eye

ଆଖି ଜନିତ ସମସ୍ୟା କିପରି କରିବେ ସମାଧାନ – ଜାଣି ରଖନ୍ତୁ ପୁରା ଖବର |

HEALTH

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆଲୋଚନା କରିବା।ବନ୍ଧୁଗଣ,ଆମ ପଞ୍ଚଇନ୍ଦ୍ରିୟ ମଧ୍ୟରୁ ଆଖି ହେଉଛି ଏକ ମୁଲ୍ୟବାନ ସମ୍ପଦ l ଯାହା ବିନା ଆମ ଜୀବନ ଶୁନ୍ୟ ଏବଂ ଅନ୍ଧାରମୟ l ଏହାର ଯତ୍ନ ନେବା ନିତାନ୍ତ ଆବଶ୍ୟକ l ଛୋଟ ବେଳୁ ଆମେ ଏହାର ଯତ୍ନ ନେବା କଥା l ଯଦି ଛୋଟ ପିଲାଙ୍କ ଆଖିରୁ ପାଣି ବାହାରୁଛି ତେବେ ସେଥିରେ ଡ୍ରପ୍ ପକାଇ ତାହାକୁ ଦୁର କରନ୍ତୁ ଯଦି ଅତ୍ୟଧିକ ହେଉଥାଏ ତେବେ ଡାକ୍ତରକଂ ପରାମର୍ଶ ନିଅନ୍ତୁ l

ଯଦି ପାଞ୍ଚ ରୁ ଦଶ ବର୍ଷ ପିଲାଙ୍କ ମଧ୍ୟ ରେ କିଛି ଆଖି ଜନିତ ସମସ୍ୟା ଦେଖାଯାଏ ତେବେ ଶୀଘ୍ର ଡାକ୍ତରକଂ ସହ ପରାମର୍ଶ କରନ୍ତୁ ଏବଂ ସଠିକ୍ ଉପଚାର କରନ୍ତୁ l ଚଷମା ପିନ୍ଧନ୍ତୁ, ଏବଂ ଛ ମାସ କୁ ଥରେ ଟେଷ୍ଟ କରନ୍ତୁ l

ଯୁବାବସ୍ଥାରେ ଯଦି କିଛି କାର୍ଯ୍ୟ ରେ ଆପଣ ବାହାରକୁ ଯାଉଛନ୍ତି ତେବେ ପାୱାରଲେସ୍ ଚଷମା ବ୍ୟବହାର କରନ୍ତୁ, ଜାହା ଦ୍ୱାରା ଆପଣଙ୍କ ଆଖିକୁ କୌଣସି କାମ କିଛି ଖରାପ ପ୍ରଭାବ ପକାଇନଥାଏ l ଆଖିକୁ ସବୁଥିରୁ ପ୍ରୋଟେକ୍ଟ ରଖନ୍ତୁ l

eyee

ଚାଷୀ ଲୋକ ମାନେ ଚଷମା ବ୍ୟବହାର କରିବା ନିହାତି ଆବଶ୍ୟକ କାରଣ ଯଦି କିଛି ପତ୍ର କିମ୍ବା ଡାଳ ଆଖିରେ ବାଜିଯାଏ କି କାଦୁଅ ମାଟି ଯଦି ଆଖିରେ ପଡ଼ିଯାଏ ତେବେ ଏହା ଆଖିକୁ ଅଧିକ ରୁ ଅଧିକ ଖରାପ ପ୍ରଭାବ ପକାଇଥାଏ l ଜାହା ଦ୍ୱାରା ଆପଣଙ୍କ ଆଖିରେ ଇନ୍ଫେକ୍ସନ ହୋଇଥାଏ l ଏହା ପ୍ରଥମ ରୁ କିଛି ଜଣା ପଡ଼ି ନଥାଏ l କିନ୍ତୁ ଏହା ବହୁତ ଦିନ ରହି ରହି ଆଖିକୁ ନଷ୍ଟ କରିଦେଇଥାଏ l ଯେଉଁ ଲୋକମାନେ IT ସେକ୍ଟର ରେ କାମ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ନିତାନ୍ତ ଆବଶ୍ୟକ ଅଟେ l

eyee
ପଚାଶ ରୁ ଅଧିକ ବୟସ ର ଲୋକମାନଂକୁ କିଛି ଭଲରେ ଦେଖାଯାଇନଥାଏ l ଆପଣ ଡାକ୍ତରକଂ ପରାମର୍ଶ ନିଅନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଚାହା ବ୍ୟବହାର କରନ୍ତୁ l ଯାଦି କିଛି ପରିବର୍ତ୍ତନ ହେଉନାହିଁ ତେବେ ଅପରେଶନ କରନ୍ତୁ l ଆଜିକାଲି ବହୁତ ଭଲରେ ଏବଂ ସୁବିଧାରେ ହୋଇଯାଉଛି l ବର୍ତ୍ତମାନ ବହୁତ ସହଜ ରେ ଏହି ଆଖି ଅପରେସନ୍ ହେଇଯାଉଛି ଆପଣ ଏହାକୁ ନ ଡରି ନିର୍ଭୟ ର ସହ ଏହାକୁ ଭଲ କରନ୍ତୁ l ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏଵଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *