colo

କୋଲେଷ୍ଟରଲ ନିୟନ୍ତ୍ରଣ କରିବାର କିଛି ସବୁଠୁଁ ଭଲ ଘରୋଇ ଉପାୟ – ଜାଣି ରଖନ୍ତୁ ।

HEALTH

ତେବେ ଆଜିର ସମାଜରେ ମୋଟାପଣ ତଥା କୋଲେଷ୍ଟରୋଲ ବହୁତ ସାଧାରଣ ସମସ୍ୟା ଅଟେ ଯାହା କି ସବୁ ଲୋକଙ୍କ ଭିତରେ ନଜର ଆସୁଛି। ଏହାକୁ ନିୟନ୍ତ୍ରଣ କରିବାର ଅନେକ ଉପାୟ ରହିଛି ମାତ୍ର ତାହାର ପ୍ରଭାବୀ ଉପାୟ ବହୁତ କମ ଲୋକଙ୍କ ପାଖରେ ଥାଏ। ଆପଣଙ୍କ ଶରୀରର ଚର୍ବି ଆପଣଙ୍କ ଶରୀର ପାଇଁ ବହୁତ କିଛି ଖରାପ ପ୍ରଭାବ ପକାଇଥାଏ। ଏହି ଚର୍ବି ଅଥବା କୋଲେଷ୍ଟରୋଲ ରହିବା ଦ୍ୱାରା ଆପଣ

ଅସୁନ୍ଦର ଲାଗନ୍ତି ସତ ଆଉ ତାହା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାଵ ମଧ୍ୟ ପକାଇଥାଏ। କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହି ନଥାଏ। ତେବେ ଆସନ୍ତୁ ଆମେ ଆଜି କିଛି ଏଭଳି ଉପାୟ ମାନଙ୍କ ବାବଦରେ ଜାଣିବା ଯାହାଦ୍ୱାରା କି ଆପଣ ଆପଣଙ୍କ ପେଟର ଚର୍ବି ବହୁତ କମ ସମୟ ଭିତରେ ଆଉ କମ ଚେଷ୍ଟାରେ କମେଇ ପାରିବେ। ଚାଲନ୍ତୁ ଆରମ୍ଭ କରିବା।

cholesterol
ତେବେ ଆପଣଙ୍କ ପେଟରେ ଥିବା ଚର୍ବି ଆପଣଙ୍କ ଶରୀରରେ କୋଲେଷ୍ଟେରୋଲ ଅଧିକ କରିଥାଏ ଆଉ ଏହାକୁ ଆପଣଙ୍କ ଖାଦ୍ୟରେ ବଦଳ କରିବା ଦ୍ୱାରା ହି କମ ହେଇପାରେ। ଏହା ବ୍ୟତୀତ ଆହୁରି ଅନେକ ପ୍ରଭାବିଶାଳୀ ଉପାୟ ଅଛି ଯାହା ଆପଣ ଅବଲମ୍ବନ କରିପାରିବେ। ତେବେ ଆଜି ଆମେ ଆପଣଙ୍କ ପାଖରେ ଏହିପରି କିଛି ଉପାୟ କହିବାକୁ ଯାଉଛୁ ଯାହା କି ଆପଣ ଅବଲମ୍ବନ କରି ନିଜ ପେଟର ଚର୍ବି କମ କରିପାରିବେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହି ଉପାୟ ମାନଙ୍କ ବାବଦରେ।

chole
ତେବେ ପ୍ରଥମ ପ୍ରଭାବଶାଳୀ ଉପାୟ ଯାହା ଆମେ କହିବା ତାହା ହେଉଛି ରସୁଣ। ରସୁଣ ଆମ ଦୈନନ୍ଦିନ ଜୀବନରେ କିଚେନରେ ଏକ ବଡ଼ ମସାଲା ଭାବେ ବ୍ୟବହାର ହେଇଥାଏ ମାତ୍ର ଏହା ଭିତରେ ଅନେକ ପ୍ରକାର ଗୁଣ ମିଳିଥାଏ ଯାହା କି ଆମ ଶରୀରରେ କୋଲେଷ୍ଟେରୋଲକୁ କମ କରିଥାଏ। ଏହାର ସେବନ ଆପଣଙ୍କ ହୃଦୟକୁ ଭଲ ରଖିଥାଏ।

ଏହାପରର ଯେଉଁ ସବୁଠୁ ଭଲ ଜିନିଷ ତାହା ହେଉଛି ଗ୍ରୀନ ଟି। ଏହା ବହୁତ ଅଧିକ ସ୍ୱାଦିଷ୍ଟ ମଧ୍ୟ ହେଇଥାଏ ଆଉ ଏହାକୁ ପିଇବା ପରେ ଆପଣଙ୍କୁ ଫ୍ରେସ ମଧ୍ୟ ଅନୁଭବ ହେଇଥାଏ। ଏହା ଆପଣଙ୍କ ଶରୀରର ଚର୍ବି କମ କରିଥାଏ ଆଉ ଆପଣଙ୍କ ଶରୀରକୁ ଅନେକ ଖାଦ୍ୟ ପଦାର୍ଥ ସେବନ କରିଥାଏ। ଏହା ସହିତ ଏହାର ସେବନ କଲେଷ୍ଟେରୋଲ ସ୍ତର କମ କରିଥାଏ।

ଏହାପର ଯାହା ଭଲ ଜିନିଷ ତାହା ହେଉଛି ଧଣିଆ। ଏହା ଭିତରେ ଅନେକ ସ୍ବାସ୍ଥ୍ୟକର ପଦାର୍ଥ ମହଜୁଦ ଥାଏ ଯାହା କି ଆପଣନ୍କ ପାଇଁ ବହୁତ ଅଧିକ ସ୍ବାସ୍ଥ୍ୟକର ହେଇଥାଏ। ଏହାର ଦୈନନ୍ଦିନ ସେବନ ମଧ୍ୟ ଆପଣଙ୍କ ଶରୀରରେ କୋଲେଷ୍ଟେରୋଲ କମ କରିଥାଏ।

Leave a Reply

Your email address will not be published. Required fields are marked *