mistake

ଏହି ତିନୋଟି ଭୁଲ ଆପଣଙ୍କ ଜୀବନକୁ ‘ନର୍କ’ କରିଦିଏ। ତୁରନ୍ତ ଦେଖନ୍ତୁ |

HEALTH

ଏହି ତିନୋଟି ଭୁଲ କରୁଥିଲେ ଜୀବନ ହୋଇଯାଏ ସମ୍ପୂର୍ଣ୍ଣ ବର୍ବାଦ। ବର୍ତ୍ତମାନ ହିଁ ଦେଖନ୍ତୁ। ହେଲୋ ହାଏ ନମସ୍କାର, ବନ୍ଧୁଗଣ। ବନ୍ଧୁଗଣ ଆମ ଜୀବନ ରେ ସୁଖ ଦୁଃଖ ତ ଲାଗି ରହିଥାଏ। କିନ୍ତୁ ଏହା ମଧ୍ୟରେ ଆମ ସ୍ୱାସ୍ଥ୍ୟ ର ଯତ୍ନ ନେବା ଜରୁରୀ। କାରଣ ସ୍ୱାସ୍ଥ୍ୟ ହିଁ ଏକ ମାତ୍ର ମୂଲ୍ୟବାନ ସମ୍ପଦ ଅଟେ। ତେଣୁ ଇଂରାଜୀ ରେ କୁହାଯାଏ “health is wealth”। କିନ୍ତୁ କିଛି ଭୁଲ ଅଭ୍ୟାସ ଅଛି ଯାହାକୁ ଆମେ ପ୍ରତିଦିନ କରିଥାଉ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ।ଆଜି ଆମେ ଆପଣଙ୍କ ସହିତ ଜୀବନର କିଛି ବିଶେଷ ତ୍ରୁଟି ବିଷୟରେ ସେୟାର୍ କରିବାକୁ ଯାଉଛୁ ଯାହା ଆପଣଙ୍କ ସମଗ୍ର ଜୀବନକୁ ନଷ୍ଟ ହେବାକୁ ରୋକିପାରେ।ତେବେ ଆସନ୍ତୁ ଦେଖିବା ସେହି ଭୁଲ୍ କଣ , ଯାହା କରିବା ଉଚିତ୍ ନୁହେଁ –

୧. ଜଳଖିଆ ଛାଡିବା- ବେଳେବେଳେ ତରବରିଆ ଭାବରେ ଆମେ ଜଳଖିଆକୁ ଭୁଲିଯାଉ ଯାହାକୁ ଆମେ ବ୍ରେକ୍ ଫାଷ୍ଟ ବୋଲି କହିଥାଉ । ବ୍ରେକ୍ ଅର୍ଥାତ ଉପବାସ କୁ ଭାଙ୍ଗୁଥିବା ଖାଦ୍ୟ। ଆପଣ ଜାଣିଥିବେ ଯେ ବ୍ରେକ୍ ଫାଷ୍ଟ ଆମ ପାଇଁ କେତେ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। ସକାଳେ ଭୋଜନ ନକରିବା ଦ୍ୱାରା ଆମର ଅନେକ କ୍ଷତି ହୋଇଥାଏ। ନିୟମିତ ସକାଳେ ଭୋଜନ ନକରିବା ବା ବ୍ରେକ୍ ଫାଷ୍ଟ ସମ୍ପୂର୍ଣ୍ଣ ଛାଡ଼ିଦେବା ବହୁତ ବଡ଼ ଅସୁବିଧାର କାରଣ ହୋଇପାରେ। ଭବିଷ୍ୟତରେ ଗ୍ୟାଷ୍ଟିକ କିମ୍ବା ପାନ୍କରିଆସ କ୍ୟାନ୍ସର ଭଳି ଭୟଙ୍କର ସମସ୍ୟା ଦେଖାଦେଇ ପାରେ। ଆଉ ମଧ୍ୟ ଘଣ୍ଟା ଘଣ୍ଟା ଭୋକରେ ରହୁଥିବାରୁ ବୃଦ୍ଧାବସ୍ଥା ଶୀଘ୍ର ଆସେ।

foodd

୨. ସିଗାରେଟ୍- ସମସ୍ତେ ଜାଣନ୍ତି ଏହା ଏକ ବହୁତ ଖରାପ ଅଭ୍ୟାସ। କିନ୍ତୁ ଥରେ ଆପଣ ନିଶା ର ଅଧୀନ ହୋଇଗଲେ ମୁକ୍ତି ପାଇବା କଷ୍ଟକର ହୋଇଥାଏ। ସିଗାରେଟ ଦ୍ୱାରା ଗଳା କର୍କଟ ଫୁସଫୁସ କ୍ୟାନ୍ସର ମଧ୍ୟ ହୋଇପାରେ।ସିଗାରେଟ ନିୟମିତ ନେବା ପରଠାରୁ ଏଥିରୁ ଦୂରେଇ ରହିବା ଅସମ୍ଭବ ପରି ହୋଇଯାଏ ।ଥରେ ଧୂମପାନ କରିବା ଦ୍ୱାରା ମଧ୍ୟ ଅନେକ କ୍ଷତି ହୋଇଥାଏ।କିଛି ଲୋକ ଏପରିକି ନିଜ ପରିବାର ଏବଂ ପରିଜନ ଙ୍କ ପାଇଁ ସିଗାରେଟ ଟାଣି ବିପଦ ଆମନ୍ତ୍ରଣ କରିଥାନ୍ତି।

୩. ବିଳମ୍ବରେ ଶୋଇବା – ଅତ୍ୟଧିକ ସମୟ ଶୋଇବା ହେତୁ, ଆମେ ଆମର ସମୟ ହରାଇଥାଉ, ଯାହାଫଳରେ କୌଣସି କାର୍ଯ୍ୟ ସମାପ୍ତ ହୋଇପାରିବ ନାହିଁ।ଯେଉଁଥିପାଇଁ ମନ ସର୍ବଦା ଅସନ୍ତୁଳିତ ହୋଇଥାଏ।ଏବଂ ଅଳସ ଏବଂ ପେଟ ଯନ୍ତ୍ରଣା ଭଳି ଅନେକ ସମସ୍ୟା ଦେଖାଯାଏ। ଏହା ମସ୍ତିଷ୍କ ଶକ୍ତି କୁ ମଧ୍ୟ କ୍ଷଣ କରେ।ବାର୍ଦ୍ଧକ୍ୟ ସମୟରେ ଭୁଲା ରୋଗ ଆରମ୍ଭ ହୁଏ। ସୁସ୍ଥ ବ୍ୟକ୍ତି ଙ୍କୁ ୭-୮ ଘଣ୍ଟା ଶୋଇବା ଉଚିତ।

sleepp

ବନ୍ଧୁଗଣ ଆମେ ଆପଣ ମାନଂକ ପାଇଁ ସବୁବେଳେ ଭଲ ଭଲ ରୋଚକ ତଥ୍ୟ,ସମାଚାର, ରାଶିଫଳ, ଜରୁରୀ ସୂଚନା,ରାଜନୀତି,କ୍ରୀଡ଼ା ସମ୍ବନ୍ଧୀୟ ତଥ୍ୟ ଆଣିଥାଉ । ଯଦି ଆପଣଙ୍କୁ ଆମ ଲେଖା ପସନ୍ଦ ଆସେ ତେବେ ଆପଣ ଆମକୁ ଲାଇକ ଏବଂ ଫଲୋ କରନ୍ତୁ।ଏହାକୁ ସେୟାର୍ କରି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ,ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *