dharmika

ପିରିୟଡ଼ ସମୟରେ ସେକ୍ସ କରିବା ଠିକ କି ? ଏବେ ହିଁ ଦେଖନ୍ତୁ ।

HEALTH

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପିରିଅଡ୍ ସମୟ ରେ ମହିଳା ମାନଙ୍କ ଠାରେ ପେଟ କାଟିବା ବାନନ୍ତି ଲାଗିବା ଭଳି ବିଭିନ୍ନ ସମସ୍ୟା ଦେଖିବା ପାଇଁ ମିଳେ । ସେହି ପରି ଭାବେ ବନ୍ଧୁଗଣ ସେହି କଥା ରେ ଏମିତି ଭାବନ୍ତି କି ଏହି ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ବହୁତ ସୁରକ୍ଷିତ ବୋଲି କିଛି ଝିଅ ମାନେ କହି ଥାନ୍ତି । ହେଲେ ଗୋଟିଏ ରିସର୍ଚ୍ଚ ରୁ ଜଣା ପଡିଛି କି ସେହି ସମୟ ରେ ଶାରୀରିକ ସଂମ୍ପର୍କ ରଖିବା ସଂମ୍ପର୍ଣ୍ଣ ଭାବେ କ୍ଷେତି କାରକ ଅଟେ । ସେମିତି ରେ ପିରିଅଡ୍ ସମୟ ରେ ସେକ୍ସ କରିଲେ ଗର୍ଭ ଧାରଣ ର ସମ୍ଭାବନା ରେହ ନାହିଁ ବୋଲି ବହୁତ ମହିଳା ମାନେ ଭାବନ୍ତି । ହେଲେ ଏହା ସଠିକ୍ ନୁହେଁଁ । ବରଂ ଏହି ସମୟ ରେ ଗର୍ଭାଶୟ ଖୋଲା ରହି ଥିବାରୁ ଏହି ସମୟ ରେ ଗର୍ଭବତୀ ହେବାର ବହୁତ ସମ୍ଭାବନା ରହି ଥାଏ ।

ଏବଂ ପିରିଅଡ୍ ସମୟ ରେ ମହିଳା ମାନଙ୍କୁ ସେକ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇ ଥାଏ । ସେହିଥି ପାଇଁ ସେମାନଙ୍କୁ ବିଷେଶ ସାବଧାନତା ଦରକାର । ଯଦି ଆପଣ ମାନେ ଏହି ସମୟ ରେ ସେକ୍ସ କରୁ ଥାନ୍ତି । ତେବେ ଆପଣ ମାନଙ୍କୁ ବହୁତ ଗୁଡିଏ ପ୍ରିକ୍ୟୁୟସନ୍ ଜରୁରୀ ହୋଇ ଥାଏ । ପିରିଅଡ ସମୟ ରେ ସେକ୍ସ ଦ୍ୱାରା ମହିଳା ମାନଙ୍କ ମାନଙ୍କ ପ୍ରଭାବ ପଡେ ।

ଏହି ସମୟ ରେ ଆପଣ ମାନେ ସେକ୍ସ କରିଲେ ପେଟ କାଟିବା ଏବଂ ବାନ୍ତି ଲାଗିବା ଭଳି ସମସ୍ୟା ଅଧିକ ସମୟ ଯାଏ ଦେଖିବା ପାଇଁ ମିଳେ । ତେବେ ବନ୍ଧୁଗଣ ଜାଣି ପାରିଲେ କି ପିରିଅଡ ସମୟ ରେ ସେକ୍ସ କରିଲେ କଣ ଅସୁବିଧା ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *