luga

ମରିଗଲେବି ଏପରି କରନ୍ତୁ ନାହିଁ ଲୁଗାସଫା।

FACT

ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ କଣ ବନ୍ଧୁଗଣ ଆପଣବି ଆପଣଙ୍କର ଲୁଗା ବା ବ୍ୟବହୃତ ପୋଷାକକୁ ଏପରି ସଫା କରୁଛନ୍ତି କି! ତେବେ ସତର୍କ ହୋଇଯାଆନ୍ତୁ । ଜୀବନରେ ଏଭଳି କିଛି କାର୍ଯ୍ୟ ରହିଅଛି ଯାହାର ଶୁଭ ବା ଅଶୁଭ ଫଳ ମନୁଷ୍ୟ ଉପରେ ପ୍ରଭାବ ପକାଏ । ଆପଣ ଜାଣିଥିବେ ବାସ୍ତୁ ଶାସ୍ତ୍ର ଏକ ଶାସ୍ତ୍ର ଯାହାଦ୍ଵାରା ଆପଣଙ୍କ ସହ ଜଡ଼ିତ ଥିବା ସମସ୍ତ ବସ୍ତୁ ବା ଘଟୁଥିବା ଘଟଣାର କାରଣ ଦର୍ଶାଇ ଥାଏ ।

lugaa

ଏହା ସହିତ ଘରେ ରହୁଥିବା ପ୍ରତ୍ୟକ ବସ୍ତୁ, ଘରର ସ୍ଥିତି ଓ ଘର ମଧ୍ୟରେ କରୁଥିବା ପ୍ରତେତ୍କ କାମର ପ୍ରଭାବ କିପରି ମନୁଷ୍ୟ ଉପରେ ପଡ଼ିଥାଏ ତାହା ମଧ୍ୟ ଭଲ ଭାବରେ ବର୍ଣ୍ଣିତ ହୋଇଅଛି । ଏହିପରି ଭାବେ ଆପଣ ବ୍ୟବହୃତ କରୁଥିବା ଲୁଗା ସଫା କରିବାଠାରୁ ଆରମ୍ଭ କରି ଶୁଖିବା ପର୍ଯ୍ୟନ୍ତ ତାହାର ଅନେକ ପ୍ରଭାବ ଆପଣଙ୍କ ଜୀବନକୁ ନଷ୍ଟ କରିପାରେ। ସୁଖଶାନ୍ତି ପୂର୍ଣ୍ଣ ଜୀବନକୁ କ୍ଷଣିକରେ ନଷ୍ଟ କରିଦେଇଥାଏ । ତେଣୁ କପଡ଼ା ସହିତ ସ୍ତ୍ରୀ ଲୋକମାନେ କଦାପି ଏଭଳି ଭୂଲ୍ କରିବେ ନାହିଁ । ଯାହାର ଭୟଙ୍କର ପ୍ରଭାବ ଆପଣ ସ୍ୱପ୍ନର ସୁଦ୍ଧା କେବେବି ଭାବି ନଥିବେ । ତେବେ ଆସନ୍ତୁ ଜାଣିବା ବସ୍ତୁ ସହିତ ଯୋଡ଼ା ହୋଇଥିବା କପଡ଼ା ସମ୍ବନ୍ଧରେ କିଛି ତଥ୍ୟ ।

lugaa

ପ୍ରତ୍ୟେକ ଘରେ ସ୍ଵଚ୍ଚତାର ବାତାବରଣ ଆଣିବା ପାଇଁ ବ୍ୟବହୃତ ବସ୍ତ୍ର କୁ ସଫା କରାଯାଇଥାଏ । କଣ ଆପଣ ଜାଣିଛନ୍ତି ଏହି ସମୟରେ ବ୍ୟବହୃତ ବସ୍ତ୍ରକୁ ସଫାକରିବା ଅନୁଚିତ୍ ହୋଇଥାଏ । ଦିନରେ ବ୍ୟସ୍ତତା ଭିତରେ ଘରର ସ୍ତ୍ରୀ କିମ୍ବା ପୁରୁଷ ମାନେ ସନ୍ଧ୍ୟା ସମୟରେ ନିଜର କିମ୍ବା ପରିବାରର ଅନ୍ୟ ସଦସ୍ୟ ମାନଙ୍କ ବ୍ୟବହୃତ ବସ୍ତ୍ର ସଫା କରିଥାନ୍ତି ।କିନ୍ତୁ ଏପରି ସମୟରେ ସଫା କରିବା ଅନୁଚିତ ରାତ୍ରି ବା ସନ୍ଦ୍ୟା ସମୟ ନକାରାତ୍ମକ ବା ଅସ୍ଵଛ ସମୟ ଅଟେ ଏହି ସମୟରେ ପିନ୍ଧିଥିବା ଲୁଗା ବା ବସ୍ତ୍ରକୁ ଧୋଇବା ଅନୁଚିତ୍ ଅଟେ ଯାହାକି ଶାସ୍ତ୍ରରେ କୁହାଯାଇଛି ଏପରି କରିବା ଦ୍ବାରା ଘରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବା ସହିତ ଘରର ଉନ୍ନତିରେ ବାଧାବିଘ୍ନ ସୃଷ୍ଟି ହୁଏ ସଫା ହୋଇଥିବା ଲୁଗାକୁ କଦାପି ଘରର ଛାତ ଉପରେ ସୁଖାଇବେ ନାହିଁ ।  ଏହା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି । ଯଦି ଆପଣ ଘରର ଛାତରେ ଲୁଗା ସୁଖନ୍ତି ତେବେ ଏହାର ପ୍ରଭାବ ଘରର ଅର୍ଥ ଉପରେ ପଡେ ବା ଇନକମ୍ ର ମାର୍ଗରେ ବାଧା ଦେଇଥାଏ । ତେଣୁ ସଫା କପଡ଼ା କୁ କେବେବି ଘରର ଛାତ ଉପରେ ସୁଖାନ୍ତୁ ନାହିଁ ତେଣୁ ସର୍ବଦା ଘରର ଅଗଣା କିମ୍ବା ବାଡି ପଟେ ଲୁଗା ଶୁଖାନ୍ତୁ ଏହା ବ୍ୟତୀତ ଘର ମଧ୍ୟରେ ମଧ୍ୟ ଲୁଗା ଶୁଖାଇ ପାରିବେ ଏହା ବ୍ୟତୀତ ଶାସ୍ତ୍ରରେ ଗୁରୁବାର ଦିନ ଲୁଗା ସଫା କରିବା ନିମନ୍ତେ ବର୍ଜିତ କରାଯାଇଛି ଏହି ବାରଟି ହେଉଛି ମାଆ ଲକ୍ଷ୍ମୀ ଙ୍କ ବାର ଏହି ବାରରେ ସଫା କରିବା ର ଅର୍ଥ ହେଉଛି ମାଆ ଲକ୍ଷ୍ମୀଙ୍କୁ ଘରୁ ତଡିବା ସହ ସମାନ ତେଣୁ ଏହି ଦିନ ଭୁଲରେ ବି ବସ୍ତ୍ର ସଫା କରନ୍ତୁ ନାହିଁ ।

ଆଧୁନିକ ଯୁଗରେ ଚିରା ଫଟା ବସ୍ତ୍ର ଷ୍ଟାଇଲ ହୋଇଥିବା ବେଳେ ଶାସ୍ତ୍ର ଅନୁସାରେ ଏପରି ବସ୍ତ୍ର ପିନ୍ଧିବା ଅନୁଚିତ୍ ଅଟେ ।ଘରର ସ୍ତ୍ରୀ ଓ ଝିଅ ମାନେ ଏପରି ବସ୍ତ୍ର ଆଦୌ ଧାରଣ କରିବା କଥା ନୁହେଁ । ଯଦି ଏପରି ଚିରା ଫଟା ବସ୍ତ୍ର ଏମାନେ ବ୍ୟବହାର କରନ୍ତି ତେବେ ଆପଣଙ୍କୁ ଧନର ଅଭାବ ହେବ । ଯଦି ଆପଣ ବ୍ୟବହୃତ ବସ୍ତ୍ରକୁ ସଜାଡି ରଖି ଆଯଦା ଭାବେ ପକାଇଥାନ୍ତି ତେବେ ନକାରାତ୍ମକ ଶକ୍ତି ଗୁଡ଼ିକ ଘର ମଧ୍ୟକୁ ଆପେ ଆପେ ଆକର୍ଷିତ ହୋଇଥାନ୍ତି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *