tree

Vastu tips : ଘରର ଏହି ଗଛରେ ବାନ୍ଧି ଦିଅନ୍ତୁ ଗୋଟେ ଛୋଟ ଜିନିଷ ତାପରେ ଦେଖନ୍ତୁ ଚମତ୍କାର – ଥରେ ନିଶ୍ଚୟ କରି ନିଅନ୍ତୁ |

NEWS

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆଲୋଚନା କରିବା।ବନ୍ଧୁଗଣ,ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଏବଂ ମନି ପ୍ଲାଣ୍ଟ ଥାଏ l ଯାହା କି ଘର ର ସୁଖ ବଜାୟ ରଖିଥାଏ ଏବଂ ସୁଭ ହୋଇଥାଏ l ବାସ୍ତୁ ଶାସ୍ତ୍ର ରେ ଏହି ଦୁଇଟି ଗଛ କୁ ବହୁତ ମହାତ ପୁର୍ଣ ସ୍ଥାନ ଦିଆ ଜାଇଛି l ଏହା ଆପଣଙ୍କୁ ଧନ ବାନ ବି ବନେଇ ପାରିବ l

ଯଦି ଆପଣ ଲାଲ୍ ରଂଗ ର କିଛି ସୁତା କୁ ମନି ପ୍ଲାଣ୍ଟ କିମ୍ବା ତୁଳସୀ ଗଛ ରେ ବାନ୍ଧନ୍ତି ତେବେ ଏହା ଆପଣଙ୍କୁ ବହୁତ ସୁଖ ସହ ଧନବାନ ମଧ୍ୟ କରାଇଥାଏ l ଏହା ବହୁତ ସକାରାତ୍ମକ ପ୍ରଭାବ ପକାଇଥାଏ l ଜାହା ଦ୍ୱାରା ଆପଣଙ୍କର ବହୁତ ଲାଭ ହୋଇଥାଏ l ଲାଲ୍ ରିବନ୍ ବା ଲାଲ୍ କପଡା ବହୁତ ଭଲ ପ୍ରଭାବ ପକାଇ ଥାଏ l ଉଭୟ ଗଛ ଏବଂ ପରିବେଶ ଉପରେ l ଏହି ଗଛ ଘର ର MOବାଂଲାସ୍ ଏବଂ ସୁରକ୍ଷା କରିଥାଏ l

TULASI
ଲାଲ୍ ରଂଗ ଆମ ଭିତରେ ଗୋଟେ ଉତ୍ତେଜନା ସୃଷ୍ଟି କରିଥାଏ l ଏହା ଜିବନ ସୁଧାରି ଥାଏ, ଆତ୍ମବିଶ୍ୱାସ ବଢ଼ାଇ ଥାଏ, ସଫଳତା ଆଣି ଥାଏ l ଏଥି ପାଇଁ good luck ଗଛ ରେ ଏହାକୁ ବନ୍ଧାଯାଇଥାଏ l ଡେରି ନ କରି ଆପଣ ବି ମନି ପ୍ଲାଣ୍ଟ କିମ୍ବା ତୁଳସୀ ଗଛରେ ଏହି ଲାଲ୍ ରିବନ କିମ୍ଵା ସୁତା ବାନ୍ଧନ୍ତୁ l

ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏଵଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *