dahi

ଆମକୁ ଦହି କିପରି ଖାଇବା ଦରକାର – ଡେରି ନକରି ଜଲଦି ଜାଣି ରଖନ୍ତୁ |

HEALTH

ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟ ଭିତରକୁ ଆମେ ଆପଣଙ୍କର ହୃଦୟରୁ ସ୍ୱାଗତ କରୁଛୁ। ତେବେ ଆଜି ଆଉ ଏକ ମହତ୍ତ୍ୱପୂର୍ଣ ବିଷୟରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି ଜାଣିବା ନିହାତି ଦରକାର। ତେବେ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ।

କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହି ନଥାଏ। ତେବେ ଆସନ୍ତୁ ଆମେ ଆଜି ଏକ ଏଭଳି ଖାଦ୍ୟ ବାବଦରେ ଜାଣିବା ଯାହାଦ୍ୱାରା ଆପଣଙ୍କୁ ଅନେକ କିଛି ଫାଇଦା ମିଳି ପାରିବ। ଆମେ ଆଜି କହିବାକୁ ଯାଉଛୁ ଦହି ବାବଦରେ ଯାହା କି ଆମକୁ ଦୈନନ୍ଦିନ ଜୀବନରେ ଅନେକ ମିଳିଥାଏ ଆଉ ଖାଇବାକୁ ମଧ୍ୟ ମିଳିଥାଏ। ତେବେ ଚାଲନ୍ତୁ ଆରମ୍ଭ କରିବା।

dahi
ଦହି ଏକ ଏପରି ଖାଦ୍ୟ ଯାହାକୁ ସାରା ସଂସାରରେ ସବୁ ଲୋକ ଗ୍ରହଣ କରନ୍ତି ମାତ୍ର ଏହା କେଉଁ ସମୟରେ ଆଉ କିପରି ଭାବେ ଗ୍ରହଣ କରାଯିବା ଦରକାର ତାହା ବାବଦରେ ସଭିଙ୍କୁ ଅଜଣା ଥାଏ। ତେବେ ଦହି ଦିନରେ ଗ୍ରହଣ କରାଯିବା ଦରକାର ଅଥବା ରାତିରେ ଆଉ କିଛି ଲୋକ ଏହା ମଧ୍ୟ ପ୍ରଶ୍ନ କରନ୍ତି କି ଆମେ ଦହି ରାତିରେ ଗ୍ରହଣ କରିପାରିବୁ କି ନାହିଁ ତାହାର ଉତ୍ତର ଆମେ ଆଜି କହିବୁ।

ତେବେ ବିବାହ ଅଥବା ଅନ୍ୟାନ୍ୟ କାର୍ଯ୍ୟ ମାନଙ୍କରେ ଦହି ଖାଇବାକୁ ଦିଆ ଯାଇଥାଏ। ରାତି ସମୟରେ ଦହି ଖାଇବାକୁ ଦିଆ ଯାଇଥାଏ। ମାତ୍ର ଆପଣଙ୍କୁ ଆମେ କହି ରଖୁଛୁ କି ରାତି ସମୟରେ ଦହି ବ୍ୟବହାର କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ବାତ ସମ୍ବନ୍ଧୀୟ ଗୁଣ ବଢିଯିବ ଆଉ ଆପଣ ଫୁଡ଼ ପଇଜନିଙ୍ଗର ଶିକାର ହେଇ ଯାଇପାରନ୍ତି। ଏହାଦ୍ୱାରା ଆପଣଙ୍କ ହୃଦୟର ଧଡ଼କାନ ମଧ୍ୟ ଭାରି ହେଇ ଯାଇପାରେ। ତେଣୁ ରାତି ସମୟରେ ଦହି ବ୍ୟବହାର କରନ୍ତୁ ନାହିଁ।

ଦହି ଏକ ବହୁତ ଭଲ ଖାଦ୍ୟସାରର ଉତ୍ସ ହେଇଥାଏ। ମାତ୍ର ଏହାକୁ ଆପଣ ସବୁ ଜିନିଷ ମାନଙ୍କ ସହ ଖାଇପାରିବେ ନାହିଁ। ଦହି ଆପଣ ଚା ଅଥବା କ୍ଷୀର ଅଥବା ଘିଅ ଭଳି ପଦାର୍ଥ ମାନକ ସହ ବ୍ୟବହାର କରିବା ଅନୁଚିତ। ତେବେ ଏହା ଆପଣଙ୍କର ଏସିଡ ଆଉ ଗ୍ୟାସର ସମସ୍ୟା ବୃଦ୍ଧି କରି ଦେଇଥାଏ। ତେଣୁ ଆପଣ ଦହି କେବଳ ପରଠା, ଆଚାର ଅଥବା ଭାତ ସହ ବ୍ୟବହାର କରନ୍ତୁ ମାତ୍ର ଅନ୍ୟାନ୍ୟ କ୍ଷୀର ଜାତୀୟ ପଦାର୍ଥ ସହ ବ୍ୟବହାର କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *