sddd

Odisha viral Video – ହଷ୍ଟେଲରେ ଝିଅମାନେ ଘଟାଇଛନ୍ତି ଏପରି ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ |

NEWS ODISHA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ଯେଉଁ ଦିଗ ଆଡ଼କୁ ଯାଉଛି ଆଗାମୀ ଭବିଷ୍ୟତ ଆମର ଅନ୍ଧାରରେ ଅଛି ବୋଲି ସୂଚନା ଦେଉଛି | ଏବେକାର ସୋସିଆଲ ମିଡିଆରେ ଯାହା ସବୁ ଭାଇରାଲ ହେଉଛି ତାହା ଆପଣ ନିଶ୍ଚିତ ଭାଵରେ ଦେଖି ପାରୁଥିଵେ | ବର୍ତ୍ତମାନ ପ୍ରାୟତଃ ଝିଅମାନେ ମୋବାଇଲ ସାହାଯ୍ୟରେ ନିଜ କଥାକୁ ରଖୁଛନ୍ତି , ତେବେ ଝିଅ ଆଗରୁ ଚାରି କାନ୍ଥରେ ରହୁଥିଲା କିନ୍ତୁ ଆଜି କାଲିର ଝିଅ ଚାରି କାନ୍ଥ ଭାଙ୍ଗି ଆଗକୁ ବଢ଼ିବାରେ ଲାଗିଲେଣି |

ଝିଅ ମାନେ ଏବେ ପୁଅମାନଙ୍କୁ ପଛରେ ପକାଇଦେଉଛନ୍ତି | ଆପଣ ମାନେ ନିଶ୍ଚିତ ଜାଣିପାରୁଥିବେ ଯେ ଝିଅମାନେ ଆଜି ଚନ୍ଦ୍ରରେ ପାଦ ଦେଲାଣି | ଆଗରୁ ଯେପରି ଝିଅମାନଙ୍କୁ ଶାରୀରିକ ଖେଳ ଭାବୁଥିଲେ ଆଉ ସେପରି କିଛି ରହିନାହିଁ ଯେଉଁ କାର୍ଯ୍ୟ ପୁଅ ମାନେ କରିପାରୁ ନାହାନ୍ତି ସେ କାମ ଏଵେ ଝିଅମାନେ କରି ଦେଖେଉଛନ୍ତି , ଆଜିର ସୋସିଆଲ ମିଡିଆରେ କ’ଣ ସବୁ ନ ଘଟୁଛି ଝିଅ ଠାରୁ ପୁଅ ସମସ୍ତେ ନିଜକୁ ଦେଖେଇ ହେଉଛନ୍ତି | ଏବେ ଯାହା ସବୁ ସୋସିଆଲ ମିଡ଼ିଆରେ ଝିଅ ମାନେ କାଣ୍ଡ ଘଟାଉଛନ୍ତି ତାହା ଆପଣ ଜାଣିଲେ ପୁଅମାନଙ୍କୁ ଭୁଲି ଯିବେ ଓ ଭାବିବାକୁ ଲାଗିଲେ ଯେ ସତରେ ଝିଅମାନେ ପୁଅ ମାନଙ୍କୁ ପଛରେ ପକାଇଦେଇଛନ୍ତି |

ତେବେ ଏପରି ଏକ ଭିଡିଓ ଭାଗରାଲ ହେଇଛି ଯାହା ଆପଣଙ୍କ ହୋସ ଉଡାଇଦେଵ ତେବେ ଏକ କଲେଜ ହଷ୍ଟେଲରେ ଝିଅମାନେ କରିଛନ୍ତି ଏପରି କାଣ୍ଡ ଯାହା ଶିକ୍ଷକଙ୍କର ହୋସ ଉଡାଇଦେଇଛି ସେଠାରେ କିଛି ଝିଅମାନେ ଏକ ପାର୍ଟି କରିଛନ୍ତି ଏବଂ ଡିଜେ ଗିତ ବଜାଇ ମଜା ନେଉଛନ୍ତି ସେଠାରେ ସମସ୍ତେ ଝିଅ ମଦ ପିଇ ନିଜର ହୋସ ରଖିନାହାନ୍ତି ଏବଂ ଭୁଲି ଯାଇଛନ୍ତି ଯେ ସେମାନେ ଝିଅ ପିଲା ବୋଲି | ତେବେ ସେମାନେ ଏକ ପାର୍ଟି କରି ସେଠାରେ ମଦ ମାଂସ ଖାଇ ଗୀତ ବଜାଇ ବହୁତ ମଜାରେ ନାଚିଛନ୍ତି |

ହଷ୍ଟେଲ ଭିତରେ ପୁଣି ଝିଅ ହୋଇ ମଦ ପିଇଛନ୍ତି ଏବଂ ନିଜ ହୋସରେ ନ ରହି ନାଚିଵା ଆରମ୍ଭ କରିଛନ୍ତି ତେବେ ଏହା ଏକ ଭିଡିଓ ମାଧ୍ୟମରେ ସୁଟିଂ ହୋଇଛି ଏବଂ ସୋସିଆଲ ମିଡିଆରେ ଭାଇରାଲ ହୋଇଛି , ତେବେ ଯେତେବେଳେ ଏହା ଶିକ୍ଷକ ଓ ପରିବାର ଲୋକଙ୍କ ହାତରେ ପଡ଼ିବ ତାପରେ କଣ ଘଟିବ ଏହା ପ୍ରତି ମଧ୍ୟ ଧ୍ୟାନ ଦେଇନାହାଁନ୍ତି । ସତରେ ଆଜି ଝିଅମାନେ ପୁଅମାନଙ୍କୁ ଆଗେଇ ଗଲେଣି |

କୁହାଯାଏ ଯେ ଝିଅମାନଙ୍କୁ ମାଁ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି କିନ୍ତୁ ଏଠାରେ ଏହି କଥା ମିଥ୍ୟା ସାଭ୍ୟସ୍ତ ହୋଇଯାଇଛି ତେବେ ଏହା ଥିଲା ସଂପୂର୍ଣ୍ଣ ଘଟଣା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *