sddddddd

Odisha viral Video – ଦୁଇ ଜଣ କଲେଜ ଛାତ୍ରୀ ଜଙ୍ଗଲରେ କରୁଥିଲେ ରାସନୀଳା ଧରିନେଲେ ଗାଁ ଲୋକ ତାପରେ ଦେଖନ୍ତୁ…

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ଯେଉଁ ଦିଗ ଆଡ଼କୁ ଯାଉଛି ଆଗାମୀ ଭବିଷ୍ୟତ ଆମର ଅନ୍ଧାରରେ ଅଛି ବୋଲି ସୂଚନା ଦେଉଛି | ଏବେକାର ସୋସିଆଲ ମିଡିଆରେ ଯାହା ସବୁ ଭାଇରାଲ ହେଉଛି ତାହା ଆପଣ ନିଶ୍ଚିତ ଭାଵରେ ଦେଖି ପାରୁଥିଵେ | ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ , ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ |

ତେବେ ଆଜି ଆମେ ଆଲୋଚନା କରିଵୁ ଏକ ପ୍ରେମ ଘଟଣା ଉପରେ , ଯାହାକି ଦୁଇ ପ୍ରେମିକା ଓ ଦୁଇ ପ୍ରେମୀଙ୍କ ଉପରେ ରହିଛି , ପ୍ରେମ ତ ଏକ ପବିତ୍ର ବନ୍ଧନ କିନ୍ତୁ ଆଜିର ପ୍ରେମରେ କୈାଣସି ପବିତ୍ରତା ରହିନାହି , ଏହା ଏକ ଶାରୀରିକ ଆକର୍ଷଣ ଛଡ଼ା ଆଉ କିଛି ନାହିଁ , ଏଥିରେ ରହିଛି ଖାଲି ଶରୀର ଲୋଭ ଓ ରାସଲୀଳା , ଅଳ୍ପର ଝିଅ ହୋଇଥିଲେ ମଧ୍ୟ ସେମାନେ ପ୍ରେମ ପ୍ରତି ପଛଉନାହାନ୍ତି , ରାସଲୀଳା କରିବା ପାଇଁ ସ୍ଥାନ ସ୍ଥାନ ଯାଉଛନ୍ତି , ତେବେ ଘଟଣାଟି ସାମ୍ନାକୁ ଆସିଛି ଏକ କଲେଜର ଯେଉଁଠାରେ ଦୁଇ ପ୍ରେମୀ ଯୁଗଳ ପ୍ରେମ ଲୀଳା ରେ ଏତେ ଭାବୁକ ହୋଇଯାଇଛନ୍ତି ଯେ ସେମାନେ ରାସଲୀଳା କରିବା ପାଇଁ ପହଞ୍ଚି ଯାଇଛନ୍ତି ଜଙ୍ଗଲକୁ |

ତେବେ ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର କନିକା ଗ୍ରାମରେ ତେବେ ଏଠାରେ ଦୁଇ ପ୍ରେମିକା ଯାହାଙ୍କର ବୟସ ମାତ୍ର ୧୭ ପାଖାପାଖି ଓ ଯୁକ୍ତ ଦୁଇରେ ପାଠ ପଢୁଛନ୍ତି ତେବେ ସେମାନେ ନିଜ କଲେଜ ଯିବା ଵାହାନାରେ ଦୈାଡି ଯାଇଛନ୍ତି ନିଜ ପ୍ରେମିକଙ୍କ ପାଖକୁ ଓ ସେଠାରେ ଜଙ୍ଗଲକୁ ଯାଈ ପ୍ରେମିକ ସହ ରାସଲୀଳା ଘଟାଇଛନ୍ତି ଏହି କାଣ୍ଡ , ତେବେ ଯେତେବେଳେ ଦୁଇ ପ୍ରେମୀ ଯୁଗଳ ରାସଲୀଳା କରୁଥିଲେ ସେତେବେଳେ ସେମାନେ ଧରା ପଡିଛନ୍ତି ଲୋକଙ୍କ ଦ୍ଵାରା ତାପରେ ଘଟିଛି ଏହି ଘଟଣା | ଯେତେବେଳେ ଦୁଇ ପ୍ରେମୀ ଯୁଗଳ ରାସଲୀଳା କରୁଥିଲେ ଏବଂ ଧରାପଡ଼ିଛନ୍ତି ଗାଁ ଲୋକଙ୍କ ଦ୍ଵାରା ସେତେବେଳେ ଦୁଇ ପ୍ରେମିକା ନିଜ ପ୍ରେମିକଙ୍କୁ ଭାଇର ନାମ ଦେଇଛନ୍ତି |

ଅର୍ଥାତ୍ ଦୁଇ ପ୍ରେମିକା ନିଜ ପ୍ରେମିକ କୁ ଭାଇ ବୋଲି କହିଛନ୍ତି | ଯେତେବେଳେ ଏହା ଗାଁ ଲୋକେ ଶୁଣିଛନ୍ତି ତାପରେ ସେ ଦୁଇ ଝିଅଙ୍କୁ ତାଙ୍କ ବାପାଙ୍କ ନାମ ପଚାରିଛନ୍ତି | ଘର ଓ ଗାଁ ବିଷୟରେ ମଧ୍ୟ ପଚାରାଉଚାରା କରିଛନ୍ତି , ଲୋକେ ଏହାକୁ ନିଜ କ୍ୟାମେରାରେ କେଦ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି | ତେବେ ଦୁଇ ଝିଅ ପୁଅ ଭୁଲ ମାଗିଛନ୍ତି ଏପରି ହେବ ନାହିଁ ଵୋଲି କ୍ଷମା ପ୍ରାର୍ଥନା କରିଛନ୍ତି କିନ୍ତୁ ଲୋକେ ଦୁହିଁଙ୍କ ପରିବାର ଲୋକଙ୍କୁ ଡାକିବାକୁ ଚାହିଁଛନ୍ତି ଏବଂ ଏ ବିଷୟରେ ପରିବାର ଲୋକଙ୍କୁ ଜଣାଇବାକୁ କହିଛନ୍ତି |

ଏହା ପରେ ଗାଁ ଲୋକେ ତାଙ୍କ ପରିବାର ଲୋକଙ୍କୁ ଡାକିଛନ୍ତି ତେବେ ଏହା ଥିଲା ସଂପୁର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *