blood

ଆସିଗଲା ରକ୍ତ ସଫା କରିବାର ପ୍ରଣାଳୀ – ଗୋଟିଏ କ୍ଲିକରେ ଜାଣନ୍ତୁ |

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ବିଷୟ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର ଆଉ ତାହା ବାବଦରେ ଆସନ୍ତୁ ଆମେ ଜାଣିବା। ଆପଣଙ୍କ ଶରୀରରେ ରକ୍ତ ଆପଣଙ୍କ ପାଇ ବହୁତ ଅଧିକ ମହତ୍ତ୍ୱପୂର୍ଣ ହେଇଥାଏ। ଏହା ଏକମାତ୍ର ମାଧ୍ୟମ ଯାହା କି ଆପଣଙ୍କ ଅଙ୍ଗ ମାନଙ୍କୁ ଆପଣଙ୍କ ଟିସୁ ସହ ମିଶାଇ ଥାଏ ଆଉ ତାଙ୍କ ସହ ସମ୍ପର୍କିତ କରିଥାଏ।

ତେବେ ଏହାର ଯତ୍ନ କରିବା ନିହାତି ଦରକାର କାରଣ ଏହା ଆମ ଶରୀରର ଏକ ଅଂଶ ଅଟେ ଯାହାର ସଫା ରହିବା ନିହାତି ଜରୁରୀ ଅଟେ। ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ରକ୍ତ ସଫା କରିବାର ଉପାୟ ମାନଙ୍କ ବାବଦରେ କହିବାକୁ ଯାଉଛୁ।

blood
ଆଜିର ବ୍ୟସ୍ତବହୁଲ ଜୀବନରେ ରକ୍ତ ପାଇଁ ଆଉ କେହି ଧ୍ୟାନ ଦେଉନାହାନ୍ତି। ଏହି ରକ୍ତ ଆପଣଙ୍କ ଡେରିରେ ଶୋଇବା ଅଭ୍ୟାସ, ଖରାପ ଖାଦ୍ୟଅଭ୍ୟାସ ତଥା ଆପଣଙ୍କ ଅଧିକ ଚିନ୍ତା କରିବାର ଅଭ୍ୟାସ ଦ୍ୱାରା ଦୂଷିତ ହେଇ ଯାଉଛି। ଏହାକୁ ସଫା କରିବାର ଅଳ୍ପ କିଛି ଉପାୟ ହି ଅଛି। ଆପଣ ନିଜର ଖାଦ୍ୟଅଭ୍ୟାସରେ ବଦଳ କରିବା ଦ୍ୱାରା ହି ଏହାକୁ ପରିବର୍ତ୍ତନ କରିପାରିବେ। ତେବେ ଆସନ୍ତୁ ଆମେ ଏହା ବାବଦରେ କହିବା କି ଆପଣ ନିଜର ଖାଦ୍ୟଭ୍ୟାସରେ ପରିବର୍ତ୍ତନ କିପରି କରିବେ।

blood

ତେବେ ଆପଣ ଯଦି ପ୍ରତିଦିନ ବିଟ ରୁଟ ଖାଇବେ ତାହେଲେ ତାହା ଆପଣଙ୍କ ରକ୍ତ ସଫା କରିବାରେ ସହାୟକ ହେଇପାରେ। ଏହା ଭିତରେ ଅନେକ ପ୍ରକାରର ଆଣ୍ଟି ଅକ୍ସିଡ଼ାଣ୍ଟ ଥାଏ ଯାହା କି ଆପଣଙ୍କ ଶରୀରକୁ ସୁସ୍ଥ ରଖିବା ସହ ଆପଣଙ୍କ ରକ୍ତ ସଫା କରିଥାଏ। ଏହାର ଦୈନନ୍ଦିନ ସେବନ ଆପଣଙ୍କ ରକ୍ତ ସଫା କରି ପାରିଥାଏ।

ଏହାପରେ ଯାହା ଆପଣଙ୍କୁ ସେବନ କରିବା ଦରକାର ତାହା ହେଉଛି ବନ୍ଧାକୋବି। ଏହାକୁ ଆୟୁରଭେଦରେ ରକ୍ତ ସଫା କରା ଖାଦ୍ୟ ଭାବେ ମନା ଯାଇଥାଏ। ଏହା ପ୍ରାକୃତିକ ଭାବେ ଆପଣଙ୍କ ଶରୀରରୁ ଓଭର ଲୋଡ଼ ଥିବା ଟାକ୍ସିନ ବାହାର କରିଥାଏ ଆଉ ଆପଣଙ୍କୁ ଆରାମ ଦେଇଥାଏ।ଏହାପରେ ଯାହା ସେବନ କରିବା ଦରକାର ତାହା ହେଉଛି ହଳଦୀ ପାଉଡର ଥିବା କ୍ଷୀର। ଏହା ଆମ ରକ୍ତ ତୁରନ୍ତ ସଫା କରି ଆଉ ତାହାକୁ ହିଲ କରିଥାଏ।

Leave a Reply

Your email address will not be published. Required fields are marked *