ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ଯେଉଁ ଦିଗ ଆଡ଼କୁ ଯାଉଛି ଆଗାମୀ ଭବିଷ୍ୟତ ଆମର ଅନ୍ଧାରରେ ଅଛି ବୋଲି ସୂଚନା ଦେଉଛି | ଏବେକାର ସୋସିଆଲ ମିଡିଆରେ ଯାହା ସବୁ ଭାଇରାଲ ହେଉଛି ତାହା ଆପଣ ନିଶ୍ଚିତ ଭାଵରେ ଦେଖି ପାରୁଥିଵେ |
ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ତେବେ ଆସନ୍ତୁ ଜାଣିବା କୁହାଯାଏ ଯେ ଵିଵାହ ଏକ ପବିତ୍ର ବନ୍ଧନ ଅଟେ | ଏହି ବନ୍ଧନ ଯେପରି ସ୍ଵର୍ଗରୁ ଶନି ଆସିଥାଏ ବୋଲି ମନାଯାଇ ଥାଏ କିନ୍ତୁ ଆଜିର ଏହି ଘଟଣା ଏହି ଵିଵାହ ବନ୍ଧନକୁ ଅପବିତ୍ର କରିସାରିଛି ତେବେ ଙଟଣାଟି ହେଉଛି ସ୍ଵାମୀଙ୍କୁ ଛାଡ ପତ୍ର ଦେଇ ଶଶୁରକୁ ଵିଵାହ କଲେ ମହିଳା |
ତେବେ ଶଶୁର ଓ ବୋହୂର ସଂପର୍କ ବାପ ଝିଅ ପରି ହୋଇଥାଏ କିନ୍ତୁ ପ୍ରେମ ଏହା ଦେଖେ ନାହିଁ ନା ବୟସ ଦେଖୁଛି ନା କିଛି ବହୁ ଶଶୁର ସହ ଫେରାର ହୋଇଯାଉଛି ତ କେତେବେଳେ ସ୍ତ୍ରୀ ଅନ୍ୟ ପୁଅ ସହ ଫେରାର ହୋଇଯାଉଛି ତେବେ ଏପରି ଘଟଣା କୈାଣସି ନୂଆ କଥା ନୁହେଁ ଏହା ପ୍ରତିଦିନ ଦେଖିବାକୁ ମିଳୁଛି , ତେବେ ଏପରି ଘଟଣା ସାଧାରଣ ହୋଇଗଲାଣି, ତେବେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଜଣେ ବିବାହିତ ମହିଳା ଏକ ପୁଅ ସହ ଫେରାର ହୋଇଯାଥିବା ସମୟରେ ଗାଁ ରାସ୍ତାରେ ଧରାପଡିଛି ସ୍ଵାମୀ ହାତରେ |
ତେବେ ସେ ମହିଳାର ଗୋଟିଏ ପୁଅ ଥିବା ବେଳେ ସେ ଅନ୍ୟ ପୁଅର ପ୍ରେମରେ ପଡି ଘରୁ ଫେରାର ହେବା ପାଇଁ ଭାବିଛନ୍ତି କିନ୍ତୁ ଯେତେବେଳେ ସେ ସ୍ବାମୀ ହାତରେ ଯେତେବେଳେ ରାସ୍ତାରେ ଧରାପଡିଛି ତେବେ କ’ଣ ଘଟିଛି ଆସନ୍ତୁ ଜାଣବା |
ତେବେ ସେ ମହିଳା ଜଣଙ୍କ କହିଛନ୍ତି ଯେ ସେ କୈାଣସି କାମରେ ବଜାରକୁ ଯାଉଥିବା ସମୟରେ ତାଙ୍କୁ ରାସ୍ତାରେ ବାଥରୁମ ଲାଗିବାରୁ ସେ ରାସ୍ତା ସାଇଡ଼ରେ ଥିବା ଜଙ୍ଗଲ ଭିତରକୁ ଯିବା ବେଳେ ତାଙ୍କ ସହ ଥିବା ପୁଅ ଯଵରଦସ୍ତି ସେ ମହିଳା ସହ ଦୁଷ୍କର୍ମ କରିଛନ୍ତି କିନ୍ତୁ ପୁଅ କହିବା ଅନୁସାରେ ମହିଳା ତାକୁ ଡାକିଥିଲା ତେବେ କାହା କଥା ସତ ଏହା ଦ୍ଵନ୍ଦରେ ରହିଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।