ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହେଲେ ଓଲିଉଡ ଅଭିନେତା ଅମ୍ଲାନ ଦାସଙ୍କ ସ୍ତ୍ରୀ । ଅମ୍ଲାନଙ୍କ ପତ୍ନୀଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଲା ପୋଲିସ । ସିଡିଏ ଫେଜ-୨ ଥାନାରେ ପହଞ୍ଚି ପତ୍ନୀଙ୍କ ଆଣିବାକୁ ଗଲେ ଅଭିନେତା ଅମ୍ଲାନ । ସିଡିଏ ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଥିଲେ ଅମ୍ଲାନଙ୍କ ସ୍ତ୍ରୀ । କଣ ରହିଥିଲା ଏହା ପଛର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଇ ନାହିଁ , ଏବେ ମଧ୍ୟ ଏ ବିଷୟରେ ତର୍ଜମା ଚାଲିଛି । ସହ ସହ ଓଡ଼ିାବାସୀଙ୍କର ଏହା ପଛର କାରଣ ଜାଣିବା ପାଇଁ ରହିଛି ଜିଜ୍ଞାସା । କାହିଁକି ନା ଅମ୍ଳାନ ଜଣେ ଭଲ ବିକ୍ତିତୁ ତ ସହ ଜଣେ ଲୋକ ପ୍ରିୟ ଅଭିନେତା ମଧ୍ୟ |
କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅମ୍ଲାନଙ୍କ ସ୍ତ୍ରୀ । ମହିଳା ଜଣଙ୍କ ପାଣିକୁ ଡେଇଁବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୁଲିସ ଘଟଣାସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଥିଲେ ।
ସପଟେ ପତ୍ନୀଙ୍କୁ ଆଣିବା ପାଇଁ ଥାନାରେ ପହଞ୍ଚିଛନ୍ତି ଅମ୍ଲାନ । ତାଙ୍କ ପତ୍ନୀ ଏବେ ସୁସ୍ଥ ଅଛନ୍ତି । ଦୁଇ ଜଣ ଏହି ଘଟଣା ବିଷୟରେ ସ୍ପଷ୍ଟ କରିବେ ବୋଲି କହିଛନ୍ତି ଅମ୍ଲାନ । କିଛି ସତ୍ୟ ସତ୍ୟ ଜଣା ପଡ଼ିବ ମାତ୍ରେ ଆମେ ଆପଣଙ୍କୁ ଅବଗତ କରାଇବୁ । ଆମ ସହ ଯୋଡ଼ି ହୋଇ ରହିବା ପାଇଁ ଉପରେ ଆମକୁ ଫୋଲୋ କରନ୍ତୁ । ଆମର ଉଦ୍ଦେଶ୍ୟ ଏଠାରେ ଜ୍ଞାନ ବୃଦ୍ଧି କରିବା ପାଇଁ, ଏଠାରେ ଆମେ ଅମୂଲ୍ୟ ଚିନ୍ତାଧାରା, ଓଡ଼ିଆ ଖବର, ସ୍ୱାସ୍ଥ୍ୟ ଟିପ୍ସ, ପ୍ରେରଣାଦାୟକ ଭକ୍ତି ଓଡ଼ିଆ ବିଚାର, ମୂଲ୍ୟବାନ ସୂଚନା ଏବଂ ଆକର୍ଷଣୀୟ ଖବର ସୂଚନା ମାଧ୍ୟମରେ ଜ୍ଞାନ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏଥିରେ କୌଣସି ଭୁଲ ଦେଖନ୍ତି, ତୁରନ୍ତ ଆମକୁ ଜଣାନ୍ତୁ ଏବଂ ଆମେ ଏହାକୁ ଅପଡେଟ୍ କରିବୁ। ଆମକୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ତଳେ ନିଶ୍ଚୟ ଲାଇକ୍ କରନ୍ତୁ। ଧନ୍ୟବାଦ।