soiba

ବିନା ତକିଆରେ ଶୋଇବାର କିଛି ଫାଇଦା – ନିଶ୍ଚୟ ଜାଣନ୍ତୁ |

HEALTH

ଆଜି ଆଉ ଥରେ ଆମେ ଆପଣଙ୍କ ପାଖରେ କିଛି ଏପରି ବିଷୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଫାଇଦା ଦେଇପାରେ। ତେବେ ଏହା ବାବଦରେ ଜାଣିବା ନିହାତି ଦରକାର। ତେବେ ଆପଣ ଏହା ଜାଣନ୍ତୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।

ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଏକ ସୁସ୍ଥକର ଜୀବନ ଦେଇପାରିବ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ଆମେ କହିବୁ କିଛି ଏପରି ବିଷୟରେ ଯାହା କି ଆପଣଙ୍କୁ ସୁଖ ଜୀବନ ପ୍ରଦାନ କରିବ। ତେବେ ଆଜି ଆମେ କହିବୁ ବିନା ତକିଆରେ ଶୋଇବାର କିଛି ଫାଇଦା।

sleep

ତାହା ବାବଦରେ ଆଜି ଆମେ କହିବୁ କି ଆପଣ ବିନା ତକିଆରେ ସୋଇବାରେ ଆପଣଙ୍କ ଶରୀରରେ କି କି ଫାଇଦା ହେଇଥାଏ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।ଆପଣଙ୍କ ଶୋଇବାର ପୋଜିସନ ଆପଣଙ୍କ ଶରୀର ଉପରେ ଦୈନନ୍ଦିନ ଜୀବନରେ ନିର୍ଭର କରିଥାଏ ଆଉ ତାହା ଅନେକ ପ୍ରଭାବ ମଧ୍ୟ ପକାଇ ଥାଏ। ତେବେ ଏହି ଶୋଇବା ପୋଜିସନ ଉପରେ ଆପଣଙ୍କ ଶରୀର ନର୍ଭର କରେ ଆଉ ଆଜି ଆମେ ଏହି ଶୋଇବା ପୋଜିସନ ଉପରେ କହିବାକୁ ଯାଉଛୁ।

sleepp
ତେବେ ବିନା ତକିଆରେ ଶୋଇବା ଦ୍ୱାରା ଆପଣଙ୍କ ପିଠି ଦରଜ କମ ହେଇଥାଏ। କାରଣ ପିଠି ଦରଜ ସେତେବେଳେ ହେଇଥାଏ ଯେତେବେଳେ ଆମେ ଖରାପ ପୋଜିସନରେ ସୋଇଥାଉ। ତେବେ ତକିଆ ବଡ ହେବାଦ୍ୱାରା ଅଥବା ମୋଟା ହେବାଦ୍ୱାରା ଆପଣନ୍କ ପିଠି ବଙ୍କା ହେଇଯାଇ ଥାଏ। ତେଣୁ ଆପଣ ବିନା ତକିଆରେ ସୋଇ ଯାଆନ୍ତୁ।ଏହାଦ୍ୱାରା ଆପଣନ୍କ ବେକ ଦରଜ କମ ହେଇଥାଏ। କାରଣ ବେକ ମଧ୍ୟ ଆପଣଙ୍କ ଖରାପ ପୋଜିସନରେ ଶୋଇବା ଦ୍ୱାରା ହି ଦରଜ କରିଥାଏ। ଆଉ ଆପଣ ଯଦି ବିନା ତକିଆରେ ସୋଇବେ ତାହେଲେ ତାହା ମଧ୍ୟ ଠିକ ହେଇଯାଏ।

ତକିଆ ସହ ଶୋଇବା ବେଳେ ବହୁତ ଲୋକଙ୍କର ମୁହଁ ତଳକୁ କରି ଶୋଇବାର ଅଭ୍ୟାସ ଥାଏ ଯାହା କି ତକିଆ ଉପରର ବ୍ୟାକ୍ଟେରିଆ ଉପରେ ଲାଗି ଯାଇଥାଏ। ଏହାଦ୍ୱାରା ସେହି ବ୍ୟାକଟେରିଆ ଆପଣଙ୍କ ମୁହଁ ଉପରକୁ ଯାଇଥାଏ ଆଉ ଆପଣଙ୍କ ମୁହଁରେ ବ୍ରଣ ତଥା ଆକ୍ନେ ହେଇ ଯାଇଥାଏ। ଆପଣ ବିନା ତକିଆରେ ଶୋଇବା ଦ୍ୱାରା ଆପଣଙ୍କ ଆକ୍ନେ ଆଉ ବ୍ରଣ କମ ହେଇ ଯାଇଥାଏ।ହାଡ ବଙ୍କା ମଧ୍ୟ ଆପଣଙ୍କ ବିନା ପୋଜିସନରେ ଶୋଇବା ଦ୍ୱାରା ହୁଏ। ଆପଣ ବିନା ତକିଆରେ ଶୋଇବା ଦ୍ୱାରା ଆପଣଙ୍କ ହାଡ ମଧ୍ୟ ଠିକ ରହେ ଆଉ ବଙ୍କା ହୁଏ ନାହିଁ।

Leave a Reply

Your email address will not be published. Required fields are marked *