ଆଜି ଆଉ ଏକ ବଡ଼ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ବାବଦରେ ଆମେ ଚର୍ଚ୍ଚା କରିବୁ। ତେବେ ଏହି ସମୟରେ ସବୁ ଲୋକଙ୍କ ଭିତରେ ଅନେକ ସମସ୍ୟା ଦେଖା ଯାଉଛି। ଏହି ସବୁ ସମସ୍ୟା ମାନଙ୍କ ଭିତରୁ ଡାଇବେଟିସ ଅଥବା ମଧୁମେୟ ରୋଗ ଗୋଟିଏ ଅଟେ। ଏହାର ସମାଧାନ ଆଉ ପ୍ରାୟତଃ ଏତେ ପରିମାଣରେ ଆଜି ନାହିଁ ଆଉ ତାହାର ସମସ୍ୟା ବାବଦରେ ଆମେ ସବୁ ଅବଗତ ଅଛୁ। ତେବେ ବୟସ ଅଧିକ ହେବା ସହିତ ଆମ ଶରୀରେ ପୋଷକ ତତ୍ତ୍ୱର ଅଭାବ ହେଇଯାଏ ଆଉ ଆଜିକାଲିର ଏହି ବ୍ୟସ୍ତ ଭରା ସମାଜ ଭିତରେ ନିଜର ଖାଦ୍ୟ ପେୟ ପ୍ରତି ଅସାବଧାନ ହେବା ସାଧାରଣ।
କାରଣ ଆଜିକାଲି ଲୋକଙ୍କର ସମସ୍ତ କାମ ବସି ବସି ହି ହେଉଛି ଆଉ ତାହାଦ୍ୱାରା ଆମ ଶରୀର ପୁରା ଅଳସୁଆ ହେଇ ଯାଉଛି ଆଉ କୋଳେସ୍ତେରୋଲର ସ୍ତର ବଢିବା ସହ ଆମ ଶରୀର ସୁସ୍ଥ ମଧ୍ୟ ହେଉନାହିଁ। ଏହାର ପ୍ରଭାବ ଏହା ଅଛି କି ଆପଣଙ୍କ ଶରୀର ଉପରେ ଏହି ସବୁର ପରୋକ୍ଷ ପ୍ରଭାବ ପଡୁଛି ଆଉ ତାହା ହି ପ୍ରଶ୍ନ କି ତାହାର ସମାଧାନ କିପରି। ଆଜିର ଏହି ଉପାୟ ଆପଣଙ୍କ ଏହି ସମସ୍ୟାର ସମାଧାନ କରିବାକୁ ଯାଉଛି। କଣ ଆପଣ ଜାଣନ୍ତି କି ମଧୁମେୟ ରୋଗ କଣ ଆଉ ତାହା କିପରି ଆଉ କେଉଁ କାରଣରୁ ହେଇଥାଏ? ଆଜି ଆମେ ତାହାର ଉପଚାର କରିବାର ଦେଶୀ ତଥା ଘରୋଇ ଉପାୟ କହିବାକୁ ଯାଉଛୁ। ଆସନ୍ତୁ ଆମେ ଆଉ ଡେରି ନକରି ଏହି ଉପାୟ ବାବଦରେ ଆରମ୍ଭ କରିବା।
ପ୍ରଥମେ ଆପଣଙ୍କୁ ଜାଣିବା ଦରକାର କି ଏହି ମଧୁମେୟ ରୋଗ ପ୍ରକୃତରେ କଣ ଅଟେ ଆଉ ତାହା କାହିଁକି ହେଇଥାଏ। ଏହା ହେବାପରେ ରୋଗୀ ଭିତରେ ମୁଣ୍ଡ ଦରଜ ତଥା ଅନ୍ୟାନ୍ୟ ଆଣ୍ଠୁ ଗଣ୍ଠି ଦରଜ ହେବା ସ୍ବାଭାବିକ ଅଟେ ଆଉ ତାହାର ଏପରି କିଛି ସ୍ଥାୟୀ ଉପଚାର ତ ନାହିଁ ମାତ୍ର ତାହାର ଚିକିତ୍ସା ନିଜର ଖାଦ୍ୟ ପେୟର ବଦଳ କରିବା ଦ୍ୱାରା କରା ଯାଇ ପାରିଥାଏ। ଏହା ହେବାପରେ ଆପଣଙ୍କ ଶରୀରର ରକ୍ତରେ ସୁଗାର ସ୍ତର ବଢି ଯାଇଥାଏ ଆଉ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ। ଏହାର ଅନେକ ଉପଚାର ଅଛି ମାତ୍ର ଆପଣଙ୍କୁ କିଛି ପ୍ରଭାବଶାଳୀ ଉପାୟ ହି କରିବା ଦରକାର।
ଆପଣ ଏକ ଗ୍ଲାସ ଅଁଳା ଯୁସ ଭିତରେ ୧୦ ଗ୍ରାମ ହଳଦୀ ପାଉଡର ମିଶାଇ ପ୍ରତିଦିନ ପିଅନ୍ତୁ।।ଏହାଦ୍ୱାରା ଆପଣନ୍କ ସୁଗାର ସ୍ତର କମିଯିବ ଆଉ ତାହାର ପରୋକ୍ଷ ପ୍ରଭାବ ଆପଣଙ୍କ ରୋଗ ଉପରେ ପଡିବ।ଏହା ବ୍ୟତୀତ ଆପଣ ଏକ କଲରା, ଏକ କାକୁଡି ତଥା ଏକ ଟମାଟୋ ମିଶାଇ ତାହାକୁ ଯୁସ ବନାଇ ପିଅନ୍ତୁ ଯାହା କି ଡାଇବେଟିସକୁ ଦୂର କରିଥାଏ। ଏହା ବ୍ୟତୀତ ଆପଣ ପାନମହୁରୀ ଖାଇବା ଆରମ୍ଭ କରନ୍ତୁ ଯାହା କି ଡାଇବେଟିସ ପାଇଁ ବହୁତ ଅଧିକ ଫାଇଦା ଦେଇଥାଏ।