janma

ଯାହାଙ୍କର ଜନ୍ମ ୧୯୮୫ ରୁ ୨୦୦୨ ମଧ୍ୟରେ ହୋଇଛି , ସେମାନେ ଏହାକୁ ପଢିକରି ଝୁମି ଉଠିବେ |

NEWS

ଶାସ୍ତ୍ରନୁସାରେ ମଣିଷର ରୁପରେ ଜନ୍ମ ପାଇବା ବହୁତ ବଡ ଭାଗ୍ୟର କଥା ହୋଇଥାଏ , କାରଣ ଏହି ପୃଥିବୀରେ ଏମିତି ବହୁତ ଜୀବଜନ୍ତୁ ଅଛନ୍ତି କିନ୍ତୁ ମଣିଷଙ୍କ ପରି ସର୍ବଗୁଣ ସଂପର୍ଣ୍ଣ କେଉଁ ଜୀବ ମଧ୍ୟରେ ଦେଖିବାକୁ ମିଳେନାହିଁ , ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଜୀବତ୍ମା ୮୪ ଲକ୍ଷ ଯୋନିରୁ ଭଟକିବା ପରେ ହିଁ ମଣିଷ ଜନ୍ମ ପାଇଥାଏ , କିନ୍ତୁ ଏହା ସତ୍ତ୍ୱେ ବି ବହୁତ ଲୋକ ଅଛନ୍ତି ଯିଏକି ମଣିଷ ଜନ୍ମପାଇବା ପରେ ବି ଖୁସି ନାହାନ୍ତି , ଓ ନିଜ ଭାଗ୍ୟ ଓ ଅସଫଳତା ଯୋଗୁଁ ଚିନ୍ତିତ ରୁହନ୍ତି , ଓ ଯାହାକୁ ନେଇ ବହୁତ ଲୋକ ନିଜ ଜୀବନକୁ ନଷ୍ଟ କରିଦିଅନ୍ତି ।କିନ୍ତୁ ଆମେ ଆପଣଙ୍କୁ କହିଦେବୁ କି ଏହି ପୃଥିବୀରେ ମଣିଷର ଜନ୍ମ ପାଇବା କଥା ମୁସକିଲ୍ ହୋଇଥାଏ

ଯେବେ ଆପଣ ବହୁତ କାମ କରୁଛନ୍ତି ତେବେ ଇଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି , ତେବେ ମନୁଷ୍ୟ ଯୋନିକୁ ପଠାଇଥାନ୍ତି , ଏଥିପାଇଁ ଆମେ ଇଶ୍ୱରଙ୍କୁ ଧନ୍ୟବାଦ କରିବା ଉଚିତ୍ , ଓ ନିଜ ଜୀବନରେ ବହୁତ କିଛି କାମ କରିବା ଉଚିତ୍ , ଯାହାର କାରଣରୁ ଆପଣଙ୍କ ଯିବାପରେ ଦୁନିଆଁରେ ମନେ ରହିପାରିବ , ନିଜ ବିଷୟରେ ଜାଣିବାର ବହୁତ ଲୋକ ଉତ୍ସୁକତା ରୁହନ୍ତି , ସେମାନେ ନିଜ ସ୍ୱଭାବ ଓ ରୁଚିଗୁଡିକୁ ଭଲ ଭାବେ ପରିଚିତ ହୋଇଥାନ୍ତି , ତାଙ୍କ ମନରେ ବହୁତ ପ୍ରକାରର ପ୍ରଶ୍ନ ଉଠିଥାଏ , ଓ ତାହାର ଉତ୍ତର ପାଇବାପଇଁ ଜ୍ୟୋତିଷ୍ୟ ର ସହାୟତ ନେଇଥାନ୍ତି , ଭବିଷ୍ୟ , ସ୍ୱଭାବ ଓ ରୁଚିଗୁଡିକ ବିଷୟରେ ଜନ୍ମ କୁଣ୍ତଳୀରୁ ରାଜ୍ ବାହାରିଥାଏ, ଜନ୍ମ ତିଥି ବି ବ୍ୟକ୍ତିର ସ୍ୱଭାବ ଓ ଗୁଣ ବିଷୟରେ ସୁଚନା ହାସିଲ୍ କରାଯାଇପାରିବ ।

KRUSHNA
ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ , ଏହି କଥା ଆପଣଙ୍କୁ କହିସାରିଛୁ କି ଜନ୍ମ ବର୍ଷ ସହ ଆପଣଙ୍କ ସହ ବହୁତ କିଛି କଥା ଜଡିତ , ଆପଣଙ୍କ ଜନ୍ମ କେଉଁ ବର୍ଷ ହେଲେ ବି ଆପଣଙ୍କ ବ୍ୟକ୍ତିତ୍ୱ ଓ ସ୍ୱଭାବ ବିଷୟରେ ସୁଚନା ଦେଇଥାଏ , ବରଂ ଆପନଙ୍କ ସହ ଯୋଡି ହୋଇଥିବା କିଛି ରହସ୍ୟ ଉଜାଗର କରିଥାଏ , ଯାହାକୁ କେହି ବି ଜାଣନ୍ତି ନାହିଁ , ଏଥିପାଇଁ ଆମେ ଆପଣଙ୍କୁ ଏମିତି ଲୋକଙ୍କ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଯାଉଛୁ , ଯାହାଙ୍କର ଜନ୍ମ ୧୯୮୫ ରୁ ୨୦୦୨ ମଧ୍ୟରେ ହୋଇଥିବ , ମାନେ ଯଦି ଆପଣଙ୍କ ଜନ୍ମ ଏହି ବର୍ଷ ହୋଇଥିବ ତେବେ ଏହି ବିଷୟରେ ଜାଣିନେବା ଉଚିତ୍ ।

ଯେଉଁ ଲୋକଙ୍କର ଜନ୍ମ ଏହି ବର୍ଷରେ ହୋଇଛି , ସେମାନଙ୍କ ବ୍ୟକ୍ତିତ୍ୱ ଚୁମ୍ବକୀୟ ଓ ଆକର୍ଷକ ହୋଇଥାଏ , ଏହି ଲୋକ ବୌଦ୍ଧିକ କ୍ଷମତାରେ ଧନୀ ହୋଇଥାନ୍ତି , ଯାହାଙ୍କର ବନ୍ଧୁ ମାନେ ପାଖରେ ରୁହନ୍ତି , ଆପଣଙ୍କ ଜିଜ୍ଞାସୁ ସମସ୍ତଙ୍କୁ ପସନ୍ଦ ଆସିଥାଏ , ଆପଣଙ୍କ ଭିତରେ ଲୁଚି ରହିଥିବା ଗର୍ବ ଭାବନାକୁ ନିୟନ୍ତ୍ରଣ ରଖିବା ଉଚିତ୍ , ଆପଣ ନିଜ ଗମ୍ଭୀରତାକୁ ଓ ପରିଶ୍ରମର ଜରିଆରେ ଜୀବନରେ ବହୁତ କିଛି ହାସିଲ୍ କରିପାରିବେ । ଏହି ବର୍ଷରେ ଜନ୍ମ ନେଇଥିବା ବ୍ୟକ୍ତି ବିଶ୍ୱସନୀୟ ଓ ସ୍ନେହି ବୋଲି ଜଣାଯାଆନ୍ତି , ଯେଉଁ ଲୋକ ନିକଟତର ଅଛନ୍ତି , ଯେଉଁ ଲୋକଙ୍କୁ ଆପଣ ବହୁତ ପ୍ରେମ କରନ୍ତି , ତାଙ୍କ ପାଇଁ ଆପଣ କିଛି ବି କରିପାରନ୍ତି , ଏହି ଲୋକ ବହୁତ ଦୟାଳୁ ଓ ନମ୍ର ଭାବନା ରଖନ୍ତି , ଯାହା ସହଜରେ ଲୋକଙ୍କ ସହ ମିଶିଯାଆନ୍ତି , ଏହି କାରଣରୁ ଲୋକେ ଆପଣଙ୍କ ଉପରେ ବିଶ୍ୱାସ କରିନିଅନ୍ତି । ଏହି ବର୍ଷରେ ଜନ୍ମ ନେଇଥିବା ଲୋକ ଧନ କମାଇବାରେ ଭଲ ଜ୍ଞାନର ଅଧିକାରୀ ହୋଇଥାନ୍ତି , ଯାହାଙ୍କର ସାହାଯ୍ୟରେ ଧନବାନ ହୋଇଥାନ୍ତି , ଓ ଜୀବନରେ ବଡ ସଫଳତା ଅର୍ଜନ କରନ୍ତି ,

Leave a Reply

Your email address will not be published. Required fields are marked *