rasi

୧୪ ନଭେମ୍ବର ୨୦୨୧ ଆସନ୍ତା କାଲିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି : ଆଜି ଆପଣଙ୍କ ବିରୋଧୀ ପ୍ରତିଷ୍ଠା ବିଗାଡିବାକୁ ଚେଷ୍ଟା କରିବେ , ଅତଃ ସାବଧାନ ରୁହନ୍ତୁ , କେଉଁ ମହତ୍ତ୍ୱପୁର୍ଣ୍ଣ କିମ୍ବା ଦାୟିତ୍ୱପୁର୍ଣ୍ଣ କାମ ସହ ଯୋଡି ନ ହେବା ଉଚିତ୍ ହେବ , ଜୀବନସାଥୀଙ୍କ ସଂବନ୍ଧରେ ନିକଟତା ଅନୁଭବ କରିବେ , ତାଙ୍କ ସାଥ୍ ମିଳିପାରିବ , ମା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ , ଆପଣଙ୍କ ନିଜ ଭାଇ ଭଉଣୀଙ୍କର ସହାୟତା ମିଳିବ , ଆଜି ଆପଣ ସକରାତ୍ମକ ବନାଇ ରଖିବାକୁ ଚେଷ୍ଟା କରନ୍ତୁ , ଆଜି ଆପଣଙ୍କୁ ସବୁଠାରୁ ଅଧିକା ଧ୍ୟାନ ନିଜ ଉପରେ ଦେବାକୁ ପଡିପାରେ ।

୨)ବୃଷ ରାଶି : ଆଜି ଆପଣଙ୍କ ମନ ଦୁଃଖ ରହିବ , ଆପଣଙ୍କ ମନଦଶା ଓ ଆତ୍ମବିଶ୍ୱାସରେ ହ୍ରାସ ହେବାର ଦେଖାଯିବ , ଆପଣଙ୍କ ବକାୟା ବସୁଲି କରିବାପାଇଁ ଚେଷ୍ଟା କରିବେ , ଧନ ଆପଣଙ୍କୁ ପ୍ରାପ୍ତି ହୋଇପାରେ , ପରିବାରରେ ଧାର୍ମିକ କାର୍ଯ୍ୟ ହୋଇପାରେ , ଛୋଟ ଭାଇଙ୍କ ସହ ବିବାଦ ହୋଇପାରେ , ମାନସିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଅସ୍ଥିର ହୋଇପାରେ , ଆଜି ଆପଣ୍ କେଉଁ ଅଜଣା ଲୋକକୁ ଜଲଦି ବିଶ୍ୱାସ କରନ୍ତୁ ନାହିଁ  ସେମିତି ଯେତେ ସୌମ୍ୟ କିମ୍ବା ଆକର୍ଷକ ଥାଉ ପଛେ ।

୩) ମିଥୁନ ରାଶି : ଆଜି ଆପଣଙ୍କ ଆତ୍ମବିଶ୍ୱାସ ପରିପୁର୍ଣ୍ଣ ରହିବେ , ବଡଙ୍କ ସହ ଯୁକ୍ତି କରନ୍ତୁ ନାହିଁ , ଯଦି ଆପଣ କାହା ଠାରୁ ପଇସା ଉଧାର ନେଇଛନ୍ତି ତେବେ ଆପଣଙ୍କୁ ସୌହାର୍ଦପୁର୍ଣ୍ଣ ବୁଝାମଣା କରିବା ଶ୍ରେୟସ୍କର ହେବ , ସମାଜର ହିତରେ କାର୍ଯ୍ୟ କରିବା ଲାଭକାରୀ ହେବ , ଆଜି ଆପଣଙ୍କୁ ନେଗେଟିଭ୍ ଭାବନାରୁ ଦୂରେଇ ରହିବାକୁ ହେବ , ପଜେଟିଭ୍ ଭାବନାରୁ ଆଜି ଆପଣଙ୍କୁ ପ୍ରଗତି ମାର୍ଗ ପ୍ରଶସ୍ତ ହେବ , ଆଜି ଆପଣ ନିଜ ତରଙ୍ଗରେ ନିଜ କ୍ଷମତାକୁ ବହୁତ ଶାନଦାର୍ ପ୍ରଦର୍ଶନ କରିବେ ।

mithun

୪) କର୍କଟ ରାଶି : ଆଜିର ଦିନ ଆପଣଙ୍କ ପରିବାର ପାଇଁ ଓ ଆପଣଙ୍କ ପରିବାରିକ ଜୀବନ ପାଇଁ ବହୁତ ଶାନଦାର୍ ପ୍ରମାଣିତ ହେବ , ଦିମାଗ ସକ୍ରିୟ ରହିବ । କାର୍ଯ୍ୟ୍ କରିବାରେ କ୍ଷମତା ବଢିବ । ଶାରରୀକ, ମାନସିକ ସ୍ୱସ୍ଥ, ଓ ଉତ୍ସାହି ରହିବେ , ରାଗ ଉପରେ କଣ୍ଟ୍ରୋଲ୍ କରନ୍ତୁ , ଅନ୍ତରତ୍ମା ଆବାଜ୍ ଶୁଣନ୍ତୁ , ବୁଝିବିଚାରି କିଛି ବି କାର୍ଯ୍ୟ କରିବାର ଦରକାର ଅଛି , ନିଜ ବରିଷ୍ଠଙ୍କ ଉପେକ୍ଷାର ସାମ୍ନା କରିବାକୁ ପଡିପାରେ , ମନରେ ନକରାତ୍ମକ ଭାବନା ଦୁରରେ ରଖନ୍ତୁ ।

୫) ସିଂହ ରାଶି : ଆଜି ଆପଣ ସବୁ ଦାୟିତ୍ୱକୁ ସରଳତା ଓ ସଫଳତାରେ ପୁରା କରିବେ , ଦିନ ବହୁତ ବିବାଦସ୍ପଦ ହୋଇପାରେ , ଘରେ ଏକ ଧାର୍ମିକ ଆୟୋଜନ କରାଯାଇପାରେ , ନିଜ ପ୍ରିୟଜନଙ୍କ ସହ ଟିକିଏ ଅଧିକା ସମୟ ବିତାଇବା ଚେଷ୍ଟା କରନ୍ତୁ , ପରିବାର ସହ ମେଳ ରହିବ , ମାତା ପିତାଙ୍କ ସହଯୋଗରେ ମନ ପ୍ରଫୁଲ୍ଲିତ ରହିବ , ମାତା ପିତାଙ୍କ ଆଶିର୍ବାଦ ନେବାକୁ ଭୁଲନ୍ତୁ ନାହିଁ , କାହା ସହ ଯୁକ୍ତି କରନ୍ତୁ ନାହିଁ , ବିବାଦ ହୋଇପାରେ ।

୬) କନ୍ୟା ରାଶି : ଆଜି ଆପଣଙ୍କ ଆୟରେ କମି ଆସିପାରେ , ସଂମ୍ପର୍କୀୟ ଓ ବନ୍ଧୁଙ୍କ ସହ ସଂବନ୍ଧରେ ସୁଧାର ଆସିବ , ଚାକିରି ପେଶା ରେ ଥିବା ଲୋକଙ୍କୁ କଠିନ କାମ ମିଳିପାରେ , ବିଳମ୍ବତା ଯୋଗୁଁ କ୍ଷତି ହୋଇପାରେ , କୃଷକଙ୍କ ପାଇଁ ସମୟ ମୁସକିଲ୍ ଭରା ରହିବ , ଅଲଗା ଆଡୁ ଆସୁଥିବା ସବୁ କାମ ଏମିତି ଅହି ଯାହା ଆପଣଙ୍କୁ ପରିଶ୍ରମ ଅନୁପାତରେ ଫଳ ଦେବ ନାହିଁ , ଆପଣଙ୍କୁ ନିର୍ଣ୍ଣୟ ନେବାରେ ଅନୁକୁଳତା ମିଳିବ , ସନ୍ତାନଙ୍କ ସଂବନ୍ଧିତ କାର୍ଯ୍ୟ ହୋଇପାରିବ ।

kanya

୭) ତୁଳା ରାଶି : ଆଜି ଆପଣଙ୍କୁ ନୁଆ ଦାୟିତ୍ୱ ମିଳିପାରେ , ସମର୍ପିତ ପରିଶ୍ରମରୁ ଆପଣ ବରିଷ୍ଠଙ୍କୁ ସନ୍ତୁଷ୍ଟ କରିପାରିବେ । ଯଦି ଆପଣ ସକାଳୁ ସୁର୍ଯ୍ୟଙ୍କୁ ଅର୍ଘ୍ୟ ଦେବେ ତେବେ ଜୀବନରେ କିଛି ଭଲ ହେବ , ଆପଣଙ୍କୁ ପଜେଟିଭ୍ ଭାବନା ରଖିବାର ଦରକାର ଅଛି , ଦରକାରରୁ ଅଧିକା ଚିନ୍ତା କରନ୍ତୁ ନାହିଁ , ଯାହା ଦ୍ୱାରା ଆପଣଙ୍କୁ ଅଧିକା ଅଚାନକ ହେଉଥିବା ସ୍ଥିତି ସହ ଲଢିବାର ସକ୍ଷମତା ମିଳିପାରିବ , ଗୁପ୍ତ ଶତ୍ରୁଙ୍କର ଦ୍ୱାରା ଚିନ୍ତିତ ହୋଇପାରନ୍ତି , ବହୁତ ମାମଲାରେ ନେଇକରି ଚିନ୍ତିତ ହୋଇପାରନ୍ତି ।

୮) ବିଛା ରାଶି : ଆଜି ଆପଣଙ୍କ ସହ କିଛି ଚମତ୍କାର କିମ୍ବା କିଛି ବିଶେଷ ଘଟଣା ଘଟିବାର ଆଶା ନାହିଁ , କାହାକୁ ନିଜ ମନର କଥା କହିବାର ଆଜି ଭଲ ଦିନ ଅଛି,  ଆପଣଙ୍କ ମଧ୍ୟରେ ସକରାତ୍ମକ ବିଚାରଧାର ରଖିବେ , ଆପଣ ଲୋକଙ୍କୁ ପ୍ରଭାବିତ କରିବାପାଇଁ ନିଜ ସଂଚାର କୌଶଳର ଉପଯୋଗ କରିବେ , ପାରିବାରିକ ବାତାବରଣ ପାଇଁ ଭଲ ଦିନ ଅଛି , ନିଜ ଉର୍ଜା ସଠିକ୍ ଦିଗରେ ପ୍ରୟୋଗ କରନ୍ତୁ , ଆପଣଙ୍କ ଯୋଜନା ଭଲ ହେବ , ସେଥିରୁ କିଛି ବଡ ପରିମାଣରେ ଲାଭ ମିଳିବ ।

୯) ଧନୁ ରାଶି : ସୂର୍ଯ୍ୟଦେବଙ୍କ କୃପାରୁ ଆପଣଙ୍କ କାରୋବାରରେ ବୃଦ୍ଧି ହେବ , ଆପଣଙ୍କ ନିଜ ଜୀବନସାଥୀଙ୍କ ସହଯୋଗ ମିଲିପାରିବ , ଶୁଭ ସ୍ୱାସ୍ଥ୍ୟ ହେତୁ ଯୋଗ ଓ ଧ୍ୟାନ ଆପଣାନ୍ତୁ , ଆପଣଙ୍କ ଛୁଆଙ୍କ ଜୀବନ ସବୁକ୍ଷେତ୍ରରେ ଖୁସି ଏବଂ ଉନ୍ନତି ମିଳିବ । ସ୍ତ୍ରୀଙ୍କ ସହଯୋଗରେ ମନ ପ୍ରଫୁଲ୍ଲିତ ରହିବ , ଆଜି ଆପଣଙ୍କ ସବୁ ପ୍ରୟାସ ନିଜ ଦାୟରାରେ ଲୋକଙ୍କୁ ନିଜ ମିତ୍ରଙ୍କର ସଂମ୍ପର୍କିୟ ଙ୍କ ମଧ୍ୟରେ ଛବି ବାହାର କରିବାରେ ବନାଇବା ଦିଗରେ ରହିବେ , କଠିନ ପରିସ୍ଥିତିରେ ନିର୍ଣ୍ଣୟ ନେବାରେ କିଛି କଠିନତା ଆସିବ ।

dhanu

୧୦) ମକର ରାଶି : ଆଜି ଆପଣଙ୍କ ବିରୋଧୀ ଖୋଲିକରି ଆପଣଙ୍କ ବିରୋଧ କରିବେ , ଚ୍ୟାଲେଞ୍ଜର ସାମ୍ନାକରିବାକୁ ପଡିପାରେ , ବହୁତ ଅଧିକା କାମ ଓ ଚିନ୍ତା ଆପଣଙ୍କ ସ୍ୱାସ୍ଥ୍ୟକୁ ନକରାତ୍ମକ ରୁପେ ପ୍ରଭାବିତ କରିପାରେ , ଆଜି ଆପଣଙ୍କ ଭାବନାତ୍ମକ ସ୍ଥିତିକୁ ନେଇ ଚିନ୍ତିତ ରହିବେ , ଆପଣଙ୍କ ପାଇଁ ଏହା ସ୍ପଷ୍ଟ କରିବା ମୁସକିଲ୍ ହେବ କି ଆପଣ କଣ ଚାହୁଁଛନ୍ତି  ନିଜ ରାଗ ଉପରେ ଟିକିଏ ନିୟନ୍ତ୍ରଣ କରିବା ଆବଶ୍ୟକତାଅଛି ।

୧୧) କୁମ୍ଭ ରାଶି : ଆଜି ମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ , କିଛି ପୁରୁଣା ମାମଲା ଚାଲୁଛି , ତେବେ ଭଲ ହେବ କି ତାହାକୁ ମୁଣ୍ତରୁ ବାହାର୍ କରିଦିଅନ୍ତୁ , ବାପାଙ୍କ ସହଯୋଗ ପ୍ରାପ୍ତି ହେବ , କିଛି ଆପଣଙ୍କ ପାଇଁ ଆର୍ଥିକ ରୁପରେ ସମସ୍ୟା ଠିଆ କରିପାରେ, ଶାରରିକ ଓ ମାନସିକ ରୁପରେ ସୁସ୍ଥ୍ୟ ରହିବେ , ଆଜି ଆପଣ ଯାହା ବି ପ୍ରୟାସ କରିବେ ତାହା ସଫଳତା ଦେବ , ଭାଇ ଭଉଣୀଙ୍କ ସୁଖ ମିଳିବ , ଆଜି ଆପଣଙ୍କ ଅତୀତରେ କେଉଁ ମାମଲାକୁ ନେଇକରି ଚିନ୍ତିତହେବାକୁ ପଡିପାରେ ,

୧୨) ମୀନ ରାଶି : ଆପଣଙ୍କ ଉଦାର ସ୍ୱଭାବରୁ ଆଜି ଆପଣଙ୍କୁ ଖୁସିମୟ ମୁହୁର୍ତ୍ତ ନେଇକରି ଆସିବ , ଆଧ୍ୟାତ୍ମିକ ଖୋଜ୍ ଆପଣଙ୍କୁ ନିଜ ହରାଇଥିବା ଆତ୍ମବିଶ୍ୱାସ ଫେରାଇବାରେ ସାହାଯ୍ୟ କରିବ , ରାଜନୀତି ଓ ପ୍ରେମ କ୍ଷେତ୍ର ବି ସଫଳତା ହାସିଲ୍ କରିବେ , ପରିବାରରେ ଭାଇ ଭଉଣୀଙ୍କ ସହଯୋଗ ଭୁମିକା ରହିବ , ପଇସା ସଂବନ୍ଧିତ କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ଆଜି ନିଅନ୍ତୁ ନାହିଁ , କିଛି ଗୁପ୍ତ ଶତ୍ରୁ ଆପଣଙ୍କ ଛବି ବିଗାଡିବାପାଇଁ ପ୍ରୟାସ କରିପାରନ୍ତି ।

Leave a Reply

Your email address will not be published. Required fields are marked *