badam

ବାଦାମ ଖାଇବାକୁ ଭଲ ପାଆନ୍ତି କି ? ଆସନ୍ତୁ ଜାଣିବା ଏହାର ଫାଇଦା ଆଉ କ୍ଷତି ମାନଙ୍କ ବାବଦରେ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଏକ ଖାଦ୍ୟର ସ୍ୱତନ୍ତ୍ରତା ତଥା ଏହାର ଫାଇଦା ମାନଙ୍କ ବାବଦରେ କହିବାକୁ ଯାଉଛୁ। ଦୁର୍ବଳତା ଦୂର କରିବା ଆପଣଙ୍କ ପାଇଁ ଆବଶ୍ୟକ ଅଟେ। ତେବେ ଆଜି ଆମେ ଆପଣଙ୍କ କିଛି ଏପରି ଉପାୟ କହିବୁ ଯାହାଦ୍ୱାରା କି ଆପଣ ନିଜର ଦୁର୍ବଳତା ଦୂର କରିବେ ତ ଆପଣ ଦୁର୍ବଳ ହେଇଥାନ୍ତୁ ଅଥବା ଶବଳ ଆପଣଙ୍କୁ ଏହା ଫାଇଦା ପହଂଚାଇବ।

ଆପଣଙ୍କ ଶରୀରର ଶକ୍ତି କେବଳ ଆପଣଙ୍କ ଖାଦ୍ୟଅଭ୍ୟାସ ଦ୍ୱାରା ହି ଆସିଥାଏ। ଆପଣ ନିଜର ଦୁର୍ବଳତା ସେତେବେଳେ ଡିର କରିବେ ଯେତେବେଳେ ଆପଣ ନିଜର ଖାଦ୍ୟ ଅଭ୍ୟାସ ଦୂର କରିବେ। ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ। ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ।

badam 1

ବାଦାମ ଅଥବା ଆଲମଣ୍ଡ ଆପଣଙ୍କ ଖାଦ୍ୟଅଭ୍ୟାସର ଏକ ବହୁତ ବଡ଼ ନମୁନା ଅଟେ ଯାହା କି ଆପଣଙ୍କ ଶରୀରର ରୋଗ ବୈରାଗ ଦୂର କରିବା ସହ ଆପଣଙ୍କ ଦୁର୍ବଳତା ଦୂର କରିବାରେ ସହାୟକ ହେଇଥାଏ। ଆମେ କହିବାକୁ ଯାଉଛୁ ବାଦାମ ଅଥବା ଆଲମଣ୍ଡର ଫାଇଦା ତଥା ଏହାର କ୍ଷତି ବାବଦରେ। ଆପଣ ଯଦି ବାଦାମ ଖାଇବାକୁ ଭଲ ପାଉଥାନ୍ତି ତାହେଲେ ଆଜିର ବିଷୟ ଆପଣଙ୍କ ପାଇଁ ଅଟେ। ବାଦାମ କେତେ ଖାଇଲେ ଆପଣଙ୍କୁ ଫାଇଦା ହେଇଥାଏ ତଥା କମ ଖାଇଲେ କଣ ହେଇଥାଏ ସେହି ସବୁ ବାବଦରେ ଆପଣଙ୍କୁ ଜାଣିବା ଆଜି ଦରକାର।

ବାଦାମ ଆପଣ ଖାଆନ୍ତି ନିଶ୍ଚୟ ମାତ୍ର ଜାଣନ୍ତି କି ଏହାକୁ କେତେ ମାତ୍ରାରେ ଖାଇବା ଦରକାର? ଅଧିକ ବାଦାମ ଖାଇବା ଦ୍ୱାରା ଆପଣଙ୍କୁ ବଦ ହାଜମି ହେଇଯାଇଥାଏ ଆଉ କମ ବାଦାମ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ କିଛି ଫାଇଦା ମିଳି ନଥାଏ। ବାଦାମ ଆମ ମସ୍ତିସ୍କ ପାଇଁ ବହୁତ ଅଧିକ ଫାଇଦା ପହଞ୍ଚାଇ ଥାଏ। ତେବେ ଏହାର ଚୋପା ବାହାର ଜାରି ଏହାକୁ ପ୍ରତିଦିନ ସକାଳୁ ଖାଇବା ଦ୍ୱାରା ତାହା ଆମ ଶରୀରକୁ ଖାଦ୍ୟସାର ପ୍ରଦାନ କରିଥାଏ। ତେବେ ବଦାମର ଚୋପା ବାହାର ନ କଲେ ତାହା ଭିତରେ ଥିବା ଟ୍ୟାନିନ ନାମକ ପଦାର୍ଥ ବାଦାମକୁ ଅବଶୋଷିତ ହେବାକୁ ଦେଇନଥାଏ। ଏବେ ଆପଣ କହିବେ କି କେତେ ବାଦାମ ଖାଇବା ଦରକାର। ତେବେ ଆମେ କହିବୁ କି ଆପଣ ଏକ ମୁଠାରେ ଭରା ବାଦାମ ଆଣନ୍ତୁ ଆଉ ତାହାକୁ ପାଣିରେ ଭିଯାଇ ସେବନ କରନ୍ତୁ ଯାହାଦ୍ୱାରା କି ଆପଣଙ୍କୁ ଏହାର ସର୍ବାଧିକ ଫାଇଦା ମିଳିବ।

Leave a Reply

Your email address will not be published. Required fields are marked *