ଆଜି ଆମେ ଆଉ ଥରେ ଆପଣଙ୍କ ପାଖରେ ଭାରତର ଏକ ରାଜ୍ୟ ତାମିଲନାଡୁ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଜରୁରୀ ହେଇପାରେ। ତାମିଲନାଡୁ ଭାରତର କିଛି ସବୁଠୁ ସୁନ୍ଦର ସ୍ଥାନ ମାନଙ୍କ ଭିତରୁ ଅନ୍ୟତ୍ତମ ଅଟେ। ଯେତେ ବି ଲୋକ ଦୁନିଆରେ ଅଛନ୍ତି ସେମାନେ ସମସ୍ତେ ଯେତେବେଳେ ଦୁନିଆର କିଛି ସବୁଠୁ ସୁନ୍ଦର ସ୍ଥାନ ମାନଙ୍କ କଥା କୁହନ୍ତି ସେତେବେଳେ ତାହା ଭିତରେ ସ୍ୱିଜରଲ୍ୟାଣ୍ଡ ନାମ ନିଶ୍ଚୟ ଆସିଥାଏ। ମାତ୍ର ଯଦି ଆପଣ ମଧ୍ୟ ସ୍ୱିଜର ଲ୍ୟାଣ୍ଡକୁ ଭଲ ପାଆନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଖରେ ଆମ ଭାରତର ହି ଏକ ସ୍ଥାନ ବାବଦରେ କହିବୁ ଯାହା କି ବହୁତ ସୁନ୍ଦର ଅଟେ ଆଉ ତାହା ଠାରେ ବୁଲିବା ପାଇଁ ଆପଣଙ୍କୁ ବେସି ବଜେଟର ଆବଶ୍ୟକତା ହି ନାହିଁ।
ଏହି ସ୍ଥାନ ମଧ୍ୟ ତାମିଲନାଡୁର କୋଡାଇ କେନାଲ ଠାରେ ଅବସ୍ଥିତ ଅଟେ ଆଉ ତାହା ଭାରତର କିଛି ସବୁଠୁ ସୁନ୍ଦର ସ୍ଥାନ ମାନଙ୍କ ଭିତରୁ ଏକ ଅଟେ। ଏହିଭଳି ଭାବେ ଅନେକ ସ୍ଥାନ ଅଛି ଯାହା କି କେବଳ ଏହି ରାଜ୍ୟରେ ଅବସ୍ଥିତ ଆଉ ଆଜି ଆମେ ସେହି ସ୍ଥାନ ମାନଙ୍କ ବାବଦରେ ହି କହିବାକୁ ଯାଉଛୁ। ଆସନ୍ତୁ ଆମେ ଜାଣିବା ଏହି ସ୍ଥାନ ମାନଙ୍କ ବାବଦରେ ଯାହା କି କେବଳ ତାମିଲନାଡୁ ଭିତରେ ଅବସ୍ଥିତ।
ଏହି ରାଜ୍ୟ ଭାରତର କିଛି ସବୁଠୁ ପୁରାତନ ରାଜ୍ୟ ମାନଙ୍କ ଭିତରୁ ଅନ୍ୟତ୍ତମ ଅଟେ। ଏହାର ପୁରାତନ ସଭ୍ୟତା ତଥା ପୁରବୀୟ କାର୍ଯ୍ୟକଳାପ ସାରା ଦୁନିଆର ଲୋକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଏହି ରାଜ୍ୟରେ ଅନେକ ପୁରାତନ ମନ୍ଦିର, ମନ୍ଦିର କାର୍ଯ୍ୟକଳାପ ରହିଛି ଆଉ ଏଗୁଡିକ ସାରା ଦୁନିଆର ପର୍ଯ୍ୟଟନ ମାନଙ୍କ ଭିତରୁ ଏକ ଅଟେ।
ଏହି ରାଜ୍ୟର ରାଜଧାନୀ ଅଟେ ଚେନ୍ନାଇ ଆଉ ତାହା ଦୁନିଆର କିଛି ସବୁଠୁ ସଫା ସହର ମାନଙ୍କ ଭିତରୁ ଏକ ଅଟେ। ତେବେ ଏହି ରାଜ୍ୟର ପ୍ରଧାନ ଭାଷା ଅଟେ ତାମିଲ ଯାହା କି ସାରା ରାଜ୍ୟର ଲୋକଙ୍କର ପସନ୍ଦ ଅଟେ। ଏହି ରାଜ୍ୟରେ ଅନ୍ୟାନ୍ୟ ଭାଷା କୁହା ଯାଇନଥାଏ। ନା କେବଳ ତାମିଲନାଡୁ ବରଂ ଶ୍ରୀଲଙ୍କା, ସିଙ୍ଗାପୁର, ମରିସସ ଭଳି ଦେଶ ମାନଙ୍କରେ ମଧ୍ୟ ତାମିଲ ଭାଷା ପ୍ରଚଳିତ ଅଛି।
ଏହି ରାଜ୍ୟର ପ୍ରଧାନ ବସ୍ତ୍ର ଅଟେ ଲୁଙ୍ଗି ସହ ଶାର୍ଟ। ଏହା ରାଜ୍ୟରେ କସ୍ତା ଧୋତି ସହ ପିନ୍ଧା ଯାଇଥାଏ ଯାହା କି ଅତ୍ୟନ୍ତ ସୁନ୍ଦର ଦେଖା ଯାଇଥାଏ। ଏହି ରାଜ୍ୟର ଏହି ପ୍ରଧାନ ବସ୍ତ୍ର ଥାଏ ଯାହା କି ଆମକୁ ଏହିଭଳି ହି ନଜର ଆସିଥାଏ। ଏଠାକାର ଲୋକ ମାନେ ମଧ୍ୟ ଲୁଙ୍ଗି ଶାର୍ଟ ସହ ମଥାରେ ଚନ୍ଦନ ମଧ୍ୟ ଲଗାନ୍ତି ଯାହା କି ବହୁତ ଟ୍ରାଡିସନାଲ ଲାଗିଥାଏ। ଏହି ରାଜ୍ୟ ବହୁତ ସଂସ୍କୃତି ସହ ରହିଥାଏ।