rasii

୩ ଟି ରାଶିରେ ଧନ ଯୋଗ କରନ୍ତୁ ଲକ୍ଷ୍ମୀଙ୍କ ପୂଜା – ଜାଣି ରଖନ୍ତୁ ପୁରା ଖବର |

RASIPHALA

ଆପଣଙ୍କ ନିଜ ଜୀବନରେ ରାଶି ଓ ଗ୍ରହର ପ୍ରଭାବ ଜରୁର୍ ଅନୁଭବ କରିଥିବେ , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଆମର ଜୀବନରେ ଯାହା କିଛି ହୋଇଥାଏ , ତାହା ପଛରେ ଆମର ରଶିମାନଙ୍କର ପ୍ରଭାବ ଥାଏ , ଆପଣ ଏହା ନିଶ୍ଚିତ ଅନୁଭବ କରିଥିବେ କି କେଉଂ ହାଲତ୍ ଖରାପ ଚାଲୁଛି ତେବେ ଅଚାନକ ତାର ଜୀବନରେ ପରିବର୍ତ୍ତନ ଦେଖାଦେଉଛି , କିମ୍ବା କେଉଁ ବି ଅସୁବିଧା ହେବା କାରଣରୁ ଅଚାନକ ତାର ଜୀବନରେ ବହୁତ ସାରା ଅସୁବିଧାର ସାମ୍ନା କରିବାକୁ ପଡୁଛି , କେଉଁ ବ୍ୟକ୍ତିର ଜୀବନରେ ଅଚାନକ ପରିବର୍ତ୍ତନ ରାଶିଙ୍କର ଦଶା ବଦଳିବା କାରଣରୁ ହୋଇଥାଏ ।

ଯଦି ହିନ୍ଦୁ ଧର୍ମର କଥା କହିବା ତେବେ ଏଥିରେ ୧୨ ଟି ରାଶି ବିଷୟରେ କୁହାଯାଉଛି , ଗ୍ରହର ଚାଲିଚଳଣ ଓ ଦଶା ବଦଳାଇବା ଏହି ରାଶିମାନଙ୍କର ଉପରେ ପ୍ରଭାବ ପକାଇଥାଏ, ଏମିତିରେ ଜାନୁଆରୀ ମାସରେ କିଛି ଗ୍ରହର ଦଶା ବଦଳିବାର ଅଛି , କିଛି ରଶିରେ ଦେଖିବାକୁ ମିଳିବ , ୯୯ ବର୍ଷ ପରେ ଅଚାନକ ଏହି ୩ ଟି ରାଶିର ଲୋକେ କୋଟିପତି ହେବେ ,

rasi4
ବୃଷ ରାଶି : ବେପାରିଙ୍କୁ ଭାରି ଧନଲାଭ ହେବ , ଅଟକିରହିଥିବା କାମ ପୁର ହେବ , ଏହି ରାଶିର ଜାତକରେ ଅପ୍ରେଲ୍ ମାସ ଭଲ ହେବାର ଅଛି , କାରୋବାରରେ ଲାଭ ମିଲିବ , ବଗିଚା କିମ୍ବା ଚାଷ କ୍ଷେତ୍ରରେ କାମ ଭଲ ଜ୍ଞାନ ବଢିବ , କ୍ୟାରିୟରରେ ପରିବର୍ତ୍ତନ ଆସିପାରେ । ଆଗାମୀ ବର୍ଷରେ ଏହି ରାଶିମାନଙ୍କର ଜାତକରେ ଶୁଭ ଫଳର ଆଶା କରାଯାଊଛି ,ଯେଉଁମାନେ ବିଦ୍ୟାର୍ଥି ଅଛନ୍ତି ସେମାନେ ନିଜ ପାଠ ପଢା କ୍ଷେତ୍ରରେ ଅପାର ସଫଳତା ହାସିଲ୍ କରିପାରିବେ , ପାରିବାରିକ କ୍ଷେତ୍ରରେ ଆର୍ଥିକ ଉନ୍ନତି ସାଧନ୍ ହେଉଛି ,

brushaa
ମକର ରାଶି : ଏହି ରାଶିର ଲୋକଙ୍କ ପାଇଂ ମହାଲକ୍ଷ୍ନୀଙ୍କର କୃପା ମିଲିପାରିବ , ଚାକିରିରେ ପ୍ରମୋଶନ୍ ଓ ଧନ ଲାଭ ଯୋଗ ହେଉଛି , ଦାମ୍ପତ୍ୟ ଜୀବନ ନିଜ ଜୀବନ , ସାର୍ବଜନିକ ଜୀବନ ତଥା ବେପାରରେ ସବୁ ଜାଗାରେ ଭଲ ସମାଚାର ପ୍ରାପ୍ତି ହେବ , ଧର୍ମ କର୍ମରେ ରୁଚି ବଢିବ , କେଉଁ ଆଡୁ ଖୁସି ଖବର ମିଳିବ ।

କୁମ୍ଭ ରାଶି : କୁମ୍ଭ ରାଶି ବାଲାଙ୍କର ଆକସ୍ମିକ ଧନ ଲାଭ ହେବ , ଓ ଗୃହସ୍ଥଜୀବନରେ ସୁଖ ଶାନ୍ତି ବଜାୟ ରହିବ , ଫସି ରହିଥିବା ଧନ ଫେରିପାରିବେ , ଆୟ ଓ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ , ବେପାରରେ ଅଚାନକ ଲାଭ ମିଳିପାରିବ , ସ୍ୱସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ , ଅଫିସ୍ ରେ ଅଧିକାରୀଙ୍କ କ୍ଷୁବ୍ଧର ସାମ୍ନା କରିବାକୁ ପଡିପାରେ ।

ସେହି ତିନୋଟି ରାଶି ହେଲା , ବୃଷ ରାଶି , ମକର ରାଶି ଓ କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *