man

ପୁରୁଷ ମାନଙ୍କ ପାଇଁ କିଛି ସ୍ବାସ୍ଥ୍ୟଗତ ଟିପସ୍ – ଜାଣି ରଖନ୍ତୁ |

HEALTH

ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ କିଛି ସ୍ବାସ୍ଥ୍ୟଗତ ଟିପ୍ପଣୀ ଯାହା କି ଆପଣଙ୍କ ପାଇଁ ନିହାତି ଜରୁରୀ ହେଇପାରେ। ତେବେ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ପାଇଁ ଏହା ନିତାନ୍ତ ଜରୁରୀ ଅଟେ। ଆଜି ଆମେ ପୁରୁଷ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ଏପରି ବିଷୟ କହିବାକୁ ଯାଉଛୁ ଯାହା କି ଆଜିର ଜମାନାରେ ଆପଣଙ୍କର ଏକ ଜରୁରୀ ହେଇଯିବ। ଆସନ୍ତୁ ଜାଣିବା ଏହା ବାବଦରେ ବିନା ଡେରି କରି।

ଆପଣଙ୍କ ଶରୀର ଆପଣଙ୍କ ପାଇଁ ବହୁତ ଅଧିକ ମହତ୍ତ୍ୱପୂର୍ଣ ହେଇଥାଏ। ଏକ ସୁସ୍ଥ ଶରୀର ଆପଣଙ୍କ ସଫଳତା ଦିଗରେ ଅନେକ କିଛି ଲାଭ କରିଥାଏ। ଏକ ଅସୁସ୍ଥ ଶରୀର ସହ ଆମେ ଜୀବନରେ କିଛି କରିବା ଲକ୍ଷ୍ୟରେ ନଥାଉ। ଆଉ ସୁସ୍ଥ ଶରୀର ପାଇଁ ଆପଣଙ୍କୁ ନିଜର ସ୍ୱାସ୍ଥ୍ୟ ସୁରକ୍ଷା ଉପରେ ଧ୍ୟାନ ଦେବାକୁ ହେଇଥାଏ। ତେବେ ଏହାର ଯତ୍ନ କରିବା ନିହାତି ଦରକାର କାରଣ ଏହା ଆମ ସଫଳତା ଦିଗରେ ଆମ ପାଇଁ ସବୁଠୁ ଅଧିକ ଲାଭଦାୟକ ହେଇଥାଏ। ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚା କରି ସାରିଛୁ।

boy2

ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଆପଣ ନିଜର ସେହି ଶରୀରକୁ ସମ୍ପୂର୍ଣ ରୂପେ ସୁସ୍ଥ କିପରି ରଖିବେ।
ଆପଣ ଯଦି ଅଧିକ ଜଙ୍କ ଫୁଡ଼ ଖାଉଛନ୍ତି ତାହେଲେ ଆପଣ ତାହା ଅଟକାଇ ଦିଅନ୍ତୁ କାରଣ ଏହାଦ୍ୱାରା ଆପଣଙ୍କ ଶୁକ୍ରାଣୁ ମାନଙ୍କର ସଂଖ୍ୟା କମି ଯାଇଥାଏ।

exe
ସକାଳୁ ନିଜର ବ୍ରେକଫାଷ୍ଟ ସହ ଦୁଇଟି କଦଳୀ ନିଶ୍ଚୟ ସାମିଲ କରନ୍ତୁ ଯାହା କି ଆପଣଙ୍କ ସ୍ୱାସ୍ଥ୍ୟ ଉପରର ଭଲ ପ୍ରଭାବ ପକାଇବ।
ଯେଉଁ ଖାଦ୍ୟ ଗୁଡିକ ପ୍ୟାକିଂ ହେଇ ସାରିଥାଏ ଆପଣ ସେହି ଖାଦ୍ୟ ମାନଙ୍କୁ ସେବନ କରିବାକୁ ଟିକେ ଇଛା ପ୍ରକାଶ କରନ୍ତୁ ନାହିଁ କାରଣ ଏଗୁଡିକ ଭିତରେ ଅନେକ ଏପରି ପଦାର୍ଥ ଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହେଇଥାଏ।

ଆପଣ ନିଜର ଶରୀରକୁ ଫିଟ ରଖିବା ପାଇଁ ବ୍ୟାୟାମ ତଥା ଖେଳକୁଦ କରନ୍ତୁ ଆଉ ଏହାକୁ ନିଜର ଦୈନନ୍ଦିନ ଜୀବନର ରୁଟିନ ସହ ସାମିଲ କରନ୍ତୁ।
କଫି, ସୋଢ଼ା ଅଥବା ଅନ୍ୟାନ୍ୟ ପଦାର୍ଥ କେବେ କେବେ ହି ସେବନ କରନ୍ତୁ କାରଣ ଏଥିରେ ଅଧିକ କ୍ୟାଲୋରୀ ଥାଏ।
ଖାଦ୍ୟରେ ଭଲ କ୍ବାଲିଟି ଥିବା ତେଲ ବ୍ୟବହାର କରନ୍ତୁ ଯାହା କି କୋଳେସ୍ତେରଲ କମ କରିବ।

Leave a Reply

Your email address will not be published. Required fields are marked *