rasi

୮୧ ବର୍ଷ ପରେ ହେଲା ଗ୍ରହର ଏକ ବଡ ପରିବର୍ତ୍ତନ , ଏହି ୬ ଟି ରାଶିର ଜାତକରେ ଭାଗ୍ୟ ଚମକିବାକୁ ଅଛି |

RASIPHALA

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହର ଚାଲି ସବୁବେଳେ ବଦଳୁଥାଏ । ଏମିତିରେ ଗ୍ରହର ଏହି ପରିବର୍ତ୍ତନ କେବେ ବ୍ୟକ୍ତିର ଜୀବନରେ ଖୁସି ନେଇକରି ଆସେ ତେବେ କେବେ ଦୁଃଖର ପାହାଡ ପରି ଭାଙ୍ଗି ପଡିଥାଏ , ଆପଣଙ୍କ ସୁଚନା ପାଇଁ କହିଦେବୁ କି ଏବେ ଆଉଥରେ ଗ୍ରହର ଏକ ବଡ ପରିବର୍ତ୍ତନ ହୋଇଛି , ଓ ଏହି ମହାପରିବର୍ତ୍ତନରେ ସୁର୍ଯ୍ୟ ପ୍ରଥମ ସ୍ଥାନରେ ଅଛନ୍ତି , କହିଦେବୁ କି ସୁର୍ଯ୍ୟ ମକର ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି , ମାନେ ଏହି ପରିବର୍ତ୍ତନରେ ବହୁତ ସାରା ରାଶିର ଭଲ ସମୟ ଆରମ୍ଭ ହେବ । ଆସନ୍ତୁ ଜାଣିବା ସେହି ୬ ଟି ରାଶିଗୁଡିକ ବିଷୟରେ ।

୧) ମେଷ ରାଶି : ଏହି ରାଶିର ଲୋକେ ଆସୁଥିବା ସମୟ ବହୁତ ହିଁ ଶୁଭ ହେବ , ଯେଉଁଠି ଗୋଟେ ପଟେ ସବୁ କାର୍ଯ୍ୟରେ ବହୁତ ସଫଳତା ମିଳିପାରିବ , ସେମିତି ଅନ୍ୟ ପଟେ ଏମାନଙ୍କ ଅଧୁରା କାମ ପୁରା ହୋଇଯିବ , ଏହା ସହ ଏମାନଙ୍କୁ ଅଧିକା ଧନ ଲାଭ ହେବାର ଅଛି ।

rasi4
୨) ମିଥୁନ ରାଶି : କହିଦେବୁ କି ଏମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ , ମାନେ ଏମାନଙ୍କ ଭଲ ସମୟ ଆରମ୍ଭ ହୋଇସାରିଛି, ଏହି ସକରାତ୍ମକ ପରିବର୍ତ୍ତନରୁ ଏହି ରାଶିର ଭାଗ୍ୟ ବଦଳିବ , ଓ ଏମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ ।

mithun
୩) ସିଂହ ରାଶି – ଏହି ରାଶିର ଲୋକେ ଯଦି ଚାକିରି କରୁଛନ୍ତି ତେବେ ତାଙ୍କୁ ପଦୋନ୍ନତି ମିଳିବାର ଯୋଗ୍ ହେଉଛି , ସେମିତି ଯେଉଁ ଲୋକ ନିଜର ବେପାର କରୁଛନ୍ତି , ତାଙ୍କୁ ଧନ ଲାଭ କରିବାର ଓ ବେପାରରେ ବୃଦ୍ଧି ହେବାର ଭଲ ଯୋଗ ଅଛି, ଏହା ସହ ଆପଣଙ୍କ ସବୁ ବିଗଡିଥିବା କାମ ପୁରା ହେବ , ଆସୁଥିବା ସମୟ ବହୁତ ଭଲରେ କଟିବ ।

୪) ତୁଳା ରାଶି : ଏହି ରାଶିରେ ତୁଳା ରାଶି ବାଲାଙ୍କ ସବୁ ଅସୁବିଧାର ଅନ୍ତ ହେବ , ଓ ଆସୁଥିବା ସମୟରେ ଆର୍ଥିକ ସ୍ଥିତି ବହୁତ ମଜବୁତ୍ ହୋଇଯୀବ , ଓ ଖୁସି ନେଇକରି ଆସିବ , ଏହା ଛଡା ଆପଣଙ୍କୁ ଧନର ପ୍ରାପ୍ତି ହେବ , ଯଦି ସିଧା ଶବ୍ଦରେ କହିବା ତେବେ ଭାଗ୍ୟ ପୁରା ଭାବେ ବଦଳିବାର ଅଛି ।

୫) ଧନୁ ରାଶି : ଏହି ଗ୍ରହର ମହାପରିବର୍ତ୍ତନ ସକାଶେ ଏହି ରାଶିର ଉପରେ ହେବ , ହଁ ଆଜ୍ଞା ଏହି ମହାପରିବର୍ତ୍ତନ ସକାଶେ ନା କେବଳ ଧନ ଲାଭ ହେବ , ବରଂ ସମାଜରେ ମାନ ସମ୍ମାନ ମିଳିବ , ଏହା ସହ ଆପଣଙ୍କୁ କେଉଁଠି ଶୁଭ ସମାଚାର ମିଳିବାର ଯୋଗ ବି ଅଛି ।

୬) କୁମ୍ଭ ରାଶି – ଏହି ରାଶିର ଆସୁଥିବା ସମୟ ବହୁତ ଭଲ ରହିବ , ଏମାନଙ୍କୁ ବହୁତ ସାରା ଧନ ଲାଭ ହେବ , ଓ ମା ଲକ୍ଷ୍ମୀଙ୍କର କୃପାବି ଅପାର ମିଳିପାରିବ ।

Leave a Reply

Your email address will not be published. Required fields are marked *