metter

ବିଜୁଳୀ ବିଲକୁ ନେଇ ମୋଦୀ କରିଲେ ବଡ ଘୋଷଣା , ଘରେ ଇଲେକ୍ଟ୍ରି ମିଟର ଥିଲେ ନିଶ୍ଚୟ ପଢନ୍ତୁ ଏ ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏମିତି ରେ ବିଗତ ଦିନ ମାନଙ୍କ ରେ ମୋଦି ସରକାର ବହୁତ ଗୁଡ଼ିଏ ଯୋଜନା ମାନ ତିଆରି କରି ଥିବାର ଆପଣ ମାନେ ନିଶ୍ଚିଚ ଭାବେ ଜାଣି ଥିବେ । କେବଳ ସେହି କାରଣ ରୁ ହିଁ ଆଜିର ଦିନ ରେ ସାଧାରଣ ଲୋକ ମାନଙ୍କୁ ବହୁତ ଗୁଡ଼ିଏ ଅସୁବିଧା ର ସାମ୍ନା ହେବାରୁ ବଞ୍ଚିତ ହେବା ପାଇଁ ପଡୁଛି । ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ଏହି ଦିନରେ ମୋଦି ସରକାର ବିଜୁଳୀ କୁ ନେଇ ସେମିତି ହିଁ ଆଉ ଗୋଟିଏ ନୂଆ ନିୟମ ବାହାର କରି ଛନ୍ତି । ଯେଉଁ ବିଷୟରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଯେଉଁ ବିଷୟ ରେ ଜାଣି କରି ଆପଣ ମାନେ ନିଶ୍ଚିତ ଭାବେ ଖୁସି ହୋଇ ଯିବେ ।

ଏମିତି ରେ ଏବେ ଶୀତ ଋତୁ ଆରମ୍ଭ ହେବାକୁ ଜାଉ ଥିବା ବେଳେ ମୋଦି ସରକାର ବିଯୁଳୀ ମିଟର କୁ ନେଇ ନୂଆ ନୂଆ ନିୟମ ତିଆରି କରିବାରେ ଲାଗିଛନ୍ତି । ତେବେ ଆସନ୍ତୁ ଆମେ ସେହି ସବୁ ବିଷୟରେ ଜାଣି ନେବା କି କଣ କଣ ରହିଛି ଏହି ସବୁ ନିୟମ । ତେବେ ଏହି ସୂଚନା ଅନୁସାରେ ଯଦି ଆପଣ ମାନଙ୍କ ଘରେ ନିଜର ମିଟର ଲାଗିଛି ତେବେ ଏହା ଆପଣ ମାନଙ୍କ ପାଇଁ ସଠିକ୍ ଖବର ଅଟେ । ସୂଚନା ଦେବୁ କି ଏହି ଦିନ ରେ ମୋଦି ସରକାର ଏହି ଯୋଜନା ରେ ପ୍ରତ୍ୟେକ ଘରେ ବିଯୁଳୀ କୁ ନେଇ ପ୍ରିପେଡ୍ କାର୍ଯ୍ୟ ର କାର୍ଯ୍ୟ କାରୀ କରିବାର ରହିଛି ।

ତେବେ ଏହି ଯୋଜନା ମୁତାବକ ଆପଣ ମାନଙ୍କ ବିଯୁଳୀ ମିଟର ରେ ଏକ କାର୍ଡ ସିଷ୍ଟମ ଲଗାଇବା ପାଇଁ ଜାଉଛନ୍ତି ମୋଦି ସରକାର । ଏହାର ଫଳ ରେ ଆପଣ ମାନଙ୍କୁ ଆଉ ଲାଇନ୍ ରେ ଛିଡା ହୋଇ ବିଲ୍ ପେ କରିବା ପାଇଁ ପଡିବ ନାହିଁ । ତେବେ ଆପଣ ମାନେ ଘରେ ରହି ନିଜର କାର୍ଡ କୁ  ମୋବାଇଲ ରିଚାର୍ଜ କଲା ପରି ଭରି ପାରିବେ ବୋଲି ସେ ସୂଚନା ଦେଇ ଛନ୍ତି । ଏଥିରେ ଆପଣ ଯେତେ ଦିନ ର ଟଙ୍କା ପକାଇବେ ଠିକ୍ ସେତିକି ହିଁ ଦିନ ପର୍ଯ୍ୟନ୍ତ ଆପଣ ମାନେ ବିଯୁଳୀ ର ବ୍ୟବହାର କରିପାରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *