unnamed (48)

ସର୍ବଦା ଝିଅଟିର ଚକର କାଟିବା ଆପଣଙ୍କୁ ଭିକାରୀ କରିଦେବ।

Uncategorized

ଆପଣ ମାନେ ଭାବୁଥିବେ ଆରେ ସେହି ଝିଅଟି ମୋର ସହିତ ପଟିବ ନା ପଟିବ ନାହିଁ।ଆରେ ଯଦିବା ସେହି ଝିଅଟି ପଟିବ ତେବେ ଆମେ କୁଆଡେ କୁଆଡେ ଯାଇ ବୁଲିବା।ମଜା କରିବା ।କଣ କଣ ଖାଇବୁ।କେଉଁ କେଉଁ ଫିଲ୍ମ ଦେଖିବାକୁ ଯିବୁ।ବାଇକରେ ତାକୁ କେମିତି ବସାଇବି।କେତେ ବୁଲିବୁ।ଆପଣ ମାନେ ଏହାସବୁ କରୁଛନ୍ତି କିଛି ଅସୁବିଧା ନାହିଁ।କିନ୍ତୁ ଥରେ ଚିନ୍ତାବି କଲେ ନାହିଁ ଏହା କରିବା ଦ୍ୱାରା ଆପଣଙ୍କର କେତେ ଟାଇମ ବରବାଦ ହେଉଛି।ଆରେ ଭାଇ ଯଦିବା ଏହି ଝିଅଟି ଆପଣଙ୍କର ପଇସା ,ଆପଣଙ୍କର ସୌନ୍ଦର୍ଯ୍ୟ ଦେଖି ଆପଣଙ୍କୁ ଭଲପାଇଛି।ମନେକର ଝିଅଟି ଯଦି ଆପଣଙ୍କୁ ବାହା ହେଉଛି ତେବେ କଣ ଭରସା ଅଛି ଯେ ଝିଅଟି ଆପଣଙ୍କ ସାଥିରେ ରହିବ।ମାନେ ଯେପରି ଝିଅଟି ଆପଣଙ୍କ ପଇସା ଦେଖି ଆପଣଙ୍କୁ ଭଲପାଇ ବାହା ହୋଇଛି ।ଯେତେବେଳେ ଆପଣଙ୍କର ପଇସା ସାରିଯିବ ସେ କଣ ପାଇଁ ଆପଣଙ୍କର ପାଖରେ ରହିବ।ଆରେ ଭାଇ ଆପଣଙ୍କର ପଇସା ଏଥିପାଇଁ ସରିବ କାରଣ ଆପଣ ଯେଉଁ ସମୟରେ ନିଜର କ୍ୟାରିଅର ଗଢିବା କଥା ସେହି ସମୟରେ ଝିଅଟି ସହିତ ବୁଲି ବାପା ଆଉ ମାଆଙ୍କର ଟଙ୍କା ସେହି ଝିଅଟି ପଛରେ ଖର୍ଚ୍ଚ କଲେ।

fghfgh

ବିତିଯାଇ ଥିବା ସମୟ ଆଉ ଫେରି ଆସିବ ନାହିଁ।ଯାହା ଚାଲି ଯାଇଛି ତାହା ଯାଇଛି।ଆପଣ ତାପରେ ଯାଇ ଭାବିବେ ଆରେ ଯଦି ମୁଁ ସେହି ସମୟରେ ମୋର କ୍ୟାରିଅର ଉପରେ ଫୋକସ କରିଥାନ୍ତି ତେବେ ଆଜି ମୁଁ ଭଲରେ ଥାଆନ୍ତି।ଝିଅ ମାନଙ୍କର ଲମ୍ବା ଲାଇନ ମୋ ପଛରେ ଲାଗିଯାଇ ଥାଆନ୍ତା।ଯଦିବା ଜୀବନରେ ଆପଣଙ୍କୁ ସଫଳ ହେବାର ଅଛି ଏବଂ ଆପଣଙ୍କୁ ଭଲ ପାଇବା ଦରକାର ତେବେ ଆପଣଙ୍କୁ ପଇସା ଦରକାର।କାରଣ ଏହାରି ଉପରେ ଆମର ସବୁକିଛି ନିର୍ଭର କରିଥାଏ।ଏହି ଟଙ୍କା କମାଇବାକୁ ହେଲେ କଷ୍ଟ କରିବାକୁ ପଡିବ।ପରିଶ୍ରମ କରିବାକୁ ପଡିବ।କିଛି ପାଇବା ପାଇଁ ହେଲେ କିଛି ହରାଇବାକୁ ପଡିଥାଏ।ଆପଣଙ୍କୁ ଏଥିରେ ନିଜର ସମୟ ଦେବାକୁ ପଡିଥାଏ।କାରଣ ପାଠକୁ ଆପଣ ସାଧନା କଲେହିଁ ଆପଣ ଏହାକୁ ନିଜର କରି ପାରିବେ।ପୁରା ଜୀବନ ଯଦି ଆପଣ ଝିଅଟିର ପଛରେ ଲଗାଇବେ ତେବେ ଆପଣଙ୍କୁ କିଛିବି ମିଳିବ ନାହିଁ।ଆରେ ଆପଣ ଭାବୁଥିବେ ଆରେ ମୁଁ ଆଉ ଏକ ଝିଅକୁ ପଟାଇ ଦେଲି।

nhghg

କିନ୍ତୁ ସେହି ଝିଅଟି ଆଉ କାହା ସାଥିରେ ପଳାଇବ।ଆପଣ ଏହାପରେ ଭାବିବେ ଆରେ ଏସବୁ କଣ ହେଲା।ମୋର ସବୁ ଟାଇମ ବରବାଦ ହୋଇଗଲା।ଆମକୁ ଏଠାରେ ଯେଉଁ ଭଳି ଦୁନିଆ ଆମକୁ ଠିକ ସେହି ଭଳି ହେବାର ଅଛି।ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରନ୍ତୁ ନାହିଁ ।ଯେଉଁ ବୟସରେ ଆପଣ ନିଜର ଭବିଷ୍ୟତ କଥା ଚିନ୍ତା କରିବା କଥା ସେହି ସମୟରେ ଆପଣ ଝିଅ ପଛରେ ସମୟ ବରବାଦ କରୁଛନ୍ତି।ଆରେ ବାସ ଖାଲି କିଛି ସମୟରେ ଆପଣ ନିଜର ଭବିଷ୍ୟତକୁ ଗଢି ପାରିବେ ।ତାପରେ ଦେଖିବେ ଝିଅ ମାନଙ୍କର ଲମ୍ବା ଲାଇନ ଆପଣଙ୍କର ପଛରେ ପଡିଯିବ।ଆରେ ପ୍ରଥମେ ନିଜର କ୍ୟାରିଅର ପାଇଁ ସମୟ ଖର୍ଚ୍ଚ କରନ୍ତୁ।ଅଯଥାରେ ଝିଅ ପଛରେ ପଡନ୍ତୁ ନାହିଁ।ନିଜର ଲକ୍ଷ୍ୟ ସ୍ଥିର କରି ଆଗକୁ ବଢନ୍ତୁ।

gchj

ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *