sarira

ଶରୀରର ଦୁର୍ବଳତା କିପରି ଦୂର କରିବେ – ଆସିଗଲା ସୁପର ପ୍ଲାନ – ନିଶ୍ଚୟ ଜାଣନ୍ତୁ |

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆମର ଆଜିର ବିଷୟ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ବହୁତ ସାରା ପୁଅ ଆଉ ଝିଅ ମାନେ ଏହା ପଚାରିଛନ୍ତି କି ସେମାନେ ତାଙ୍କ ଶରୀରର ଦୁର୍ବଳତା ଦୂର କିପରି କରିବେ। ମାତ୍ର ତାହାର ସମାଧାନ ଜମା ବି ମିଳିନାହିଁ ତାଙ୍କୁ। ତେବେ ଆପଣଙ୍କୁ ଆମେ କହି ରଖୁଛୁ କି ଆପଣ ବହୁତ ଭଲ ପ୍ରଶ୍ନ ପଚାରିଛନ୍ତି। ଦୁର୍ବଳତା ଦୂର କରିବା ଆପଣଙ୍କ ପାଇଁ ଆବଶ୍ୟକ ଅଟେ।

ତେବେ ଆଜି ଆମେ ଆପଣଙ୍କ କିଛି ଏପରି ଉପାୟ କହିବୁ ଯାହାଦ୍ୱାରା କି ଆପଣ ନିଜର ଦୁର୍ବଳତା ଦୂର କରିବେ ତ ଆପଣ ଦୁର୍ବଳ ହେଇଥାନ୍ତୁ ଅଥବା ଶବଳ ଆପଣଙ୍କୁ ଏହା ଫାଇଦା ପହଂଚାଇବ। ତେବେ ଆସାଵତୁ ଚର୍ଚା କରିବା ଏହା ବାବଦରେ। ଆପଣଙ୍କ ଶରୀରର ଶକ୍ତି କେବଳ ଆପଣଙ୍କ ଖାଦ୍ୟଅଭ୍ୟାସ ଦ୍ୱାରା ହି ଆସିଥାଏ। ଆପଣ ନିଜର ଦୁର୍ବଳତା ସେତେବେଳେ ଡିର କରିବେ ଯେତେବେଳେ ଆପଣ ନିଜର ଖାଦ୍ୟ ଅଭ୍ୟାସ ଦୂର କରିବେ। ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ।

sleepy

ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ଖାଦ୍ୟ ହି ଆପଣଙ୍କୁ ଅନେକ ଖାଦ୍ୟସାର ପ୍ରଦାନ କରିଥାଏ ଆଉ ଏହାଦ୍ୱାରା ହି ଆପଣଙ୍କର ଦୁର୍ବଳତା ଦୂର ହେଇଥାଏ।

sleepy 1
ତେବେ ଆଜିର ଉପାୟ ଆପଣଙ୍କ ଖାଦ୍ୟ ବାବଦରେ ଅଟେ। ତେବେ ଖାଦ୍ୟ ଉପରେ ଆପଣ ଧ୍ୟାନ ଦେବେ ହି ଦେବେ ତାହା ସହିତ ଆପଣ ନିଜର ନିଦ୍ରା ଠିକ ରଖିବେ। ନିଦ୍ରା ମଧ୍ୟ ଆପଣଙ୍କ ଶରୀରର ଦୁର୍ବଳତା ଉପରେ ପ୍ରଭାବ ପକାଇ ଥାଏ। ତେବେ ଆପଣ ଖାଦ୍ୟ ଆଉ ଶୋଇବା ଉପରେ ଧ୍ୟାନ ଦେବା ସହିତ ଆପଣଙ୍କୁ ଆଣେ ଏକ ଉପାୟ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ଆପଣ ସର୍ବଦା ଶବଳ ରହିବେ।

ତେବେ ଛୋଟ ପିଲା, ପୁରୁଷ ତଥା ମହିଳା ମାନଙ୍କ ଠାରୁ ଆରମ୍ଭ କରି ଆମ ଗୁରୁଜନ ମାନଙ୍କ ଯାଏ ସଭିଙ୍କ ପାଇଁ ଏହି ଚୁରାଣ ଠିକ ରହିବ। ଆପଣ ଅସ୍ୱାଗନ୍ଧାର ଜଡର ଶୁଖିଲା ଅଂଶ, ସଫା ମୁସଲି ୫୦ ଗ୍ରାମ, ଧଳା ପାନମହୁରୀ ୫୦ ଗ୍ରାମ ଆଉ ଶିଳାଜିତ ଶୁଦ୍ଧ ୫୦ ଗ୍ରାମ ଆଣି ତାହାକୁ ଭଲ ଭାବରେ ପେଶୀ ଗୁଣ୍ଡ କରି ଦିଅନ୍ତୁ ଆଉ ତାହାକୁ ଆପଣ ଏକ ଚୁରଣ ଭାବେ ଗ୍ରହଣ କରିବାକୁ ଲାଗନ୍ତୁ। ଏହାଦ୍ୱାରା ଆପଣଙ୍କର ଦୁର୍ବଳତା ଚୁଟିକିରେ ଦୂର ହେଇଯିବ।

Leave a Reply

Your email address will not be published. Required fields are marked *