୍କ ଜ୍ୱର ସର୍ଦ୍ଦି, ଆଲାର୍ଜି ଆଦି ଖୁବ ଶୀଘ୍ର ଠିକ ହୋଇଯିବ।ଆପଣ ମାନେ ଏହାକୁ ପ୍ରୟୋଗ କରିବା ଦ୍ଵାରା ମାତ୍ର ୨ ରୁ ୩ ଦିନ ଭିତରେ ଆପଣଙ୍କ ଜ୍ୱର,ସର୍ଦ୍ଦି ଭଲ ହୋଇଯିବ।

ଯଦି ଆପଣ ମାନଙ୍କୁ ବହୁତ ଯୋରରେ ଜ୍ୱର ହୋଇଛି ତେବେ ଆପଣ ଏହାକୁ ଲଗାତାର ଦୁଇ ତିନି ଦିନ ବ୍ୟବହାର କରିପାରିବେ।ଏହାକୁ ସେମାନେ ବି ନେଇ ପାରିବେ ଯେଉଁ ମାନଙ୍କୁ ଲଗାତାର ଭାବରେ ଜ୍ୱର ଲାଗି ରୁହେ, ନାକ ବନ୍ଦ ରୁହେ।ଆପଣ ଚାହିଁଲେ ଏହାକୁ ପିଲା ମାନଙ୍କୁ ମଧ୍ୟ ଦେଇ ପାରିବେ।ଏହା ସେମାନଙ୍କ କ୍ଷେତ୍ରରେ ମଧ୍ୟ ଲାଭ ଦାୟକ ଅଟେ।ବାସ ଗୋଟିଏ କଥା ଧ୍ୟାନ ରଖିବେ ଯେ ପିଲା ମାନଙ୍କୁ ଏହା ଦେବା ସମୟରେ ରାଇର ମାତ୍ରା ଅଳ୍ପ ପରିମାଣରେ ନେବେ।ସାଙ୍ଗମାନେ ଏହା ଏକଦମ ଶତ ପ୍ରତିଶତ ଫଳ ଦାୟକ ଉପାୟ ଅଟେ।ତେବେ ଏହାକୁ ଆପଣ ପ୍ରୟୋଗ କରିବା ସହିତ ଆପଣ ମାନଙ୍କୁ ପରିବାର ଓ ବନ୍ଧୁ ମାନଙ୍କୁ ମଧ୍ୟ ଜଣାନ୍ତୁ।

Leave a Reply

Your email address will not be published. Required fields are marked *