bapa

ବାପା 80 ହଜାର କୋଟିର ମାଲିକ ଏବଂ ପୁଅ ମାତ୍ର 30 ଲକ୍ଷ ଟଙ୍କା ପାଇଁ ଖେଳୁଛନ୍ତି IPL ଜାଣନ୍ତୁ ଏହି ଖେଳାଳି ଜଣଙ୍କ କିଏ ।

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ ଜାଉଛୁ ହୁଏତ ଆପଣ ତାଙ୍କ ବିଷୟ ରେ ଜାଣିଲେ ନିଶ୍ଚିତ ଭାବେ କିଛି ନା କିଛି ପରିମାଣ ରେ ପ୍ରେରିତ ହୋଇଯିବେ । ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ IPL ରେ ଖେଳାଳି ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେ କି ନିଜର ବାପା ଙ୍କ 80 ହଜାର୍ କୋଟି କୁ ଛାଡି ଖେଳ ଜଗତ ରେ ସାମିଲ୍ ହୋଇ ଛନ୍ତି । ତେବେ କିଏ ସେହି ଖେଳାଳି ଏବଂ କାହିଁକି ସେ ଏମିତି କଲେ ଆସନ୍ତୁ ଜାଣିବା ।

ଆଜିର ଦିନରେ ଯଦି ଆମେ IPL ର କଥା କହିବା ତେବେ ନିଶ୍ଚିତ ଭାବେ ଏହା ଏକ ଏମିତି ଦୁନିଆଁ ଯେଉଁ ଠାକୁ ଯଦି ଆପଣଙ୍କ ବ୍ୟଟ୍ ଚାଲିଗଲା ତେବେ ଭାବି ନିଅନ୍ତୁ ଆପଣଙ୍କ ଲାଇଫ୍ ସେଟ୍ । ତେବେ ସେହି ପରି ବେଳେ IPL କାହା ପାଇଁ ଗୋଟିଏ ପଇସା କମେଇବା ମୈକା ତ ଆଉ କାହା ପାଇଁ ଗୋଟିଏ ଫେସନ୍ । କାରଣ IPL ରୁ ମିଳି ଥାଏ କୋଟି କୋଟି ଟଙ୍କା । ଏହି IPL ରେ ସେମିତି ହିଁ ଜଣେ ଖେଳାଳି ଜାଙ୍କର ନାମ ହେଲା ଆରିୟୱାନ୍ ବିର୍ଲା ଯେକି ତାଙ୍କର ସୌକ ପାଇଁ ହିଁ IPL ଖେଳିବା ପାଇଁ ପସନ୍ଦ କରି ଥାନ୍ତି । ଆଉ ଆରିୟୱାନ୍ ବିର୍ଲା ଙ୍କୁ ବିଗତ ବର୍ଷ ରେ ରାଜସ୍ତାନ୍ ରୟାଲ୍ କିଣି ଥିବାର ଆପଣ ମାନେ ଜାଣି ଥିବେ ସେ ବି ମାତ୍ର 30 ଲକ୍ଷ ଟଙ୍କା ରେ । ଏହା ତାଙ୍କ ନଜର ରେ ଦେଖିଲେ ନିଶ୍ଚିତ ଭାବେ କମ୍ ହେବ କାରଣ ସେ ହେଲେ ଆଦିତ୍ୟ ବିର୍ଲା ଗୃପ୍ ର ଚେୟାର୍ ମ୍ୟନ୍ ମଙ୍ଗଳ ଙ୍କ ଏକ ମାତ୍ର ପୁଅ ଆରିୟୱାନ୍ ବିର୍ଲା ।

ଯଦି ଆମେ ତାଙ୍କ ବାପା ଙ୍କ ସଂମ୍ପର୍ତି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବୁ ତେବେ ନିଶ୍ଚିତ ଭାବେ ତାଙ୍କ ପାଖରେ ବର୍ତମାନ ସମୟ ରେ 80 ହଜାର୍ କୋଟି ଟଙ୍କା ର ସଂମ୍ପତୀ ରହି ଥିବାର ଜଣା ଯାଏ । ତେବେ ବର୍ତମାିନ ସମୟ ରେ ତାଙ୍କର ବ୍ୟବସାୟ କେବଳ ଭାରତ ରେ ନୁହେଁ ବରଂ ବିଦେଶ ରେ ମଧ୍ୟ ଚାଲି ରହିଛି । କେବଳ ଏମିତି ନୁହେଁ ତାଙ୍କର ପିତା ଙ୍କ ବ୍ୟବସାୟ ରେ ସାହାଯ୍ୟ କରନ୍ତି ନାହିଁ । ବରଂ ସେ ତାଙ୍କର ଖୁସି ପାଇଁ ହିଁ କ୍ରିକେଟ ଦୁନିଆଁ ରେ ପାଦ ରଖି ଛନ୍ତି । ତେବେ ଏହି ଥିରୁ ଆମକୁ ମଧ୍ୟ ଗୋଟିଏ ବଡ ସିକ୍ଷା ମିଳୁଛି । କାରଣ ବାପା ହଜାର୍ ହଜାର୍ କୋଟି ଟଙ୍କା ର ମାଲିକ ହୋଇ ମଧ୍ୟ ପୁଅ ନିଜର ଆୟ ରେ ନିଜକୁ ଚେଳେଇବା ପାଇଁ ପସନ୍ଦ କରୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *