କରମଙ୍ଗା ସମ୍ପର୍କରେ ଆମେ ଭଲ ଭାବରେ ଜାଣୁ।ଏହା ଏକ ଏପରି ଫଳ ଅଟେ ଯାହାକୁ ଖାଇବା ଫଳରେ ଅନେକ ପ୍ରକାରର ଲାଭ ଆମ ଶରୀରକୁ ମିଳିଥାଏ।ଯେପରିକି ଏହାକୁ ଖାଇବା ଫଳରେ ଆମର ଶରୀରର ହାଡ଼ ଶକ୍ତ ହୋଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଆମ ଶରୀରର ଅନେକ ଉପକାର ମଧ୍ୟ ହୋଇଥାଏ।ଏହାକୁ ଖାଇବା ଫଳରେ ଆମର ଦୃଷ୍ଟି ଶକ୍ତି ମଧ୍ୟ ପ୍ରଖର ହୋଇଥାଏ।ଏହାକୁ ଖାଇବା ଫଳରେ ଆମ ଶରୀରର ଅନେକ ପ୍ରକାରର ଲାଭ ମଧ୍ୟ ହୋଇଥାଏ।
ଏହା ସହିତ ଏହାକୁ ଖାଇବା ଆମ ଆମ ଶରୀରର ଅନେକ ଲାଭ ମଧ୍ୟ ହୋଇଥାଏ ଯେପରିକି ଏହାକୁ ଖାଇବା ଫଳରେ ଆମ ଶରୀରରେ କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ କମି ଯାଇଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀରକୁ ଅନେକ ପୋଷକ ମଧ୍ୟ ଯୋଗାଇ ଥାଏ।ଏହା ସହିତ ଏହା ଏପରି ଏକ ଫଳ ଅଟେ ଯାହାକୁ ଖାଇବା ଫଳରେ ଏହା ଆମକୁ ବିଭିନ୍ନ ପ୍ରକାରର ପୋଷକ ଦେବା ସହିତ ଏହା ଆମର ଶରୀରକୁ ଶକ୍ତି ମଧ୍ୟ ଯୋଗାଇ ଥାଏ।ଏହା ଆମ ଶରୀରକୁ ଉପଯୁକ୍ତ ପୋଷଣ ଦେବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ।
ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ମଧ୍ୟ ହୋଇଥାଏ।ତେବେ ଋତୁ ପରିବର୍ତ୍ତନ ହେବା ସମୟରେ ଅନେକ ଲୋକଙ୍କ ମୁଣ୍ଡରେ ରୂପୀ ସମସ୍ୟା ଦେଖା ଯାଇଥାଏ।ଏହି ସମସ୍ୟାର ସମାଧାନ କରିବା ପାଇଁ ଆମକୁ ବିଭିନ୍ନ ପ୍ରକାରର କୃତିମ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ।ଏପରି ନ କରି ଆମେ ଯଦି କରମଙ୍ଗାକୁ ନିଜର ମୁଣ୍ଡରେ ଲଗାଇବା ପାଇଁ ବ୍ୟବହାର କରିବା ତେବେ ଏହା ଆମ ମୁଣ୍ଡରେ ଥିବା ରୂପୀ ସମସ୍ୟାକୁ ଅନେକ ମାତ୍ରାରେ ଦୂର କରି ଦେଇଥାଏ।ତେବେ ଏହା ସହିତ ଏହି ଫଳ ବର୍ତ୍ତମାନ ଆମ ଦେଶରେ କମ ଦେଖା ଯିବାକୁ ଲାଗୁଛି।
ଏହା ସହିତ ଏହି ଫଳକୁ ଖାଇବା ଫଳରେ ଏହା ଆମକୁ ଅନେକ ପ୍ରକାରର ଲାଭ ଦେଇଥାଏ।ଯେପରିକି ଏହାକୁ ଖାଇବା ଫଳରେ ଏହା ଆମର ପେଟ ସହିତ ଜଡିତ ସମସ୍ତ ସମସ୍ୟାର ସମାଧାନ କରି ଦେଇଥାଏ।ଯେଉଁ ଲୋକମାନେ ପେଟ ସହିତ ଜଡିତ ସମସ୍ୟାରେ କଷ୍ଟ ଅନୁଭୂତ କରୁଛନ୍ତି ସେମାନେ ଏହାକୁ ନିଜର ଖାଇବାରେ ସାମିଲ କରିବା ନିହାତି ଭାବରେ ଆବଶ୍ୟକ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମର ହାଡକୁ ମଧ୍ୟ ଶକ୍ତ କରିବାରେ ସହାୟକ ହୋଇଥାଏ।
ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମ ଶରୀରକୁ ଅନେକ ପ୍ରକାରର ରୋଗରୁ ମଧ୍ୟ ରକ୍ଷା କରିଥାଏ।ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ମଧ୍ୟ ଅନେକ ଭାବରେ କାର୍ଯ୍ୟ କରିଥାଏ।ସେହି କାରଣରୁ ଏହାକୁ ଖାଇବା ଫଳରେ ଏହା ଆମ ଶରୀରକୁ ଅନେକ ପୋଷକ ତତ୍ତ୍ଵ ମଧ୍ୟ ଯୋଗାଇ ଥାଏ।ଏହା ସହିତ ଏହାକୁ ଖାଇବା ଫଳରେ ଏହା ଆମର ତ୍ଵଚା ସହିତ ଜଡିତ ଅନେକ ସମସ୍ୟାର ସମାଧାନ କରିଥାଏ।ଏହାକୁ ଅନେକ ଚିକିତ୍ସକ ମଧ୍ୟ ଖାଇବା ପାଇଁ ରୋଗୀ ମାନଙ୍କୁ କହି ଥାଆନ୍ତି।