ଆଜି ଆଉ ଏକ ସ୍ୱାସ୍ଥ୍ୟ ତଥା ଖାଦ୍ୟ ସମ୍ବନ୍ଧୀୟ ଭିଡିଓ ବାବଦରେ କହିବାକୁ ଯାଉଛୁ ଆଉ ତାହା ହୁଏତ ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଏହି ବାବଦରେ ଆପଣ ଜାଣନ୍ତୁ। ଆପଣ ଡାଲଚିନି ବାବଦରେ ତ ବହୁତ ଭଲ ଭାବେ ଜାଣିଥିବେ। ଏହା ସହିତ ହି ଆପଣ ଜାଣିଥିବେ କି ଡାଲଚିନି କିଭଳି ଭାବେ ଆପଣଙ୍କ ଖାଦ୍ୟକୁ ଭଲ ଫ୍ଲେବର ଦେବା ସହ ଆପଣଙ୍କ ଖାଦ୍ୟର ସ୍ୱାଦ ଦୁଇଗୁଣ କରିଥାଏ।
ଏହାର ବାସ୍ନା ବହୁତ ଉନ୍ନତ ହେଇଥାଏ ଆଉ ତାହାର ବାସ୍ନା ହି ଆପଣଙ୍କ ଖାଦ୍ୟର ସ୍ୱାଦ ୧୦ଗୁଣ ବୃଦ୍ଧି କରି ଦେଇଥାଏ। ମାତ୍ର ଏହା ସବୁ ବ୍ୟତୀତ କଳାଜୀରାର ଆହୁରି ଅନେକ ଫାଇଦା ଅଛି ଯାହା କି ହୁଏତ ଆପଣଙ୍କୁ ଅଜଣା ଥିବ ଆଉ ସେହି ସବୁ ବାବଦରେ ହି ଆଜି ଆମେ କହିବୁ। ତେବେ ଏହା ସହିତ ଆମେ ଡାଲଚିନି କିପରି ଆପଣ ବ୍ୟବହାର କରିବେ ତାହା ସମ୍ବନ୍ଧରେ ମଧ୍ୟ କହିବୁ ଯାହା କି ଆପଣଙ୍କ ଅନେକ ରୋଗ ଦୂର କରିବା ଉପରେ ଏକ ଜ୍ଞାନ ପ୍ରଦାନ କରିବ ଆଉ ତାହା ବାବଦରେ ଆପଣ ଜାଣିବା ଦରକାର।
ଡାଲଚିନି ଅଥବା ସିନାମନ ଯାହା କି ଆପଣଙ୍କୁ ଜଣା ଅଛି ତାହା ବହୁତ ଅଧିକ ସ୍ୱାଦିଷ୍ଟ ଆଉ ବାସ୍ନାରେ ଭରା ଥାଏ। ଏହା ହି କାରଣ କି ଭାରତ ବର୍ଷରେ ଏହାକୁ ହଜାର ହଜାର ବର୍ଷରୁ ଏକ ଭଲ ମଶାଲା ଭାବେ ବ୍ୟବହାର କରା ଯାଇ ଆସୁଛି। ଡାଲଚିନି କେବଳ ସ୍ୱାଦିଷ୍ଟ ହେବା ସହିତ ଏହାର ଅନେକ ସାରା ଫାଇଦା ମଧ୍ୟ ଅଛି। ଏହା ବାବଦରେ ହି ଆଜି ଆମେ କହିବୁ।
ଏହି ଡାଲଚିନି ବହୁତ ସାରା ଆଣ୍ଟି ଅକ୍ସିଡ଼ାନ୍ଟରେ ଭରା ହେଇଥାଏ। ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଅନେକ ପରିବର୍ତ୍ତନ ହେଉଥାଏ। ଯେଉଁ ସବୁ ଆଣ୍ଟି ଅକ୍ସିଡ଼ାନ୍ଟ ଏହି ଡାଲଚିନି ଭିତରେ ମିଳିଥାଏ ସେଗୁଡିକ ବହୁତ ଅଧିକ ଶକ୍ତିଶାଳୀ ଆଣ୍ଟି ଅକ୍ସିଡ଼ାନ୍ଟ ହେଇଥାଏ। ଏପରିକି ଏକ ରିପୋର୍ଟ ଭିତରେ ଯେତେବେଳେ ତୁଳନା କରାଗଲା କି ଅନ୍ୟାନ୍ୟ ଆଣ୍ଟି ଅକ୍ସିଡ଼ାନ୍ଟ ମାନଙ୍କ ଭିତରେ କେଉଁଟି ସବୁଠୁ ଅଧିକ ଶକ୍ତିଶାଳୀ ସେତେବେଳେ ଆମକୁ ଡାଲଚିନି ନାମ ସାମ୍ନାକୁ ଆସିଲା। ତେଣୁ ଏହାକୁ ଖାଇବା ଆପଣଙ୍କ ପାଇଁ ବହୁତ ଅଧିକ ଫାଇଦା ଦେଇଥାଏ।
ଆଉ ଏକ ରିପୋର୍ଟରେ ଜଣା ପଡିଲା କି ସ୍ୱଲିଂ ଏକ ଏପରି ପ୍ରକ୍ରିୟା ହେଇଥାଏ ଯାହା କି ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ମାନଙ୍କୁ ଜନ୍ମ ଦେଇଥାଏ। ଡାଲଚିନି ଖାଇବା ଦ୍ୱାରା ଏହି ସ୍ବେଲିଂ କମ ହେଇଥାଏ।ଡାଲଚିନି ଆପଣଙ୍କ ହୃଦୟକୁ ବହୁତ ଅଧିକ ସୁରକ୍ଷିତ କରିଥାଏ ଆଉ ଏହି ସୁରକ୍ଷା ବହୁତ ଅଧିକ ଲାଭକାରୀ ହେଇଥାଏ। ତେଣୁ ଆପଣ ଡାଲଚିନି ନିଶ୍ଚୟ ସେବନ କରନ୍ତୁ।ଡାଲଚିନି ଆପଣଙ୍କ ଶରୀରରେ ଫଇବରର ମାତ୍ରା ଅଧିକ କରିଥାଏ ଯାହା କି ଆପଣଙ୍କ ହଜମ କ୍ରିୟାରେ ବାଧା ସୃଷ୍ଟି କରି ନଥାଏ। ତେଣୁ ଆପଣ ଡାଲଚିନି ନିଶ୍ଚୟ ସେବନ କରନ୍ତୁ।