rasi

୨୬ ନଭେମ୍ବର ୨୦୨୧ ଆସନ୍ତା କାଲିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

୧)ମେଷ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଅଂ ଅଙ୍ଗାରକାୟ ନମଃ , ଆଜିର ଭବିଷ୍ୟ- ଯୋଜନା ଫଳିଭୁତ ହେବ, ପ୍ରଭାବଶାଳୀ ବ୍ୟକ୍ତି ସହଯୋଗ କରିବେ , ମିତ୍ର ତଥା ସଂମ୍ପର୍କୀୟଙ୍କ ସହାୟତା କରିପାରିବେ , ଘର ବାହାରେ ଲୋକେ ଜାଣିବେ , କାର୍ଯ୍ୟସିଦ୍ଧି ହେବ,  ଉତ୍ସାହ ପ୍ରସନ୍ନତାରେ ବୃଦ୍ଧି ହେବ, ସମୟର ଅନୁକୁଳତା ଲାଭ ଉଠାନ୍ତୁ, ମନୋରଞ୍ଜନ ସମୟ ମିଳିବ ।

୨)ବୃଷ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଶୁଂ ଶୁକ୍ରାୟ ନମଃ- ଆଜିର ଭବିଷ୍ୟ- ତନ୍ତ୍ର ମନ୍ତ୍ରରେ ରୁଚି ରହିବ, କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ଓ ସହଯୋଗ ପ୍ରାପ୍ତ ହେବ, ଧନ ପ୍ରାପ୍ତି ସୁଗମ ହେବ, ଦାମିକା ବାସ୍ତୁ ସଂମ୍ଭାଳିକରି ରଖନ୍ତୁ , ସାବଧନତା ଆବଶ୍ୟକତା ଅଟେ , ବ୍ୟୟବୃଦ୍ଧି ହେବ , ଘର  ବାହାର ପ୍ରସନ୍ନତା କୁ ବାତାବରଣ ରହିବ ।

୩)ମିଥୁନ ରାଶି ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଶୋଂ ସୋମାୟ ନମଃ- ଆଜିର ଭବିଷ୍ୟ- କାମ କରୁଥିବା ସମୟ ତଥା ଆସୁଥିବା ଯିବା ସମୟରେ ବିଶେଷ ସାବଧନତା ଆବଶ୍ୟକତା ଅଛି , ଶାରରୀକ ତଥା ଧନ ହାନି ହୋଇପାରେ , ବାଣି ଉପରେ ନିୟନ୍ତ୍ରଣ କରନ୍ତୁ , ଶତ୍ରୁ ସକ୍ରିୟ ରହିବେ , ଚିନ୍ତା ରହିବ , ମିତ୍ର ତଥା ସଂମ୍ପର୍କୀୟ ସହଯୋଗ ପ୍ରାପ୍ତି ହେବ ।

mithun

୪)କର୍କଟ ରାଶି ପାଇଁ  ଆଜିର କଲ୍ୟାଣକାରୀ ଉପାୟ – ଜପେଂ ଓଁ କେଂ କେତବେ ନମଃ- ଆଜିର ଭବିଷ୍ୟ- ପ୍ରେମ ପ୍ରସଙ୍ଗରେ ଭୁଲ୍ କରନ୍ତୁ ନାହିଁ , ବ୍ୟୟ ରହିବ , କେଉଁ ଆନନ୍ଦୋତ୍ସବ ରେ ଭାଗ ନେବାର ଅବସର ପ୍ରାପ୍ତି ହୋଇପାରେ , ପ୍ରସନ୍ନତାରେ ବୃଦ୍ଧି ହେବ , ପରିବାର ସଦସ୍ୟଙ୍କ ତଥା ମିତ୍ରଙ୍କ ସହ ସୁଖମୟ ସମୟ ବ୍ୟତିତ ହେବ , ଲମ୍ବା ଯାତ୍ରା ସଂମ୍ଭବ ଅଛି, ଲାଭ ହେବ ।

୫)ସିଂହ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ହ୍ରୀ ସୁର୍ଯ୍ୟାୟ ନମଃ- ଆଜିର ଭବିଷ୍ୟ- ଭୁମି ଭବନ ସଂବନ୍ଧିତ କିଛି ବଡ ସଉଦାରେ ବଡ ଲାଭ ହୋଇପାରେ , ପ୍ରତିଧ୍ୱନ୍ଧୀଙ୍କ ସହ ତାଳମେଳ ବସିପାରେ ,ଉନ୍ନତିର ମାର୍ଗ ପ୍ରସସ୍ତ ହେବ , ପାର୍ଟନରଙ୍କ ସହଯୋଗ ପ୍ରାପ୍ତି ହେବ , କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ କାମ ହେବ , ଧନ ପ୍ରାପ୍ତିରେ ସୁଗମତା ହେବ

୬)କନ୍ୟା ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ବୁଂ ବୁଧାୟ ନମଃ- ଆଜିର ଭବିଷ୍ୟ- କେଉଁ ପାର୍ଟି ଓ ପିକନିକ୍ କାର୍ଯ୍ୟକ୍ରମ ହୋଇପାରେ  ବୌଦ୍ଧିକ କାର୍ଯ୍ୟ ସଫଳ ହେବ , ସଂଗୀତ ଓ ଚିତ୍ରକାରୀ ଆଦି ରଚନାତ୍ମକ  କାର୍ଯ୍ୟରେ ରୁଚି ରହିବ, ନୁଆ ବିଚାର ମନରେ ଆସିବ , ଧନ ପ୍ରାପ୍ତି ସୁଗମ ହେବ , ସମୟର ଅନୁକୁଳତା ଲାଭ ନିଅନ୍ତୁ, ପ୍ରସନ୍ନତା ରହିବ ।

kanya

୭)ତୁଳା ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ସୋଂ ସୋମାୟ ନମଃ- ଆଜିର ଭବିଷ୍ୟ- କ୍ରୋଧ ଓ ଉତ୍ତେଜନାର ଉପରେ ନିୟନ୍ତ୍ରଣ ରଖନ୍ତୁ, ନକରାତ୍ମକତା ରହିବ ,ପରିଶ୍ରମ ଅଧିକା ହେବ, ଶୋକ ସମାଚାର ପ୍ରାପ୍ତି ହୋଇପାରେ , କିଛି ପୁରୁଣା ରୋଗ ହୋଇପାରେ , ଅପେକ୍ଷାକୃତ କାର୍ଯ୍ୟରେ ବିଳମ୍ବ ହେବ , ବିପଦପୁର୍ଣ୍ଣ ଜାମିନ୍ କାର୍ଯ୍ୟକୁ ଟାଳନ୍ତୁ, ଆବଶ୍ୟକ ବସ୍ତୁ ସମୟରେ ମିଳିବ ନାହିଁ , ଚିନ୍ତାରେ ରହିବ ।

୮)ବିଛା ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଅଂ ଅଙ୍ଗାରକାୟ ନମଃ- ଆଜିର ଭବିଷ୍ୟ- ସମାଜସେବାରେ ମନ ଲାଗିବ , ଆତ୍ମଶାନ୍ତି ରହିବ , ପ୍ରୟାସରେ ସଫଳ ହେବ , ବିଗଡିଯାଇଥିବା କାମ ହୋଇଯିବ , ଘର ବାହାର ସବୁ କାମରେ ସଫଳତା ରହିବ , ଧନ ପ୍ରାପ୍ତିର ରାସ୍ତା ସୁଗମ ହେବ , ଘର ବାହାର ପ୍ରସନ୍ନତା ବାତାବରଣ ନିର୍ମିତ ହେବ,  ଧନାର୍ଜନ ହେବ ।

୯)ଧନୁ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ବୃଂ ବୃହସ୍ପତେ ନମଃ- ଆଜିର ଭବିଷ୍ୟ- ଘର ଅତିଥିଙ୍କ ଆଗମନ ହେବ,  ଭଲ ଖବର ମିଳିପାରିବ , ପ୍ରସନ୍ନତା ଓ ଉତ୍ସାହରେ ବୃଦ୍ଧି ହେବ,  ଛୋଟ ମୋଟ ଯାତ୍ରା ହୋଇପାରେ , ବିପଦପୁର୍ଣ୍ଣ କାର୍ଯ୍ୟ କରିବାରେ ସାହାସ କରିପାରିବେ , ଲାଭର ଅବସରହାତରେ ଆସିବ , କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ, ନୁଆ ମିତ୍ର ରହିବେ ।

dhanu

୧୦)ମକର ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଂ ଶଂ ଶନୈଶ୍ଚରାୟ ନମଃ- ଆଜିର ଭବିଷ୍ୟ- କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଭାଗ୍ୟୋନ୍ନତି ପ୍ରୟାସ ସଫଳ ହେବ, ନବିନ ବସ୍ତ୍ରାଭୁଷଣ ଉପରେ ବ୍ୟୟ ହୋଇପାରେ , ଘର ବାହାର ସବୁ ଆଡୁ ସହଯୋଗ ପ୍ରାପ୍ତି ହେବ , ଜୀବନ ସୁଖମୟ ହୋଇପାରେ , ମିତ୍ରଙ୍କ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇପାରେ ,

୧୧)କୁମ୍ଭ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଚଂ ଚନ୍ଦ୍ରମସ୍ତେ ନମଃ- ଆଜିର ଭବିଷ୍ୟ- କେଉଁ ବଡ ଖର୍ଚ୍ଚ ହୋଇପାରେ, ଆର୍ଥିକ ସ୍ଥିତିରେ ଅସୁବିଧା ଆସିପାରେ , ଅନ୍ୟଙ୍କ ଠାରୁ ଉପେକ୍ଷା କରନ୍ତୁ ନାହିଁ,  ବିବେକ ସହ କାର୍ଯ୍ୟ କରନ୍ତୁ, ସମସ୍ୟା ଦୁର ହେବ,  ବିପଦପୁର୍ଣ୍ଣ ଜାମିନ୍ କାର୍ଯ୍ୟ ଟାଳନ୍ତୁ, ଧନ ହାନୀ ଆଶଙ୍କା ଅଛି, ମିତ୍ରଙ୍କ ସହଯୋଗରୁ ଚିନ୍ତା କମ୍ ହେବ ।

୧୨) ମୀନ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଂ ବୃଂ ବୃହସ୍ପତିୟେ ନମଃ- ଆଜିର ଭବିଷ୍ୟ- ବୁଡିଯାଇଥିବା ପଇସା ପ୍ରାପ୍ତି ହେବାର ଯୋଗ ଅଛି, ଭାଗ୍ୟର ଅନୁକୁଳତା ରହିବ, କେଉଁ ଲମ୍ବା ମନୋରଞ୍ଜକ ଯାତ୍ରାର କାର୍ଯ୍ୟ କ୍ରମ ହୋଇପାରେ, ଜୀବନସାଥୀଙ୍କ ସହଯୋଗରେ ପ୍ରସନ୍ନତା ବୃଦ୍ଧି କରିବ,  ଧନ ପ୍ରାପ୍ତି ସୁଗମ ହେବ,  ପରିବାର ମିଳନ ହେବ , ବ୍ୟସ୍ତତା ପୁର୍ଣ୍ଣ କିଛି କାର୍ଯ୍ୟରେ ଭୁଲ୍ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *