ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ ଆମେ ଚର୍ଚା କରିବୁ ଯାହା କି ଆପଣଙ୍କ ପାଇଁ ଦରକାରୀ ହେଇପାରେ ଆଉ ତାହାର ତତ୍ତ୍ୱ ଆପଣଙ୍କ ପାଇଁ ନିହାତି ଜରୁରୀ ହେଇପାରେ। ତେବେ ଚୁଟି ଝଡ଼ିବା ଆଜିକାଲିର ଏକ ବଡ଼ ସମସ୍ୟା ହେଇ ଯାଇଛି ଆଉ ଏହାକୁ ନିୟନ୍ତ୍ରଣ କରିବା ଆମ ପକ୍ଷେ ସମ୍ଭବପର ହେଇ ପାରୁନାହିଁ। ତେବେ ଆପଣଙ୍କୁ ଜାଣିବା ଦରକାର କି ପ୍ରତିଦିନ ଆପଣ ଚୁଟି ଝଡ଼ିଥାଏ ଆଉ ଯଦି ଆପଣଙ୍କ ମୁଣ୍ଡରୁ ପ୍ରତିଦିନ ୧୦-୧୫୦ ଚୁଟି ଝଡ ତାହେଲେ ତାହା ଠିକ ଅଟେ କାରଣ ଆମ ଶରୀରକୁ ଜଣା ଥାଏ କି ତାହା ଦୁର୍ବଳ ଅଟେ ଆଉ ଦୁର୍ବଳକୁ ତାହା ବାହାର କରେ ଯାହାଦ୍ୱାରା କି ଆଗକୁ ଆହୁରି ଭଲ ଆଉ ଶବଳ ଚୁଟି ତାହାର ସ୍ଥାନ ଗ୍ରହଣ କରିପାରିବ। ତେଣୁ ଆପଣ ଏହା ବାବଦରେ ବେସି ଭାବିବା ହି ଛାଡି ଦିଅନ୍ତୁ ଆଉ ଏହା ଉପରେ କାମ କରିବା ଆରମ୍ଭ କରନ୍ତୁ।
ତେବେ ଏହାପରେ ଆସେ ଆପଣଙ୍କର ଚୁଟି ଝଡ଼ିବାର ଆଉ କିଛି କାରଣ। ତାହାରି ବାବଦରେ ହି ଆମେ ଆଜି ଚର୍ଚ୍ଚା କରିବୁ ଯାହା କି ଆପଣଙ୍କ ପାଇଁ ଜରୁରୀ ହେଇପାରେ। ତେବେ ଚୁଟି ଝଡ଼ିବାର ମୁଖ୍ୟ କାରଣ ଏହା ହେଇଥାଏ କି ତାହା ଆପଣଙ୍କ ଜିନ ଉପରେ ନିର୍ଭର କରିଥାଏ ଆଉ ତାହାର ବେସି ପ୍ରଭାବ ଆପଣଙ୍କ ଜିନ ଉପରେ ରହିଥାଏ। ଏହାକୁ ନିୟନ୍ତ୍ରଣ ଜରିବାର ସବୁଠୁ ବଡ଼ ଉପାୟ ମାନଙ୍କ ଭିତରୁ ଏକ ହେଉଛି ଯୋଗ। ଯୋଗ କରିବା ଦ୍ୱାରା ସତରେ ଆପଣଙ୍କ ଚୁଟି ଝଡ଼ିବା କମ ହେଇଥାଏ ଆଉ ଆପଣଙ୍କ ମୁହଁ ଉପରେ ଅଲଗା ହି ଗ୍ଲୋ ଆସି ଯାଇଥାଏ।
ଏହାର ଆଉ ଏକ କାରଣ ହେଇପାରେ ଆମ ଶରୀରରେ ଖାଦ୍ୟପଦାର୍ଥର ଅଭାବ। ଆଇରନ, ମ୍ୟାଗ୍ନେସିଆମ, ଫସଫରସ, ଭିଟାମିନ ତଥା କ୍ୟାଲସିଆମର କମି ଆମ ଶରୀରକୁ ବହୁତ ପ୍ରଭାବିତ କରିଥାଏ ଆଉ ତାହାର ଅଭାବରେ ଆମ ଚୁଟି ଝଡ଼ିବା ଆରମ୍ଭ ହେଉଥାଏ। ଏହାକୁ ଭରଣା କରିବା ପାଇଁ ଆପଣ ଅଧିକ ଆଇରନ ଥିବା ଖାଦ୍ୟପଦାର୍ଥ ଗ୍ରହଣ କରିବା ଆରମ୍ଭ କରନ୍ତୁ ଆଉ ତାହା ସହ ଅଧିକ କ୍ୟାଲସିଆମ ଥିବା ଖାଦ୍ୟପଦାର୍ଥ ମଧ୍ୟ ଗ୍ରହଣ କରିବା ଆରମ୍ଭ କରନ୍ତୁ।
ଆହୁରି ଏକ କାରଣ ହେଇଥାଏ ରାତିରେ କମ ଶୋଇବା ଆଉ ଅଧିକ ଚିନ୍ତା କରିବା। ଏହି କାରଣରୁ ମଧ୍ୟ ଆପଣଙ୍କର ଚୁଟି ଝଡ଼ିବା ଅଧିକ ହେଇଥାଏ। ଏହା ସବୁ ଜିନିଷକୁ ପ୍ରଭାବିତ କରିଥାଏ ଆଉ ଚୁଟି ହି ନୁହଁ ଆପଣଙ୍କ ପୁରା ଶରୀର ହି ଏହାଦ୍ୱାରା ପ୍ରଭାବିତ ହେଇଥାଏ। ଏହାକୁ ଆପଣ ନିୟନ୍ତ୍ରଣ କରିବା ପାଇଁ ଆପଣ କମ ଚିନ୍ତା କରିବା ଆରମ୍ଭ କରନ୍ତୁ ଆଉ ନିଜ ଶରୀରର ଟିକେ ଯତ୍ନ ନିଅନ୍ତୁ। ଚୁଟି ଝଡ଼ିବା କମ ହେବ।