que

ଆସନ୍ତୁ ଜାଣିବା କିଛି ସାଧାରଣ ଜ୍ଞାନ ଥିବା ପ୍ରଶ୍ନ ତଥା ତାହାର ଉତ୍ତର ମାନଙ୍କ ବାବଦରେ ।

NEWS

ଆଜି ଆମେ ଆପଣଙ୍କ ପାଖରେ କିଛି ପ୍ରଶ୍ନ ଆଉ ତାହାର ଉତ୍ତର କହିବୁ ଯାହା କି ଓଡିଶା ତଥା ସମଗ୍ର ଭାରତରେ ସବୁ ପରୀକ୍ଷା ତଥା ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷାରେ ପଡିଥାଏ। ତେବେ ଏହା ଜାଣିବା ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ କାରଣ ଆପଣଙ୍କ ପାଇଁ ଆପଣଙ୍କ କ୍ୟାରିଅର ତଥା ଜୀବନ ଅଧିକ ମହତ୍ତ୍ୱପୂର୍ଣ ଅଟେ। ତେବେ ଆସନ୍ତୁ ଆରମ୍ଭ କରିବା ଏହି ସମସ୍ତ ପ୍ରଶ୍ନ ଆଉ ତାହାର ଉତ୍ତର ମାନଙ୍କ ବାବଦରେ।

ଆପଣଙ୍କ ପାଇଁ ପ୍ରଥମ ପ୍ରଶ୍ନ,

୧:- ଦୁନିଆର ସବୁଠୁ ବଡ଼ କୋଠାଘର କେଉଁଟା

: ତାଜ ମହଲ :ଜୁମ୍ମା ମସଜିଦ
:ଲାଲ କିଲ୍ଲା :ବୁର୍ଜ ଖଲିଫା

ଆପଣଙ୍କର ଉତ୍ତର ହେଉଛି ବୁର୍ଜ ଖଲିଫା।

୨:- ଭାରତ କେଉଁ ଦେଶ ପାଖରୁ ସର୍ବାଧିକ ହାତୀୟାର କିଣିଥାଏ।

: ବ୍ରିଟେନ :ରୁଷିଆ
: ବ୍ରାଜିଲ : ଜାପାନ

ଆପଣଙ୍କର ଉତ୍ତର ହେଉଛି ରୁଷିଆ।

que

୩:- ଏହାପର ପ୍ରଶ୍ନ କି ବିଏମଡବ୍ଲୁ କେଉଁ ଦେଶର କମ୍ପାନୀ ଅଟେ?

:ଜର୍ମାନୀ। :ଆମେରିକା
: ଚୀନ। : ଜାପାନ

ଏହାର ସଠିକ ଉତ୍ତର ହେଉଛି ଜର୍ମାନୀ।

୪:- ଏହାପର ପ୍ରଶ୍ନ ଅଟେ କି ଭାରତର ରାଷ୍ଟ୍ରବାଗ ପଶୁ କିଏ ଅଟେ।

:ବାଘ :ସିଂହ
:ହାତୀ। : ଚିତା

ଏହାର ସଠିକ ଉତ୍ତର ହେଉଛି ହାତୀ।

୫:- ଏହାପର ପ୍ରଶ୍ନ କି ଭାରତର ଅଯନ୍ତା ଗୁମ୍ଫା କେଉଁ ରାଜ୍ୟରେ ଅବସ୍ଥିତ ଅଟେ।

:କେରଳ। :କର୍ଣ୍ଣାଟକ
:ଓଡିଶା। : ମହାରାଷ୍ଟ୍ର

୬:- ଧଲାକ୍ରାନ୍ତିର ଉତ୍ପାଦନ କାହା ସହ ସମ୍ପର୍କିତ ଅଟେ?

:କ୍ଷୀର ଉତ୍ପାଦନ ସହ :ଚାଉଳ ଉତ୍ପାଦନ ସହ
:ଗହମ ଉତ୍ପାଦନ ସହ। : ବାଜରା ଉତ୍ପାଦନ ସହ

ଆପଣଙ୍କର ସଠିକ ଉତ୍ତର ହେଉଛି କ୍ଷୀର ଉତ୍ପାଦନ ସହ

୭:- ଏହାପରର ପ୍ରଶ୍ନ ଏହା କି ଲୋକପ୍ରିୟ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କର ଶଶୁର ଘର କେଉଁଠାରେ ଅବସ୍ଥିତ ଅଟେ?

:ମୁମ୍ବାଇ ଠାରେ। :ପଶ୍ଚିମବଙ୍ଗ ଠାରେ
:ଓଡିଶା ଠାରେ। :ପଞ୍ଜାବ ଠାରେ।

ଏହାର ଉତ୍ତର ହେଉଛି ପଶ୍ଚିମବଙ୍ଗ ଠାରେ।

quee

୮:- ଏହାପରର ପ୍ରଶ୍ନ ଏହା କି ଭାରତର କେଉଁ ରାଜ୍ୟରେ ସର୍ବାଧିକ ବର୍ଷା ହେଉଥାଏ?

:ପଶ୍ଚିମବଙ୍ଗ ଠାରେ। :ଓଡିଶା ଠାରେ
:ମେଘାଳୟ ଠାରେ। :ସିକିମ ଠାରେ

ଏହାର ସଠିକ ଉତ୍ତର ହେଉଛି ମେଘାଳୟ ଠାରେ ଯାହାକୁ କି ଭାରତର ନଦୀ କୁହାଯାଏ।

୯:- ଏହାପର ପ୍ରଶ୍ନ ଏହା କି ଗାଈ ମାନଙ୍କର ସବୁଠୁ ପସନ୍ଦ ହେଉଥିବା ରଙ୍ଗ କେଉଁଟା ଅଟେ।

: ଧଳା ରଙ୍ଗ। : ଲାଲ ରଙ୍ଗ
: କଳା ରଙ୍ଗ। :ସବୁଜ ରଙ୍ଗ

ଆପଣଙ୍କର ସଠିକ ଉତ୍ତର ହେଉଛି ସବୁଜ ରଙ୍ଗ ଯାହା କି ଘାସର ରଙ୍ଗ ଅଟେ ଆଉ ଏହାକୁ ଗାଈ ମାନେ ବହୁତ ପସନ୍ଦ କରନ୍ତି।

୧୦:-କେଉଁ ଦେଶରେ ଆଜି ଯାଏ ଭୂକମ୍ପ ହି ଆସିନାହିଁ?

:ଇଟାଲୀରେ :ଜାପାନରେ
:ଚୀନ ରେ। :ନରୱେ ରେ

ଆପଣଙ୍କର ସଠିକ ଉତ୍ତର ହେଉଛି ନରୱେ।

Leave a Reply

Your email address will not be published. Required fields are marked *