ତେବେ ଆଜି ଆଉ ଏକ ମହତ୍ତ୍ୱପୂର୍ଣ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ଆମେ। କିଛି ଲୋକଙ୍କର ଆଜି ଆମକୁ ପ୍ରଶ୍ନ ଆସିଛି କି ତାଙ୍କୁ କରୋନା ହେଇଥିଲା ଆଉ ସେମାନେ କରୋନା ଠାରୁ ତ ମୁକ୍ତ ହେଇଗଲେ ମାତ୍ର ଏବେ କରୋନା ପରେ ଅନେକ କିଛି ବଦଳ ତାଙ୍କ ଶରୀରରେ ହେବାକୁ ଯାଉଛି ଯାହା କି ସମାଧାନ ଯୋଗ୍ୟ ନୁହଁ। ତାଙ୍କୁ ଅନେକ କିଛି ରୋଗ ହେଇଯାଇଛି କରୋନା ପରେ। କାହାରି ଗଳାରେ କଫ ଜମି ଯାଇଛି ତ ଆଉ କାହାରି ଛାତିରର ହାୱା ଅଟକି ଯିବାର ସମାସ୍ୟା ଦେଖାଯାଉଛି। ତେବେ ଏହି ସବୁ ସମାସ୍ୟାର ସମାଧାନ ଆଜି ଆମେ କହିବାକୁ ଯାଉଛୁ। ଆପଣ ଏହା ବାବଦରେ ଜାଣନ୍ତୁ।
ଆଜି ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ କଥା ବାବଦରେ ଚର୍ଚା କରିବୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି
ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ କୋଭିଡ ସରିବା ପରେ ମଧ୍ୟ ଆପଣଙ୍କ ପାଇଁ ଏକ ବଡ଼ କାର୍ଯ୍ୟ ରହିଥାଏ ଆପଣଙ୍କ ଶରୀରର କେୟାର କରିବା। ତେବେ ଆପଣଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଯାଏ ମାତ୍ର ତାହାକୁ ଆପଣ ନିଜର କେୟାର କରିବା ଦ୍ୱାରା ଦୂର କରିପାରିବେ।
ବିଭିନ୍ନ ବିଭିନ୍ନ ଲୋକ ମାନଙ୍କର ଭିନ୍ନ ଭିନ୍ନ ସମସ୍ୟା ଦେଖାଯାଉଛି କୋଭିଡ ପରେ। କାହାକୁ ପେଟ ଜନିତ ସମସ୍ୟା ଦେଖାଯାଉଛି ତ କାହାକୁ କୋଷ୍ଟକାଠିନ୍ୟ ସମସ୍ୟା ଦେଖାଯାଉଛି। କାହାର ମୁଣ୍ଡ ବିନ୍ଧିବା ସମସ୍ୟା ତ ଆଉ କାହାର ଅନ୍ୟାନ୍ୟ ସମସ୍ୟା ଅଛି। ସେହି ସବୁର ସମାଧାନ ଆଜି ଆମେ କହିବୁ।
ତେବେ ଯାହାଙ୍କର କଫ ଜନିତ ସମସ୍ୟା ଅଛି ତାଙ୍କ ପାଇଁ ଗୋଟେ କହିବା କଥା କି ଆପଣ ସବୁଦିନ ଉଷୁମ ପାଣିରେ କୁଲା କରନ୍ତୁ ଆଉ ନିଜର ତଣ୍ଟି କ୍ଲିନ କରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କର ଗଳା ସଫା ରହିବ।
ଆପଣ ଗିଲୟ ନେଇକି ଆସନ୍ତୁ ଆଉ ତାହାକୁ ଶୁଖାଇ ଗୁଣ୍ଡ କରନ୍ତୁ ଆଉ ଗୁଣ୍ଡ କରିସାରିବା ପରେ ତାହାକୁ ଆପଣ ଖାନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟ ଜନିତ ସମସ୍ୟା ଠିକ ରହିବ। ଆପଣଙ୍କ ପେଟ ଜନିତ ସମସ୍ୟା ଠିକ ରହିବା ଦ୍ୱାରା ଆପଣଙ୍କ ଅନ୍ତି ଠିକ ରହିବ ଆଉ ତାହା ଉପରେ ପ୍ରେସର କମ ହେଇଯିବା ଦ୍ୱାରା ଆପଣଙ୍କ ଅନ୍ତି ଠିକ ରହିବ।