ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଯେଉଁ ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ ଜାଉଛୁ ହୁଏତ ଆପଣ ତାଙ୍କ ବିଷୟ ରେ ଜାଣିଲେ ନିଶ୍ଚିତ ଭାବେ କିଛି ନା କିଛି ପରିମାଣ ରେ ପ୍ରେରିତ ହୋଇଯିବେ । ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ IPL ରେ ଖେଳାଳି ଙ୍କ ବିଷୟ ରେ କହିବା ପାଇଁ ଚାହିଁବୁ ଯେ କି ନିଜର ବାପା ଙ୍କ 80 ହଜାର୍ କୋଟି କୁ ଛାଡି ଖେଳ ଜଗତ ରେ ସାମିଲ୍ ହୋଇ ଛନ୍ତି । ତେବେ କିଏ ସେହି ଖେଳାଳି ଏବଂ କାହିଁକି ସେ ଏମିତି କଲେ ଆସନ୍ତୁ ଜାଣିବା ।
ଆଜିର ଦିନରେ ଯଦି ଆମେ IPL ର କଥା କହିବା ତେବେ ନିଶ୍ଚିତ ଭାବେ ଏହା ଏକ ଏମିତି ଦୁନିଆଁ ଯେଉଁ ଠାକୁ ଯଦି ଆପଣଙ୍କ ବ୍ୟଟ୍ ଚାଲିଗଲା ତେବେ ଭାବି ନିଅନ୍ତୁ ଆପଣଙ୍କ ଲାଇଫ୍ ସେଟ୍ । ତେବେ ସେହି ପରି ବେଳେ IPL କାହା ପାଇଁ ଗୋଟିଏ ପଇସା କମେଇବା ମୈକା ତ ଆଉ କାହା ପାଇଁ ଗୋଟିଏ ଫେସନ୍ । କାରଣ IPL ରୁ ମିଳି ଥାଏ କୋଟି କୋଟି ଟଙ୍କା । ଏହି IPL ରେ ସେମିତି ହିଁ ଜଣେ ଖେଳାଳି ଜାଙ୍କର ନାମ ହେଲା ଆରିୟୱାନ୍ ବିର୍ଲା ଯେକି ତାଙ୍କର ସୌକ ପାଇଁ ହିଁ IPL ଖେଳିବା ପାଇଁ ପସନ୍ଦ କରି ଥାନ୍ତି । ଆଉ ଆରିୟୱାନ୍ ବିର୍ଲା ଙ୍କୁ ବିଗତ ବର୍ଷ ରେ ରାଜସ୍ତାନ୍ ରୟାଲ୍ କିଣି ଥିବାର ଆପଣ ମାନେ ଜାଣି ଥିବେ ସେ ବି ମାତ୍ର 30 ଲକ୍ଷ ଟଙ୍କା ରେ । ଏହା ତାଙ୍କ ନଜର ରେ ଦେଖିଲେ ନିଶ୍ଚିତ ଭାବେ କମ୍ ହେବ କାରଣ ସେ ହେଲେ ଆଦିତ୍ୟ ବିର୍ଲା ଗୃପ୍ ର ଚେୟାର୍ ମ୍ୟନ୍ ମଙ୍ଗଳ ଙ୍କ ଏକ ମାତ୍ର ପୁଅ ଆରିୟୱାନ୍ ବିର୍ଲା ।