ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଖାଦ୍ୟ ତଥା ସ୍ୱାସ୍ଥ୍ୟ ସମ୍ବନ୍ଧିତ କଥାବସ୍ତୁ କହିବାକୁ ଯାଉଛୁ ଆଉ ତାହା ହୁଏତ ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଏହି ବାବଦରେ ଆପଣ ଜାଣନ୍ତୁ। ଆପଣ କଳାଜୀରା ବାବଦରେ ତ ବହୁତ ଭଲ ଭାବେ ଜାଣିଥିବେ।
ଏହା ସହିତ ହି ଆପଣ ଜାଣିଥିବେ କି କଳାଜୀରା କିଭଳି ଭାବେ ଆପଣଙ୍କ ଖାଦ୍ୟକୁ ଭଲ ଫ୍ଲେବର ଦେବା ସହ ଆପଣଙ୍କ ଖାଦ୍ୟର ସ୍ୱାଦ ଦୁଇଗୁଣ କରିଥାଏ। ମାତ୍ର ଏହା ସବୁ ବ୍ୟତୀତ କଳାଜୀରାର ଆହୁରି ଅନେକ ଫାଇଦା ଅଛି ଯାହା କି ହୁଏତ ଆପଣଙ୍କୁ ଅଜଣା ଥିବ ଆଉ ସେହି ସବୁ ବାବଦରେ ହି ଆଜି ଆମେ କହିବୁ। ତେବେ ଏହା ସହିତ ଆମେ କଳାଜୀରାର ବ୍ୟବହାର ସମ୍ବନ୍ଧରେ ମଧ୍ୟ କହିଛୁ ଆଉ ତାହା ବାବଦରେ ଆପଣ ଜାଣିବା ଦରକାର।
ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ କଳାଜୀରାର ଫାଇଦା ବାବଦରେ କହିବୁ ଯାହା କି ଆପଣଙ୍କୁ ଅନେକ ଫାଇଦା ଦେବ। ଆସନ୍ତୁ ଜାଣିବା।
ତେବେ ଆପଣ ଯଦି ଜାଣି ନାହାନ୍ତି ତାହେଲେ ଜାଣନ୍ତୁ କି କଳାଜୀରା ଭିତରେ ଆଣ୍ଟି ଅକ୍ସିଡ଼ାନ୍ଟ ଭରା ରହିଥାଏ। ଏହା ଆପଣନ୍କ ସ୍କିନ ସୁଧାରିବା ସହ ଆପଣନ୍କ ମୁହଁରେ ଥିବା ବ୍ରଣ ତଥା ଅନ୍ୟାନ୍ୟ ଚିହ୍ନବର୍ଣ ହଟାଇ ଥାଏ। ଆପଣ ଯଦି ନିଜ ସ୍କିନ ଉପରୁ ବ୍ରଣ ହଟାଇବାକୁ ଚାହାନ୍ତି ତାହେଲେ ଆପଣ କଳାଜୀରାର ତେଲ ଆଣନ୍ତୁ ଆଉ ତାହାକୁ ଗୋଟେ କପ ମୋସମ୍ବିର ଯୁସ ଆଣି ତାହା ସହ ମିଶାନ୍ତୁ। ତାହାକୁ ନିଜ ସ୍କିନ ଉପରେ ଫେସ ପ୍ୟାକ କରି ଲଗାଇଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ଚେହେରା ସ୍ପଷ୍ଟ ହେଇଯିବ।
ଏହାପର ଫାଇଦା ଯାହା ଆପଣଙ୍କୁ ହେଇପାରେ ତାହା ହେଉଛି କି ଏହାଦ୍ୱାରା ଆପଣଙ୍କ ଡାଇବେଟିସ ଠିକ ହେଇପାରେ। ଆପଣ ଡାଇବେଟିସ ଠିକ କରିବା ପାଇଁ କଳାଜୀରା ତେଲ ଆଣି ତାହାକୁ ବ୍ଲାକ କଫି ସହ ମିଶାଇ ଖାନ୍ତୁ। ଏହାଦ୍ୱାରା ଆପଣଙ୍କ ସୁଗାର ସ୍ତର ଠିକ ରହିବ ଆଉ ଆପଣଙ୍କ ଡାଇବେଟିସ ଠିକ ରହିବ।ଏହାପର ଫାଇଦା ଯାହା ହେଇପାରେ ତାହା ହେଉଛି କି ଆପଣ ଏହାଦ୍ୱାରା ନିଜର ଆସ୍ଥମା ଠିକ କରିପାରିବେ। ଆପଣ ଏହାକୁ ଏକ ଚାମଚ ମହୁ ସହ ମିଶାଇ ଖାନ୍ତୁ ଯାହାଦ୍ୱାରା କି ଆପଣଙ୍କ ଆସ୍ଥାମା ଠିକ ହେଇଯିବ।