ojanaa

ନିଜର ଓଜନ ବୃଦ୍ଧି କରିବାକୁ ଚାହାନ୍ତି କି ? ଆଜିର ଉପାୟରେ ୫-୭ କିଲୋ ଓଜନ ବୃଦ୍ଧି କରନ୍ତୁ ମାତ୍ର ୧୦ ଦିନରେ |

HEALTH

ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କ ପାଇଁ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ ହେଇଥାଏ ଆଉ ଏହାର କେୟାର ନ କରିବା ଆମ ମାନଙ୍କ ପାଇଁ ସବୁଠୁ ଖରାପ ନିଷ୍ପତ୍ତି ହେଇଥାଏ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟରେ କହିବୁ ଯାହା କି ଆପଣଙ୍କ ପାଇଁ ଜରୁରୀ ସାବ୍ୟସ୍ତ ହେଇପାରେ। ଆପଣ ନିଜର ଓଜନ ପାଇଁ ଯଦି ଚିନ୍ତିତ ଅଛନ୍ତି ତାହେଲେ ଆଜିର ବିଷୟ ଆପଣଙ୍କ ପାଇଁ ହି ଅଟେ। ଆଜି ଆମେ ଆପଣଙ୍କ ପାଖରେ ଆପଣଙ୍କ ଓଜନ ବଢେଇବାର କିଛି ଉପାୟ କହିବାକୁ ଯାଉଛୁ ଯାହା କି ହୁଏତ ଆପଣଙ୍କୁ ଆଗରୁ ଜମାବି ଜଣା ନଥିଲା। ତେବେ ଆସନ୍ତୁ ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଆପଣ ନିଜର ଓଜନ କିପରି ବୃଦ୍ଧି କରିପାରିବେ।

ଏହା ଆଗରୁ ଆପଣ ଜାଣି ରଖନ୍ତୁ କି ଆପଣଙ୍କ ଶରୀରର ଶକ୍ତି କେବଳ ଆପଣଙ୍କ ଖାଦ୍ୟଅଭ୍ୟାସ ଦ୍ୱାରା ହି ଆସିଥାଏ। ଆପଣ ନିଜର ଦୁର୍ବଳତା ସେତେବେଳେ ଡିର କରିବେ ଯେତେବେଳେ ଆପଣ ନିଜର ଖାଦ୍ୟ ଅଭ୍ୟାସ ଦୂର କରିବେ। ଦେବାଦ୍ୱାରା ଆପଣଙ୍କ ଶରୀର ବହୁତ ଉନ୍ନତ ରହିଥାଏ। ତେବେ ଆପଣ ଏକ ଉନ୍ନତ ଶରୀର ରଖିବା ପାଇଁ ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ।

fatt

ଆଉ ଆପଣ ନିଜର ଖାଦ୍ୟ ଉପରେ ଧ୍ୟାନ ସେତେବେଳେ ଦେବେ ଯେତେବେଳେ ଆପଣ ଭଲ ଖାଦ୍ୟସାର ବିଶିଷ୍ଟ ଜିନିଷ ଖାଇବା ଆରମ୍ଭ କରିବେ। ଏହି ଖାଦ୍ୟ ଅଭ୍ୟାସ ଆପଣଙ୍କ ଓଜନ ଉପରେ ମଧ୍ୟ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ ଅଟେ। ଓଜନ ସେତେବେଳେ ବୃଦ୍ଧି ହେଇଥାଏ ଯେତେବେଳେ ଆପଣ ଖାଦ୍ୟସାର ଯୁକ୍ତ ଖାଦ୍ୟ ଖାଇବା ଆରମ୍ଭ କରନ୍ତି ଆଉ ତାହା ଆପଣଙ୍କ ଶରୀରର ସବୁ ପୋଷଣ ଭରଣା କରିଥାଏ। ଏହା ପାଇଁ ଆପଣଙ୍କୁ କିଛି ନୁହଁ ବାସ ଦୁଇଟି ଖାଦ୍ୟ ପଦାର୍ଥର ସେବନ କରିବାର ଅଛି।

ଏହା ପାଇଁ ଆପଣଙ୍କୁ ଦରକାର ଚଣା ଆଉ ବାଦାମ।ଆପଣ ମୁଠି ଭରା ଚଣା ଆଣନ୍ତୁ ଆଉ ତାହାକୁ ପାଣିରେ ଭିଯାଇ ଦିଅନ୍ତୁ। ତାହା ଆଗରୁ ଆପଣ ତାହାକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ ଆଉ ତାହାପରେ ହି ତାହାକୁ ପାଣିରେ ଭିଯାଅନ୍ତୁ। ଭିଯାଇବା ପରେ ତାହାକୁ ଆପଣ ସକାଳୁ ବାହାର କରନ୍ତୁ। ଅଥବା ଆପଣ ବାହାର ନ କରି ପାଣି ସହହି ଖାଇଲେ ହି ଆପଣଙ୍କୁ ଅଧିକ ଫାଇଦା ହେଇପାରେ। ତାହା ସହ ଆପଣ ବାଦାମ ମଧ୍ୟ ଆଣନ୍ତୁ ଯାହାକୁ ଆପଣ ପାଣି ସହ ହି ଭିଯାଇ ଦିଅନ୍ତୁ।ଭିଯାଇବା ପରେ ତାହାକୁ ସକାଳୁ ଆପଣ ବାହାର କରି ସେବନ କରନ୍ତୁ। ଯାହା କି ଆପଣଙ୍କ ପାଇଁ ଫାଇଦା ଦେଇପାରେ। ଏହାଦ୍ୱାରା ମାତ୍ର ୨୦-୨୫ ଦିନ ଭିତରେ ହି ଆପଣ ନିଜର ଓଜନ ବୃଦ୍ଧି କରିପାରିବେ।

Leave a Reply

Your email address will not be published. Required fields are marked *