soumya

ସତ ଧରାଇଲା ଯନ୍ତ୍ର – ଜାଣି ରଖନ୍ତୁ ପୁରା ଖବର |

NEWS

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆଲୋଚନା କରିବା।ବନ୍ଧୁଗଣ,ସୌମ୍ୟରଞ୍ଜନକଂ ମୃତ୍ୟୁ ମାମଲାରେ ଯେଉଁ ଲାଏ ଡିଟେକ୍ସନ ହେବାର ଥିଲା ତାହାର ଫଳାଫଳ ଆସିଛି l ଏହି କେସ୍ ରେ ବିବାଦୀୟ DFO ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟା ଭାରତୀ ଆଉ ଚର୍ଚା ରେ, ମନ୍ମଥ l

ଏହି ଲାଏ ଡିଟେକ୍ସନ ସମୟରେ ଏହି ତିନି ବିବାଦୀୟକଂ ରୁପ କ୍ରାଇମ ବ୍ରାଞ୍ଚକୁ ବହୁତ ଅଡୁଆରେ ପକାଇଦେଇଛି l ଏତେ ଦିନ ହେଲାଣି ଯେଉଁ ଘଟଣା କୁ ଚପା ହୋଇ ରଖା ଯାଇଥିଲା ଏବଂ DG ସଞ୍ଜୟ ପଣ୍ଡାକଂ ପାଇଁ ସୃଷ୍ଟି ହେଇଛି ଏକ ନୁଆ ଅଡ଼ୁଆ l ଅନ୍ୟପଟେ ଏସିଏଫ କଂ ମୃତ୍ୟୁ ମାମଲାକୁ ନେଇ ଚର୍ଚ୍ଚା ରେ ଅଛନ୍ତି ନିଜେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମିନିଷ୍ଟର ବିକ୍ରମ କେଶରୀ ଆରୁଖ l ଏବଂ ତାଙ୍କୁ ସୁରକ୍ଷା ଦେବାରେ ଅଛନ୍ତି ନୁଆ ମନ୍ତ୍ରୀ ଦିବ୍ୟ ଶକଂର ମିଶ୍ର l

ଯେତେବେଳ କ୍ରାଇମ ବ୍ରାଞ୍ଚ ଏହି ମାମଲା ରେ ଲାଏ ଡିଟେକ୍ସନ ଆରମ୍ବ କରିଥିଲା ସେତେବେଳେ ବିବାଦୀୟ ମାନେ ସମ୍ପୁର୍ଣ ଚୁପ୍ ରହିଥିଲେ ଏବଂ ଭୟଭୀତ ହୋଇଯାଇଥିଲେ DFO l ଏହି ବିଷୟରେ ଯେତେବେଳେ ପ୍ରଶ୍ନ ପଚାରିଲେ ଭୟ ରେ କମ୍ପି ଉଠିଥିଲେ ପତ୍ନୀ ବିଦ୍ୟାଭାରତୀ l

souummyaa
ଏହି କେସ୍ ରେ ଜୋଡି ହେଇଛି କୋଟି କୋଟି ରାଜସ୍ୱ ପଇସା ଲୁଟ୍ ର କଥା l କାହିଁକି ସୁରକ୍ଷା ଦିଆଯାଇଛି ମନ୍ତ୍ରୀଙ୍କ PSକୁ l ଏତେ ସବୁ ପରେ ମଧ୍ୟ କାହାର ଫୋନ୍ ଜାଞ୍ଚ କରାଯାଉନି l ଏହି ଲାଏ ଡିଟେକ୍ସନ ରେ କ୍ରାଇମ ବ୍ରାଞ୍ଚକୁ ମିଳିଛି ବହୁତ ଗୁଡ଼ିଏ ତଥ୍ୟ l ଖାଲି ଅପେକ୍ଷା କେବେ ହେବ ଗିରଫଦାରୀ l

ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ସୌମ୍ୟ ରଞ୍ଜନଙ୍କ ପରିବାର l କେତେଦିନ ସେମାନେ ଅପେକ୍ଷା କରିବେ ନିଜ ପୁଅ ର ମୃତ୍ୟୁ ର ନ୍ୟାୟ କୁ l ଲୋକ ସୁରକ୍ଷା ବ୍ୟବସ୍ଥାରୁ ଦୋଷୀ ମାନଂକ ଉପରେ ରହିଛି ହାତ ରଖିଛି l

ସେପଟେ ରକ୍ତ ଚନ୍ଦନ ର କେସ୍ କୁ ନେଇ ସରକାରକୁ ଚିଠି ଲେଖିଛନ୍ତି ସ୍ଥାନୀୟ ବିଧାନ l ଏତେ ସତ୍ତ୍ୱେ ବି ସରକାରଙ୍କ ବଡ଼ ନୀରବତା l ଲାଏ ଡ଼ିଟେକ୍ସନ ପୁର୍ବରୁ ମିଳିଥିବା ସମସ୍ତ ତଥ୍ୟ ସେମାନଙ୍କୁ ଗିରଫ କରିବା ପାଇଁ ଜଥେସ୍ଟ କିନ୍ତୁ କଣ ପାଇଁ ଗିରଫ ହୋଇ ନାହାନ୍ତି ସେମାନେ l ଏହାକୁ ଏକ ଦୁର୍ଘଟଣା ବୋଲି କହିକି ତାଙ୍କ ପରିବାର ଉପରେ ଭାରଶ୍ୟାମ ପକାଉଛି DFO l ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏଵଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *