m

ହାତର ପାପୁଲିରେ ଥିବା M ଚିହ୍ନଟି କଣ ଅଟେ-ଜାଣି ରଖନ୍ତୁ ପୁରା ଖବର l

RASIPHALA

ଆପଣମାନଙ୍କୁ ଆମ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ହାତର ଲେଖାରେ ଲୁଚି ରହିଥିବା m ବିଷୟରେ ହାତର ଲେଖା ମାନଙ୍କରେ ଏପରି କେତେ ଯେ ସତ୍ୟ ଲୁଚି ରହିଥାଏ ଯାହାର ଅର୍ଥ ହୁଏତ ଆମେ ମାନେ ଜାଣିପାରୁ ନ ଥାଉ କିନ୍ତୁ ତାହାର ମହତ୍ୱ ବହୁତ ଅଧିକ ହୋଇଥାଏ ଆପଣ ଟିଭି ମାନଙ୍କରେ ଦେଖିଥିବେ କି ସ୍ତ୍ରୀ ଲୋକମାନଙ୍କର ହାତକୁ ଦେଖି ଲୋକ ମାନେ ତାଙ୍କ ସ୍ୱାମୀ ବିଷୟରେ କହିଦେଇଥାନ୍ତି ହାତର ରେଖା କିଛି ଏପରି ହୋଇଥାଏ

ଯାହା ଆମକୁ କୌଣସି ଅକ୍ଷରଭଳିଆ ଦେଖାଯାଇଥାଏ ତେବେ ଆଜି ଆପଣଙ୍କୁ ମୁଁ କହିବାକୁ ଯାଉଅଛି କିଛି ଏଭଳି ଅକ୍ଷର ଇଂରାଜୀର ଅକ୍ଷର m ବିଷୟରେ ଯଦି m ଅକ୍ଷର କାହାର ହାତ ପାପୁଲିରେ ଦେଖାଯାଉଛି ତ ତାହାର ଭାଗ୍ୟ ଉପରେ କଣ ପ୍ରଭାବ ପକେଇଥାଏ ଲାଇଫ ଲାଇନର ଲେଖା ଲକ ଲାଇନର ରେଖା ହୃଦୟର ଲେଖା ଏବଂ ମାଇଣ୍ଡ ଲାଇନର ଲେଖା ଏହି ସମସ୍ତ ରେଖା ମିଶି କିଛି m ପ୍ରକାରର ଯାହାକି m ପରି ଦେଖାଯାଇଥାଏ ତ କଣ ହୋଇଥାଏ ଏହାର ଫଳ ଆମେମାନେ ସେହି ବିଷୟରେ ଚାଲନ୍ତୁ ହିଁ ଜାଣିବା

handd

ଯେଉଁ ବ୍ୟକ୍ତିଙ୍କର ହାତର ପାପୁଲିରେ M ଚିହ୍ନ ଦେଖାଯାଇଥାଏ
ସେମାନେ ବହୁତ ବୃଦ୍ଧିମାନ ହୋଇଥାନ୍ତି ତା ସହିତ କୌଣସି ଭଲ ବ୍ୟବସାୟରେ ପାର୍ଟନର ସାବ୍ୟସ୍ତ ହୋଇଥାନ୍ତି ଯଦି ଆପଣ କାହାକୁ ଭଲ ପାଉଛନ୍ତି ଯଦି ତାଙ୍କ ହାତରେ M ଲେଖା ରହିଅଛି ତ ଆପଣ ତାକୁ ବିଲକୁଲ ମିଛ କହିପାରିବେନି କାରଣ ସେ କୋୖଣସି ସହଜରେ ଧରିପକାନ୍ତି ଏମାନେ ମନର କଥାକୁ ସହଜରେ ଧରିପକାନ୍ତି ସ୍ତ୍ରୀ କି ପୁରୁଷ ଦୁହିଁଙ୍କ ମଧ୍ୟରୁ କାହାର ହାତରେ ହାତରେ ବି ଏହି M ଅକ୍ଷରର ଲେଖା ଥାଏ ତେବେ ଦୁହେଁ ଦୁହିଁଙ୍କ ପାଇଁ ଉଚ୍ଚକୋଟିର ପାର୍ଟନର ହୋଇଥାନ୍ତି ଦୁହିଁଙ୍କର ବୈବାହିକ ଜୀବନ ସୁଖମୟ ହୋଇଥାଏ ଯଦି ଆପଣମାନଙ୍କ ହାତରେ ଏହି M ଚିହ୍ନ ରହୁଅଛି

ତ ବିଶ୍ୱାସକରନ୍ତୁ ଆପଣ ବହୁତ ଲକି ଅଟନ୍ତି ଏମାନେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ବହୁତ ହିଁ ସାହସ ହିଁ ହୋଇଥାନ୍ତି ଏକ ପୌରାଣିକ ମାନ୍ୟତା ଅନୁସାରେ ଏପରି ଲୋକଙ୍କୁ ଭଗବାନଙ୍କ ଆଶ୍ରିବାଦ ଆସିଥାଏ ସେ ପ୍ରାୟତଃ ସମ୍ପୂର୍ଣ କ୍ଷେତ୍ରରେ ସଫଳ ହୋଇଥାନ୍ତି ଏପରିକି କୁହାଯାଇଥାଏକି ଯେଉଁ ମାନଙ୍କର ହାତରେ M ଚିହ୍ନ ରହିଥାଏ ସେହି ବ୍ୟକ୍ତି ଭଗବାନଙ୍କ ବହୁତ ପ୍ରିୟ ହୋଇଥାନ୍ତି ଭଗବାନ ଏ ମାନଙ୍କର ପ୍ରାଥନା ବହୁତ ଶୀଘ୍ର ଶୁଣିଥାନ୍ତି ଏମାନେ ଯଦି କାହା ପାଇଁ କିଛି ପ୍ରାଥନା କରିଥାନ୍ତି ତ ତାଙ୍କ ପ୍ରାଥନା ଅତି ଶୀଘ୍ର ପୂରଣ ହୋଇଥାଏ ଏବଂ ଏମାନଂକ ମୁହଁରୁ କାହା ପ୍ରତି ଅଭିଶାପ ବାହାରି ଥାଏ ତାହା ମଧ୍ୟ ଘଟିବାର ସମ୍ଭାବନା ମଧ୍ୟ ରହିଥାଏ l

rasi1
ଏମାନେ ଯାହା ସହିତ ମିତ୍ରତା ରଖିଥାନ୍ତି ତାଙ୍କର ମଧ୍ୟ ଭାଗ୍ୟ ଚମକି ଉଠିଥାଏ ସବୁଠାରୁ ମୁଖ୍ୟ କଥାଟା ଏହା ଅଟେକି ଯାହା ଜାଣିବାର ଆବଶ୍ୟକତା ରହିଛି ଯାହାକି ଏହା ଆମ ମାନଙ୍କର ଘରୋଇ ହାତରେ ନୁହେଁ ପରନ୍ତୁ ଆର ହାତରେ ରହିବା ଆବଶ୍ୟକ କହିବାର ଅର୍ଥ ଏହା ଅଟେକି ଏହି ଯଉ M ଚିହ୍ନ ଅଟେ ଯଦି ଆପଣ ଡାହାଣ ହାତରେ ସବୁ କାମ କରୁଛନ୍ତି ତ ତାହା ଆପଣଙ୍କ ବାମ ହାତରେ ରହିଲେ ରହିଲେ ଅତି ଭଲ ହୋଇଥାଏ ଯଦି ଆପଣ ବାମ ହାତରେ ସବୁ କାର୍ଯ୍ୟ କରନ୍ତି ସେହି M ଚିହ୍ନଟି ବାମ ହାତରେ ରହିଲେ ସେତେ ଲାଭକାରି ହୋଇନଥାଏ

ଯେପରି ଡାହାଣ ହାତରେ ରହିବା ଦ୍ୱାରା ଲାଭ ମିଳିଥାଏ ଯଦି ଏହା କୌଣସି ବ୍ୟକ୍ତିଙ୍କର ଦୁଇଟି ହାତରେ ରହିଥାଏ ତ ଆହୁ କହିବା କଣ ଆପଣ ନିଜେ ହିଁ ଅନୁଭବ କରିପାରିବେ କି ଆପଣ ସମସ୍ତଙ୍କ ତୁଳନାରେ ଉଚ୍ଚ ସ୍ଥାନରେ ରହିଥାନ୍ତି ଆପଣ ବହୁତ ଲକି ଅଟନ୍ତି ଏଭଳି M ଚିହ୍ନ ବହୁତ କମ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ ଏହି ଚିହ୍ନ ରହିବା ହିଁ ବହୁତ ଲକି ଅଟେ ଆପଣ ଆପଣଙ୍କର ଜୀବନରେ ପ୍ରତେକ କ୍ଷେତ୍ରରେ ସଫଳତା ପାଇବେ ଯାହା ଦ୍ୱାରା ଆପଣଙ୍କ ଲାଇଫରେ ଧନର ଏବଂ ସୁଖ ସମୟର କୋୖଣସି ଅଭାବ ରହିବ ନାହିଁ ତେବେ ଆପଣଙ୍କୁ ଆମ ଅନୁଚିନ୍ତାଟି କେମିତି ଲାଗିଲା ତଳ ପେଜରେ ଲାଇକ ଏବଂ କମେଣ୍ଟ କରନ୍ତୁ

Leave a Reply

Your email address will not be published. Required fields are marked *